Movie prime

ମାଛ ବଦଳ ରେ ଯୁବତୀ ଙ୍କ ସହ କରିଦେଲେ ଖରାପ କାମ, ତାପରେ ଯାହା ହେଲା ....

 
Special Report
ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି।ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।ଆଫ୍ରିକୀୟ ଦେଶ ମଲାୱିରେ ମାଛ ବଦଳରେ ଶା-ରୀ-ରି-କ ସଂପର୍କ ରଖିବା ପାଇଁ ଦାବି କରୁଛନ୍ତି।
ମତ୍ସ୍ୟଜୀବୀମାନେ ମାଛ ବଦଳରେ ଗରିବ ମହିଳା ମାନଙ୍କୁ ଯୌ-ନ ନିର୍ଯାତନା ଦେଉଛନ୍ତି।ମାଛ ବିକ୍ରି କରୁଥିବା ମହିଳାମାନେ ମତ୍ସ୍ୟଜୀବୀଙ୍କ ଆଗରେ ମୁଣ୍ଡ ନୁଆଇଁବା ପାଇଁ ପଡ଼ୁଛି। 
କିନ୍ତୁ ଏତେ ସବୁ ହେବାପରେ ବର୍ତ୍ତମାନ ମହିଳାମାନେ ଏଥିପାଇଁ ଏକଜୁଟ ହୋଇଛନ୍ତି।ଆଉ ବିରୋଧ କରିଛନ୍ତି।ତିନିଜଣଙ୍କର ବିଧବା ମା ’କ୍ୟାଥରିନ୍ ଲଗାତାର ତିନି ଦିନ ମଲାୱି ହ୍ରଦ କୂଳରେ ଥିବା ଲୁଭୁଚିରେ ଥିବା ଏକ ମତ୍ସ୍ୟ ଶିବିରକୁ ମାଛ କିଣିବାକୁ ଯାଇଥିଲେ।
Special Report
କିନ୍ତୁ ତିନି ଦିନରେ ତାଙ୍କୁ ଖାଲି ହାତରେ ଫେରିବାକୁ ପଡିଲା। କାରଣ ସେ ମାଛ ବଦଳରେ ମତ୍ସ୍ୟଜୀବୀଙ୍କୁ ଶା-ରୀ-ରି-କ ସଂପର୍କ ରଖିବାପାଇଁ ମନା କରିଦେଇଥିଲେ।
୨୦୧୮ ରେ ଏହି ଘଟଣାକୁ ମନେ ପକାଇ କ୍ୟାଥରିନ୍ କୁହନ୍ତି, 'ମୁଁ ତାଙ୍କୁ ତିନି ଦିନ ପାଇଁ ମନା କରିଥିଲି କିନ୍ତୁ ତା’ପରେ ମୋ ଜୀବନ ଏବଂ ମୋ ପିଲାମାନଙ୍କ ଜୀବନ କଷ୍ଟସାଧ୍ୟ ହୋଇପଡିଥିଲା।
Special Report
ମାଛ ବିକ୍ରି କରିବାର ମୋର ବହୁତ ଆବଶ୍ୟକତା ଥିଲା କାରଣ ଏହା ମୋର ଏକମାତ୍ର ରୋଜଗାରର ଉତ୍ସ ଥିଲା।ବର୍ତମାନ କ୍ୟାଥରିନ୍ ଙ୍କୁ ୪୪ ବର୍ଷ ବୟସ ହୋଇଗଲାଣି।ସେ ଅଲ ଜଜିରାଙ୍କୁ କହିଥିଲେ, 'ଚତୁର୍ଥ ଦିନରେ ମୁଁ ସମୁଦ୍ର କୂଳକୁ ଫେରିଗଲି। 
ଏଥର ଯେତେବେଳେ ସେ ମତ୍ସ୍ୟଜୀବୀମାନଙ୍କ ପାଖକୁ ଗଲେ ସେମାନଙ୍କୁ ମନା କରିପାରିଲେ ନାହିଁ।ମଲାୱି ସରକାରଙ୍କ ୨୦୨୧ ରେ ଆର୍ଥିକ ରିପୋର୍ଟ ଅନୁଯାୟୀ, ମାଛ ଧରିବା ଏବଂ ବିକ୍ରୟ କରିବା ଦେଶରେ ୫୦ ହଜାର ରୁ ଅଧିକ ଲୋକଙ୍କୁ ନିୟୋଜିତ କରିଥାଏ
Special Report
 ଏବଂ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) ରେ ଚାରି ପ୍ରତିଶତ ଯୋଗଦାନ ଦେଇଥାଏ।ବିଶେଷଜ୍ଞମାନେ କହିଛନ୍ତି ଯେ ନିକଟ ଅତୀତରେ ଅତ୍ୟଧିକ ମାଛ ଧରିବା ଏବଂ ଜଳବାୟୁ ପରିବର୍ତ୍ତନ ହେତୁ ମାଛ ସଂଖ୍ୟା ଯଥେଷ୍ଟ ହ୍ରାସ ପାଇଛି।