Movie prime

ମୋ ଝିଅ କୁ ଆଜି ଯାଏଁ ସେ ରଖି ଦୁଷ୍କର୍ମ କରୁଛି , କଣ କରିବି ସରକାର ମତେ ଆଉ ମୋ ଝିଅ କୁ ନ୍ୟାୟ ଦରକାର୍..

 
Special report
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଜାଣି ଥିବେ ସମାଜ ରେ ଗୁରୁ ଙ୍କ ସ୍ଥାନ ବହୁ ଉଚ୍ଚ ରେ।ଗୁରୁ ହିଁ ଆମ କୁ ଭଲ ରାସ୍ତା ଦେଖାଇ ଥାଆନ୍ତି।ହେଲେ ବର୍ତ୍ତମାନ ସମୟ ରେ ଗୁରୁ ମାନେ ହିଁ କରୁଛନ୍ତି ଖରାପ କାମ।
Special report
୧୫ ବର୍ଷୀୟ ନାବାଳିକା ଝିଅ ସହ ପ୍ରେମ ସଂପର୍କ ରଖିଥିଲେ ଟ୍ୟୁସନ୍ ମାଷ୍ଟର।ପରିବାର ଲୋକେ ଜାଣିବା ପରେ ନାବାଳିକା ଝିଅ କୁ କେଉଁ ଆଡ଼େ ନେଇ ଚାଲି ଯାଇଛନ୍ତି।ଏହାକୁ ନେଇ ଥାନା ରେ ଅଭିଯୋଗ କରିଛନ୍ତି ଝିଅ ର ମା ବାପା।ହେଲେ ଥାନା ବାବୁ ମାନେ ଶୁଣୁ ନାହାନ୍ତି।
ସୂଚନା ଅନୁସାରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଢେଙ୍କା ଗ୍ରାମ ରେ।ଏଠାରେ ଦଶମ ଶ୍ରେଣୀ ରେ ପାଠ ପଢୁଥିଲେ ଝୁନୁ।ତାକୁ ପାଠ ପଢ଼ାଇବା ପାଇଁ ତାର ବାପା ମା ଗୋଟିଏ ଭଲ ଟ୍ୟୁସନ୍ ସାର ଯୋଗାଡ କରି ଦେଇଥିଲେ।
ସେ ଝିଅ ଟି ପ୍ରତିଦିନ ପାଠ ପଢ଼ିବା ପାଇଁ ଯାଉ ଥିଲା।ହେଲେ କିଏ ଜାଣି ଥିଲା ସେହି ସାର ଜଣକ ନିଜ ପ୍ରେମ ରେ ତାକୁ ଫସାଇ ଦେବେ।କିଛି ଦିନ ପାଠ ପଢ଼ିବା ପରେ ଝିଅ ଟି ସାର ଙ୍କ ପ୍ରେମ ରେ ପଡ଼ି ଯାଇଥିଲା।
Special report
ଏହା ପରେ ଗୋଟିଏ ମାସ ହେଲାଣି ଝିଅ ଟି ନିଜ ସାର ଙ୍କ ସହିତ କେଉଁ ଆଡେ ଚାଲି ଯାଇଛି।ଝିଅ ର ପରିବାର ଲୋକେ ବହୁତ ଖୋଜା ଖୋଜି କଲା ପରେ ବି ଝିଅ ଟି ମିଳି ନାହିଁ।ଏହା ପରେ ସେମାନେ ନିକଟସ୍ଥ ଥାନା ରେ ଅଭିଯୋଗ କରିଥିଲେ।
ଅଭିଯୋଗ କରିବା ପରେ ମଧ୍ୟ ଥାନା ବାବୁ ମାନେ କୌଣସି ପଦକ୍ଷେପ ନେଇ ନ ଥିଲେ।ଅନେକ ଥର ଝିଅ ର ପରିବାର ଲୋକେ ଥାନା କୁ ଦଉଡ଼ି ଛନ୍ତି।ହେଲେ କିଛି ବି ଲାଭ ମିଳି ନାହିଁ।
ଥାନା ବାବୁ ମାନେ କହୁଛନ୍ତି ଝିଅ ର ଫୋନ୍ ବନ୍ଦ ଅଛି ଆମେ ଟ୍ରାପ କରି ପାରୁ ନାହୁ।ଏହା ପରେ ଝିଅ ର ମା ଓ ଭାଇ ଜିଲ୍ଲାପାଳ ଙ୍କ ଅଫିସ ସମ୍ମୁଖ ରେ ପହଞ୍ଚି ନିଜ ଅଭିଯୋଗ ଦର୍ଶାଇ ଛନ୍ତି। ଏବଂ ନିଜ ଝିଅ କୁ ଖୋଜି ଦେବା ପାଇଁ ସେ ଗୁହାରି କରିଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.