Movie prime

ମା କାଳୀଙ୍କ ଆଗରେ ହାତରେ ନୁହେଁ ପାଦରେ ପିନ୍ଧାଇଲେ ସିନ୍ଦୂର ଦେଖନ୍ତୁ ଏହି ଭିଡିଓ ସୋସିଆଲ ମିଡିଆରେ ହେଲା VIRAl

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇ ପାରୁଥିବେ । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଯାହା ଦେଖିବେ ତାକୁ ହିଁ ପ୍ରକୃତ ଭଲପାଇବା କୁହନ୍ତି ବୋଲି କହିବେ ।
Special Report
ଆଜିକାଲିକା ଆଧୁନିକ ଯୁଗରେ ଏଭଳି ଭଲପାଇବା ବହୁତ କମ୍ ଦେଖିବାକୁ ମିଳୁଛି । ଏବେ ଏହି ଭିଡିଓ ମାଧ୍ୟମରେ ସମ୍ପୂର୍ଣ୍ଣ ଖବର ଆପଣମାନେ ଜାଣିପାରିବେ । ମାଆ କାଳୀଙ୍କ ଆର୍ଶୀବାଦରୁ ଏହି ଦୁଇଜଣ ପ୍ରେମୀ ଯୁଗଳ ଏକାଠି ହୋଇଛନ୍ତି ।
ପ୍ରେମିକ ଜଣକ ପ୍ରେମିକାଙ୍କୁ ବିବାହ କରିଲେ ଆଉ ମଥାରେ ସିନ୍ଦୂର ପିନ୍ଧାଇଲେ । ଏହି ପ୍ରେମିକ ଜଣଙ୍କ ପ୍ରେମିକା ଜଣଙ୍କୁ ହାତରେ ନୁହେଁ ବରଂ ତାଙ୍କ ଗୋଡ଼ରେ ସିନ୍ଦୂର ପିନ୍ଧାଇଥିଲେ । ଏହି ବ୍ୟକ୍ତି ଜଣଙ୍କର ହାତ ନାହିଁ କିନ୍ତୁ ତାଙ୍କୁ ତାଙ୍କ ପ୍ରେମିକା ଛାଡ଼ି ଦେଇ ନାହାଁନ୍ତି ।
Special Report
ସେମାନେ ଏବେ ପ୍ରେମ ବିବାହ କରିଛନ୍ତି । ମାଆ କାଳୀଙ୍କ ସାମ୍ନାରେ ସେମାନେ ସାତ ଜନ୍ମ ପାଇଁ ସାଥୀ ହୋଇଛନ୍ତି । ପ୍ରେମର ଏକ ଜ୍ୱଳନ୍ତ ଉଦାହରଣ ସେମାନେ ପାଲଟିଛନ୍ତି । ଏବେ ଏହାକୁ ନେଇ ଚର୍ଚ୍ଚା ହେଉଛି ।
ମାଆ କାଳୀଙ୍କ ଆର୍ଶୀବାଦ ରୁ ସେମାନେ ଏକାଠି ହୋଇଛନ୍ତି । ସିନ୍ଦୂର ପିନ୍ଧେଇବା ପାଇଁ ହାତ ଦରକାର କିନ୍ତୁ ଏହି ବ୍ୟକ୍ତି ଜଣଙ୍କର ହାତ ନଥିଲା ଆଉ ତାଙ୍କ ପ୍ରେମିକା ତାଙ୍କୁ ଦୂରେଇ ନ ଦେଇ ସାହସ ଦେଇଥିଲେ ଆଉ ସାତ ଜନ୍ମର ସାଥି ହେବାକୁ କହିଥିଲେ ।
Special Report
ଏହି ପ୍ରେମ ଏବେ ବହୁତ ବିରଳ । ବିହାରର ଦରଭଙ୍ଗା ଅଞ୍ଚଳରୁ ଆସିଛି ଏହି ଖବର । ଶ୍ୟାମାମାଈ ମନ୍ଦିରରେ ଦେଖିବାକୁ ମିଳିଛି ଏହି ବିବାହ । ଏହାକୁ ଦେଖି ଲୋକମାନେ ପ୍ରେମ କଣ ବୁଝିପାରିବେ । ପ୍ରକୃତ ପ୍ରେମ ୟାକୁ ହିଁ କୁହାଯାଏ ।
ଏହି ନିଆରା ବିବାହକୁ ନେଇ ଏବେ ସବୁଠି ଚର୍ଚ୍ଚା ହେଉଛି । ବର ହେଉଛନ୍ତି ପ୍ରତୀକ ମଣ୍ଡଳ । ଆଉ ସେ ତାଙ୍କ ଭାଉଜର ଭଉଣୀଙ୍କୁ ବିବାହ କରିଛନ୍ତି । ସେ ୮ ବର୍ଷ ହେଲା ଭଲ ପାଉଥିଲେ । କିନ୍ତୁ ସେ ଭିନ୍ନକ୍ଷମ ଥିଲେ । ଆଉ ଝିଅ ଘରଲୋକେ ଏହି ବିବାହ ପାଇଁ ରାଜି ନଥିଲେ ।
ସେମାନେ ମନ୍ଦିରରେ ବିବାହ କରିଥିଲେ । ଗୋଡରେ ସିନ୍ଦୂର ଦେଇ ସବୁଦିନ ପାଇଁ ସାଥୀ କରିଲେ । ଏବେ ଏହି ଖବରକୁ ଦେଖି ଲୋକେ କହିଛନ୍ତି ତାଙ୍କର ଦାମ୍ପତ୍ୟ ଜୀବନ ଭଲରେ ବିତୁ ସେମାନେ ସବୁବେଳେ ଖୁସିରେ ରୁହନ୍ତୁ ।