Movie prime

ଆଜ୍ଞା କି କଥା କହିବି, ମତେ ୧୦ ଟଙ୍କା ଦେବେ କହି ମୋ ଠୁ ୨୪ ହଜାର ଟଙ୍କା ଲୁଟି ନେଇ ଗଲେ..

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଜଣେ ବ୍ୟକ୍ତି ଏବେ ହସ୍ପିଟାଲ ରେ ଡକ୍ୟୁମେଣ୍ଟ ସମିଟ କରିବାକୁ ନେଇ ୨୪ ,୦୦୦ ଟଙ୍କା ସେ ଠକାମୀ ର ଶିକାର ହୋଇଛନ୍ତି। ବିବେକାନନ୍ଦ ହସ୍ପିଟାଲ ରେ ଏଭଳି କିଛି ଘଟଣା ଘଟିଛି।
Special report
ଏହି ବ୍ୟକ୍ତି ଜଣକ ଙ୍କ ବାପା ଙ୍କ ଚିକିତ୍ସାଧୀନ ଅବସ୍ଥାରେ ହିଁ ମୃ-ତ୍ୟୁ ହୋଇଥିଲା। ଏହାପରେ ହସ୍ପିଟାଲ ରେ କିଛି ଡକ୍ୟୁମେଣ୍ଟ ସମିଟ କରିବା ପାଇଁ ଯୁବକ ଜଣକ ଯୋଗାଯୋଗ କରିଥିଲେ।
ଏହାପରେ ଡକ୍ୟୁମେଣ୍ଟ ନେବା ସମୟରେ ତାଙ୍କ ଆକାଉଣ୍ଟ ରୁ ଏକାଥରେ ୨୪ ,୦୦୦ ଟଙ୍କା କଟି ଯାଇଥିଲା। ସାଇବର ଠକ ମାନେ ବର୍ତ୍ତମାନ୍ ସମୟରେ ହସ୍ପିଟାଲ ନାମରେ ଏହି ଯୁବକଙ୍କୁ ଚୁନା ଲଗାଇଛନ୍ତି।
ଏହି ଯୁବକଙ୍କ ନାମ ହେଉଛି ଅନିଲ ସାହୁ। ସେ କହିଥିଲେ କି ଅନଲାଇନ ରେ ନମ୍ବର୍ ସର୍ଚ୍ଚ କରିବା ପରେ ସେ ସେହି ନମ୍ବର୍ କୁ କଲ୍ କରିଥିଲେ। ଏହାପରେ ସେହି ନମ୍ବର୍ କୁ କଲ୍ କରିବା ପରେ ସେହି ନମ୍ବର୍ କୁ ହ୍ୟାକର ମାନେ ହ୍ୟାକ କରି ଦେଇଥିଲେ।
Special report
ଏହାପରେ ସେହି ନମ୍ବର୍ ରୁ ତାଙ୍କର WhatsApp ରୁ ଏକ ଲିଙ୍କ୍ ଆସିଥିଲା। ଏହାପରେ ସେଥିରେ କୁହା ଯାଇଥିଲା କି ସେହି ଲିଙ୍କ କୁ ଓପନ କରନ୍ତୁ ଏବଂ ଓପନ କରି ଫିଲ୍ ଅପ କରି ୧୦ ଟଙ୍କା ପେ କରିବା ପାଇଁ।
ଏହାପରେ ଯୁବକ ଜଣକ ସବୁ କିଛି କରିଥିଲେ ଆଉ ସବୁକିଛି କରିବା ଭିତରେ ତାଙ୍କର ପେମେଣ୍ଟ ଆଉ ହେଇ ନଥିଲା। ଏହାପରେ ତାଙ୍କୁ ଲାଗିଥିଲା କି ଏହା ଫ୍ରଡ ବୋଲି ସେ ସାଙ୍ଗେ ସାଙ୍ଗେ ସେ ଆପ କୁ କାଟି ଦେଇଥିଲେ।
ଏହାପରେ ଠିକ ୨୪ ଘଣ୍ଟା ମଧ୍ୟରେ ତାଙ୍କ ଆକାଉଣ୍ଟ ରୁ ୨୩୯୪୦ ଟଙ୍କା କଟି ଯାଇଥିଲା। ଯେଉଁ ସମୟରେ ତାଙ୍କର ଆପ ଥିଲା ସେହି ସମୟରେ ତାଙ୍କର ପଇସା କଟି ନଥିଲା।
ଏବେ ଏହି ଯୁବକ ଜଣକ ମେଡିକାଲ ନାମରେ ଏଭଳି ଭାବରେ ଠକାମୀ ର ଶିକାର ହୋଇଛନ୍ତି। ଆଉ ଏବେ ମଧ୍ୟ ସେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ତେବେ ଆପଣ ମାନେ ମଧ୍ୟ ନିଶ୍ଚିତ ଭାବରେ ସଚେତନ ହୋଇ ଯାଆନ୍ତୁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.