Movie prime

ସାମାନ୍ୟ ବାଇକ୍ ଚାବି ପାଇଁ ମାକୁ ମାରିଦେଲା ପୁଅର ସାଙ୍ଗ ଦେଖନ୍ତୁ ଘଟିଗଲା କେତେବଡ଼ ଅଘଟଣ - Exclusive

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣମାନେ ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ ବହୁ ପ୍ରକାରର ଘଟଣା ଘଟୁଥିବାରୁ ଦେଖୁଥିବେ। କିଛି କିଛି ଭିଡିଓ ଲୋକମାନଙ୍କୁ ବହୁତ ଭଲ ଲାଗିଥାଏ।ଏବଂ ଆଉ କିଛି କିଛି ଲୋକମାନଙ୍କୁ ଆଶ୍ଚର୍ଯ୍ୟ ଲଗିବା ସହିତ ସେହି ଭିଡିଓ କୁ ବହୁତ ନିନ୍ଦା ମଧ୍ୟ କରିଥାନ୍ତି।
Special Report
ଲୋକମାନେ ଏମିତି ନି-ନ୍ଦ-ନୀ-ୟ କାମ କରୁଛନ୍ତି ଯାହା ଏହି ସମାଜ ଉପରେ ଖରାପ ପ୍ରଭାବ ପକାଉଛି। ଦୁନିଆରେ ଏଭଳି ଘଟଣା ବହୁତ ପରିମାଣରେ ଘଟି ସମାଜକୁ କଳୁଷିତ କରୁଛନ୍ତି। 
ତେବେ ବନ୍ଧୁଗଣ ବର୍ତ୍ତମାନ ସେହି ଭଳି ଏକ ଘଟଣା ସାମ୍ନାକୁ ଆସିଛି। ଯାହାକି ବନ୍ଧୁଗଣ ବାଇକ ଚାବି ନ ଦେବାରୁ ପଡୋଶୀଙ୍କ ମାଆଙ୍କୁ ଠେଲି ହ-ତ୍ୟା କଲା ଯୁବକ।
Special Report
କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ସୋରିଷଦା ଗାଁରୁ ଆସିଛି ଏଭଳି ଅଭିଯୋଗ। ମୃ-ତ-କ ହେଲେ ସନ୍ଧ୍ୟାରାଣୀ ଶର୍ମା। ପ୍ରଥମେ ମୋଟର ସାଇକେଲ ନଦେବାରୁ ଦୁହିଁଙ୍କ ମଧ୍ୟରେ ହୋଇଥିଲା ବଚସା। ଦୁଇ ଜଣଙ୍କ ମଧ୍ୟରେ ମାଆ ପଡିଗଲେ ବଳି। 
ଆଉ ପୁଅ ଆଗରେ ମାଆ ର ଗଲା ଜୀବନ। ତେବେ ବନ୍ଧୁଗଣ ସୂଚନା ଅନୁସାରେ ଗାଁର ତାପସ ଶର୍ମାଙ୍କୁ ତାଙ୍କ ପଡୋଶୀ ସୁଧୀର ଶର୍ମା ଗାଡି ଚାବି ମାଗିଥିଲେ। ତାପସ ଗାଡି ଚାବି ନ ଦେବାରୁ ସୁଧୀର ତାଙ୍କୁ ଗାଳିଗୁଳଜ କରିବା ସହ ତାପସଙ୍କ ହାତକୁ ଧରି ଘର ବାହାରକୁ ଘୋଷାଡି ଆଣିଥିଲା।
Special Report
ଏହା ଦେଖୁ ତାଙ୍କ ମାଆ ସନ୍ଧ୍ୟାରାଣୀ ଏହାର ପ୍ରତିବାଦ କରିବାରୁ ସୁଧୀର ତାଙ୍କୁ ଜୋରସେ ଠେଲି ଦେଇଥିଲେ। ଫଳରେ ସେ ଏକ ନଡ଼ିଆ ଗଛରେ ପିଟି ହୋଇ ପକ୍କା ରାସ୍ତାରେ ପଡିଯାଇଥିଲେ। 
ଯାହାଦ୍ଵାରା ସନ୍ଧ୍ୟାରାଣିଙ୍କ ମୁଣ୍ଡ ଫାଟି ଯିବା ସହ ପ୍ରବଳ ରକ୍ତ ବାହାରି ଥିଲା। ତେବେ ସଙ୍ଗେ ସଙ୍ଗେ ପରିବାର ଲୋକେ ତାଙ୍କୁ ପଟାମୁଣ୍ଡାଇ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃ-ତ ଘୋଷଣା କରିଥିଲେ।
ଏନେଇ ସଂଧ୍ୟାରାଣୀଙ୍କ ପୁଅ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ହ-ତ୍ୟା ମାମଲା ରୁଜୁ କରିବା ସହ ଅ-ଭି-ଯୁ-କ୍ତ ସୁଧୀରକୁ ଗିରଫ କରିଛି। ଏନେଇ ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ ।