Movie prime

ମୋ ଝିଅର ହାତ ମୋତେ ବହୁତ୍ ଜୋର୍ ରେ ଡରେଇ ଦେଲା..ସେ ଟ୍ରକ୍ ରାକ୍ଷସ ଭଳିଆ ଆସି ମୋର ସବୁ ଛଡେଇ ନେଇଗଲା!

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆମେ ଆପଣଙ୍କୁ ଏବେ ଏଭଳି ମର୍ମନ୍ତୁତ ସଡ଼କ ଦୁର୍ଘଟଣା ସମ୍ପର୍କରେ କହିବାକୁ ଯାଉଛୁ ଯାହାକୁ ଶୁଣି ଆପଣ ମାନେ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ।
Special report
ଜଣେ ବ୍ୟକ୍ତି କହିଥିଲେ କି ସେ ଭୁବନେଶ୍ୱର ରୁ କନ୍ଦରପୁର ଯାଉଥିବା ସମୟରେ ଏଭଳି ଘଟିଛି। ସେହି ବ୍ୟକ୍ତି ଜଣକ ତାଙ୍କର ପିଲା ମାନଙ୍କୁ ନେଇ ଯାଉଥିଲେ। ଏହାପରେ ଟ୍ରାଫିକ ଜାମ ଥିବାରୁ ସେଠାରେ ରହି ଯାଇଥିଲେ।
ଏହାପରେ ସମସ୍ତେ ରାସ୍ତାରେ ଛିଡ଼ା ହୋଇଥିଲେ। ବ୍ୟକ୍ତି ଜଣକ କହିଥିଲେ କି ସେମାନେ ଛିଡ଼ା ହୋଇଥିବା ସମୟରେ ପଛ ପଟୁ ଟ୍ରକ୍ ଆସି ପିଟି ଦେଇଥିଲା। ଆଉ ତାଙ୍କର ସ୍ତ୍ରୀ କୁ ଘୋଷାଡି ନେଇ ଯାଇଥିଲା।
ବ୍ୟକ୍ତି ଜଣକ କହିଥିଲେ କି ତାଙ୍କ ଝିଅ ଯେତେବେଳେ ମାଆ କୁ ବଞ୍ଚାଇବା ପାଇଁ ଦୌଡି ଯାଇଥିଲା ସେତେବେଳେ ସେ ଟ୍ରକ୍ ଦୁର୍ଘଟଣାରେ ନିଜର ହାତ ଓ ଗୋଡ଼ କୁ ହରାଇ ବସିଥିଲା। ଏହା ଖୁବ ଭୟାନକ ଦୃଶ୍ୟ ଥିଲା।
Special report
ଏହି ଘଟଣା ସମ୍ପର୍କରେ କହିବା ସମୟରେ ବ୍ୟକ୍ତି ଜଣକ ଏଭଳି କାନ୍ଦୁଥିଲେ ଯେ ସେ ଆଉ କଥା ହିଁ କହି ପାରୁ ନଥିଲେ। ବ୍ୟକ୍ତି ଜଣକ ବାମ ପଟରେ ଛିଡ଼ା ହୋଇଥିବା କାରଣରୁ ସେ ଆଉ ଦୌଡି ଯାଇ ପାରିଲେ ନାହିଁ।
ଯେହେତୁ ତାଙ୍କର ସ୍ତ୍ରୀ ଓ ପିଲାମାନେ ପଛରେ ଛିଡ଼ା ହୋଇଥିଲେ ତାଙ୍କୁ ଟ୍ରକ୍ ଟାଣି ନେଇ ଚାଲି ଯାଇଥିଲା। ଏଭଳି ମର୍ମନ୍ତୁତ ଦୁର୍ଘଟଣା ଏବେ ସମସ୍ତଙ୍କୁ ସଂପୂର୍ଣ୍ଣ ଭାବରେ ଚକିତ କରି ଦେଇଛି।
ସେଠାରେ ଉପସ୍ଥିତ ଥିବା ଲୋକ ମାନେ ମଧ୍ଯ ଏହି ଦୁର୍ଘଟଣା ଦେଖି ଅବାକ୍ ହୋଇ ଯାଇଥିଲେ। ଦୁର୍ଘଟଣାରେ ମହିଳା ଜଣକ ମୃ-ତ୍ୟୁ ହୋଇଥିବା ବେଳେ ନିଜ ମାଆ କୁ ବଞ୍ଚାଇବାକୁ ଯାଇ ଝିଅ ନିଜ ହାତ ଗୋଡ ହରାଇ ମେଡିକାଲ ରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛି।
ଏହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ତେବେ ଏହି ଘଟଣା ସଂପର୍କରେ ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.