Movie prime

ଆଜିବି ଜୀବିତ ଅଛନ୍ତି ମା ଯଶୋଦା ଜାଣନ୍ତୁ ଆସିଲା ବହୁତ୍ ବଡ ରହସ୍ୟର ସତ ଦେଖନ୍ତୁ ବାସ୍ତବରେ ...

 
Viral news
ଆପଣମାନେ ଜାଣିଥିବେ ଯେ ଭଗବାନ ଶ୍ରୀ କୃଷ୍ଣ ତାଙ୍କ ଛୋଟ ବେଳ ନନ୍ଦ ମହଲରେ ବିତାଇ ଥିଲେ।କିନ୍ତୁ ଯେତେବେଳେ ସେ ବଡ଼ ହୋଇଗଲେ ନିଜର କର୍ତ୍ତବ୍ୟ ପୂରଣ କରିବାର ଥିଲା।ସେହି କର୍ତ୍ତବ୍ୟ ଗୁଡ଼ିକ ପୁରା କରିବା ପାଇଁ ତାଙ୍କୁ ମଥୁରା କୁ ପ୍ରସ୍ତାନ କରିବାକୁ ପଡିଲା ।
Viral news
ମାତା ଯଶୋଦା ଆଉ ନନ୍ଦ ବାବା ଶ୍ରୀ ଶ୍ରୀ ଙ୍କୁ ବହୁତ ଭଲ ପାଉଥିଲେ। ମାତା ଯଶୋଦା ବହୁତ ଭଲ ଭାବରେ ଜାଣିଥିଲେ ଯେ ତାଙ୍କ ପୁଅ ଶ୍ରୀ କୃଷ୍ଣ ସାଧାରଣ ମଣିଷ ନୁହଁନ୍ତି।ସେ ଭଗବାନ ଅଟନ୍ତି।
ଏସବୁ ଜାଣି ମଧ୍ୟ ମା ଯେପରି ପୁଅର ଯତ୍ନ ନେଇଥାଏ,ଶ୍ରଦ୍ଧା ଦେଇଥାନ୍ତି ତାହା ମାତା ଯଶୋଦା କରୁଥିଲେ।ଯେତେବେଳେ ସେ ବଡ଼ ହୋଇଗଲେ ମଥୁରା କୁ ପ୍ରସ୍ତାନ କରିଲେ କିଛି ବର୍ଷ ପରେ ମାତା ଯଶୋଦା ଆଉ ନନ୍ଦ ଙ୍କ କଥା ତାଙ୍କର ମନେ ପଡ଼ିଲା।
ଶ୍ରୀ କୃଷ୍ଣ ଙ୍କ ର ବହୁତ ଭଲ ମିତ୍ର ଥିଲେ।କହିବାକୁ ଗଲେ ସେ ଶ୍ରୀ କୃଷ୍ଣ ଙ୍କ ଶିଷ୍ୟ ମଧ୍ୟ ଥିଲେ।ତାଙ୍କ ନାମ ହେଉଛି ଉଦ୍ଧବ।ଭଗବାନ ଶ୍ରୀ କୃଷ୍ଣ ମିତ୍ର ଉଦ୍ଧବ ଙ୍କୁ ମାତା ଯଶୋଦା ଆଉ ନନ୍ଦ ବାବା ଙ୍କ ସହିତ ଦେଖା କରିବା ପାଇଁ କହିଥିଲେ।
ଆଉ ସେ ବହୁତ ଭଲରେ ଅଛନ୍ତି ବୋଲି ମଧ୍ୟ ଉଦ୍ଧବ ଙ୍କୁ କହିବାକୁ କହିଥିଲେ।ଆଉ ମାତା ଯଶୋଦା ଏବଂ ନନ୍ଦ ବାବା ମଧ୍ୟ ନିଜର ଯତ୍ନ ନେବେ।ଏହାଶୁଣି ଉଦ୍ଧବ ତାଙ୍କ ରଥ ଧରି ବାହାରି ପଡ଼ିଥିଲେ।
ସେଠାରେ ପହଞ୍ଚି ଉଦ୍ଧବ ଯାହା ଦେଖିଲେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।ନନ୍ଦ ମହଲ ଆଉ ମହଲ ହୋଇ ନଥିଲା।କେହି ଯତ୍ନ ନେଉ ନାହାନ୍ତି।ବୁଢିଆଣୀ ଜାଲ ମହଲ ସାରା ହୋଇ ଯାଇଥିଲା।
ରୋଷେଇ ଘର ଥାଇ ମଧ୍ୟ ଚୁଲା ଜଳୁ ନଥିଲା।ସଫା ସୁତୁରା କରା ଯାଉ ନଥିଲା।ମାତା ଯଶୋଦା ଆଉ ନନ୍ଦ ବାବା ବୃଦ୍ଧ ହୋଇ ଯାଇଥିଲେ।ଯଶୋଦା ଙ୍କ ଆଖି କୁ ମଧ୍ୟ ଠିକ୍ ରେ ଦେଖା ଯାଉ ନଥିଲା।
Viral news
ଆଉ ସବୁବେଳେ ଶ୍ରୀ କୃଷ୍ଣ କହୁଥିଲେ। ମାତା ଯଶୋଦା ସ୍ଵୟଂ ଶ୍ରୀ କୃଷ୍ଣ ଆସି ଦେଖା କରିବେ ବୋଲି ଉଦ୍ଧବ ଙ୍କୁ କହିଥିଲେ।ଏହାଶୁଣି ଉଦ୍ଧବ ବହୁତ କାନ୍ଦି ପକାଇ ଥିଲେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.