Movie prime

ମା ପ୍ରତି ଜନ୍ମକଲା ପୁଅ ବୋହୁଙ୍କ ଅ-ତ୍ୟା-ଚା-ର କାନ୍ଦି କାନ୍ଦି ମୁଁହ ଖୋଲି ସବୁ କହିଲା ମା ଦୃଶ୍ୟ ଦେଖିଲେ କାନ୍ଦି ପକାଇବେ ଆପଣ

 
Special report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ପରିଣତ ବୟସରେ ପୁଅ ପାଇଁ ସତେ ଯେମିତି ବୋଝ ହୋଇଯାଆନ୍ତି ବାପ ମାଆ। ପୁଅକୁ ମଣିଷ ପରି ମଣିଷ ଟିଏ କରି ଗଢି ତୋଳିବା ପାଇଁ ମୁଣ୍ଡ ଝାଳ ତୁଣ୍ଡରେ ମାରି ନିଜର ସବୁ ଦୁଃଖକୁ ସୁଖ ଭାବି ହସି ହସି ସହି ଯାଉଥିବା ପିତା ମାତା ଶେଷରେ ପୁଅ ପାଇଁ ହୋଇଯାଆନ୍ତି ଅଲୋଡ଼ା।
ମା’ର ମମତାର ମୂଲ ବୁଝିପାରିଲାନି ପୁଅ। ପତ୍ନୀ ସହ ମିଶି ବୃଦ୍ଧା ମା’କୁ ଠେଙ୍ଗାରେ ପିଟିଲା। ବନ୍ଧୁଗଣ ବର୍ତ୍ତମାନ ଏକ ଖବର ସାମ୍ନାକୁ ଆସିଛି ଯାହାକି ୬୦ ବର୍ଷର ବୃଦ୍ଧା ମାଆଙ୍କୁ ସବୁବେଳେ ମାଡ କରୁଛି ଜନ୍ମ କଲା ପୁଅ। 
ଦଶମାସ ଦଶ ଦିନ ଗର୍ଭରେ ରଖି ଜନ୍ମ ଦେଇଥିଲେ ମାଆ, ହେଲେ ପୁଅ ଆଜି ଦିନରାତି ମାରୁଛି ଜନ୍ମ କଲା ମାଙ୍କୁ। ବୃଦ୍ଧା ମାଆର ଚୁଟିକୁ ବୋହୂ ଘୋସାଡୁଛି ଆଉ ପୁଅ ମାଆକୁ ଠେଙ୍ଗାରେ ପିଟି ଚାଲୁଛି।
ତେବେ ବନ୍ଧୁଗଣ ଏହି ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ଥାନା ଚିତଲପୁର ଗାଁରେ। ବନ୍ଧୁଗଣ ପୁଅର ମାଡ଼ରେ ମାଆର ଗୋଡ଼ ଫାଟି ର-କ୍ତ ଗେଟା ହୋଇଯାଇଛି। କଷ୍ଟ ସହି ନପାରି ମାଆ ଜଣକ ତଳେ ବସି ଲୁହ ଗଡାଉଛନ୍ତି। 
ପୁଅର ମାଡ଼ରେ କଷ୍ଟ ବହୁତ୍ ହେଉଥିବାରୁ ଭଲରେ ଚାଲିପାରୁନାହିଁ ମାଆ। ଯେଉଁ ପୁଅ ମାଆକୁ ଖଟରେ ବସାଇ ଖାଇବାକୁ ଦେବା କଥା ସେହି ପୁଅ ଆଜି ମାଆକୁ ଠେଙ୍ଗାରେ ମାରୁଛି।
ଦିନେ କି ଦୁଇ ଦିନ ନୁହେଁ ପ୍ରତିଦିନ ଘରେ କେହି ନଥିଲାବେଳେ ସମସ୍ତଙ୍କ ସାମ୍ନାରେ ମାଆକୁ ପିଠି ଚାଲନ୍ତି ସ୍ଵାମୀ ଏବଂ ସ୍ତ୍ରୀ। ଯାହାକୁ ନେଇ ମଝିଆଁ ପୁଅ ରାଜେଶ୍ ପତ୍ରଙ୍କ ନାମରେ ଗନ୍ଦିଆ ଥାନା ଏତଲା ଦେଇଛନ୍ତି ମାଆ ଶାନ୍ତିଲତା ପାତ୍ର ଏବଂ ବାପା ବିଦ୍ୟାଧର ପାତ୍ର। 
ତେବେ ବନ୍ଧୁଗଣ ଯେଉଁ ପୁଅକୁ ପାଇବା ପାଇଁ ମାଆ ଦିନେ ଭଗବାନଙ୍କ ନିକଟରେ ଗୁହାରି କରିଥିଲା, କିନ୍ତୁ ଆଜି ସେହି ପୁଅ ମାଡ଼ରୁ ରକ୍ଷା ପାଇବା ପାଇଁ ମାଆ ଆଜି ଥାନାର ଦ୍ୱାରସ୍ଥ ହୋଇଛି।
ମାଆ ଭଳି ପବିତ୍ର ସଂପର୍କରେ ପିଶାଚ ହୋଇ ନୃଶଂସ ଭାବରେ ନି-ର୍ଯା-ତ-ନା ଦେଇଥିବା ପୁଅ ପ୍ରତି ଦୃଷ୍ଠାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନେବାକୁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି। ତେବେ ବନ୍ଧୁଗଣ ଏହି ଘଟଣାଟି ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.