Movie prime

ହୁ ହୁ ହୋଇ ମାଡ଼ି ଆସୁଚି ଲଘୁଚାପ ଆଉ ଦୁଇ ଦିନ ଭିତରେ ହେବ ପ୍ରବଳ ବର୍ଷା ଆଉ ଝଡ଼..

 
Gg
ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗୁରୁ ଚାପ ବଳୟ ପ୍ରଭାବରେ ରାଜ୍ୟ କୁ କ୍ରମାଗତ ଭାବରେ ଜଳୀୟ ବାଷ୍ପ ପୁର୍ଣ୍ଣ ବାୟୁ ପ୍ରଭାହିତ ହେଉଛି।ଏହା ଦକ୍ଷିଣ ଏବଂ ଦକ୍ଷିଣ ପୂର୍ବ ଦିଗ ରୁ ପ୍ରବାହିତ ହେଉଛି।
ବାୟୁ ମଣ୍ଡଳ ର ମଧ୍ୟରୁ ଉପରି ଭାଗ ରେ ଏକ ନିମ୍ନ ଚାପ ରେଖା ସକ୍ରିୟ ରହିଛି।ନିମ୍ନ ଚାପ ରେଖା ସହିତ ଜଡିତ ପଶ୍ଚିମା ବାୟୁ ଓ ଜଳୀୟ ବାଷ୍ପ ପୁର୍ଣ୍ଣ ବାୟୁ ପରସ୍ପର ସଂସ୍ପର୍ଷ ରେ ଆସିବା ପରେ ରାଜ୍ୟ ରେ ଏଭଳି ପାଗ ସୃଷ୍ଟି ହୋଇଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦେଇଛନ୍ତି।
Vh
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟ ର ଅଧିକାଂଶ ସ୍ଥାନ ରେ ବର୍ଷା ହୋଇଛି।ଗତ ୨୪ ଘଣ୍ଟା ରେ ଢେଙ୍କାନାଳ ରେ ସର୍ବାଧିକ ୭୨.୨ ମିଲିମିଟର ବର୍ଷା ରେକର୍ଡ ହୋଇଛି।ସେହିପରି ଭୁବନ ରେ ୭୨, ଆଠମଲ୍ଲିକ ରେ ୬୮ ଏବଂକନ୍ଧମାଳ ରେ ୬୬.୨ ମିଲିମିଟର ବର୍ଷା ରେକର୍ଡ ରହିଛି।
ସାରା ରାଜ୍ୟ ରେ ଗତ ୨୪ ଘଣ୍ଟା ରେ ୨୫.୨ ମିଲିମିଟର ବର୍ଷା ହୋଇଥିବା ରେକର୍ଡ ରହିଛି।ଯାହା ସ୍ଵାଭାବିକ ବର୍ଷା ୦.୬ ମିଲିମିଟର ତୁଳନା ରେ ୩୮୯୬% ଅଧିକ ବର୍ଷା ହେବାର ସମ୍ଭାବନା ରହିଛି।
Ty
ଆସନ୍ତା ୨୪ ଘଣ୍ଟା ପାଇଁ ୬ ଜିଲ୍ଲା କୁ ଜାରି ରହିଛି ଅରେଞ୍ଜ ଆଲାର୍ଡ।ପୁରୀ,କେନ୍ଦ୍ରାପଡ଼ା, ଜଗତସିଂହପୁର,ଭୁବନେଶ୍ୱର,କଟକ ଏବଂ ପିପିଲି।ବର୍ଷା ଯୋଗୁଁ ପନିପରିବା ଚାଷ ବିଶେଷ ଭାବେ ପ୍ରଭାହିତ ହେବା ଆଶଙ୍କା ଦେଖା ଦେଇଛି।
ତେବେ ଆଜି ସନ୍ଧ୍ୟା ରୁ ବର୍ଷା ପରିମାଣ କମି ପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।ଗତକାଲି ଠାରୁ ଆଜି ଯାଏଁ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ଅଧିକାଂଶ ସ୍ଥାନ ରେ ହାଲୁକା ବର୍ଷା ରେକର୍ଡ ରହିଥିଲା।
ବୌଦ୍ଧ ରେ ପାଖାପାଖି ୬୬.୨ ମିଲିମିଟର ବର୍ଷା ରେକର୍ଡ ରହିଛି।ସେହିପରି ତାଳଚେର ରେ ୬୫ ମିଲିମିଟର ବର୍ଷା ରେକର୍ଡ ରହିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.