Movie prime

ମେସିନରେ ଚୁଡ଼ା ପେସୁ ପେସୁ ହେଲା ଏତେ ବଡ଼ ଅଘଟଣ ଦେଖନ୍ତୁ କଣ ହେଇଗଲା ଚାହୁଁ ଚାହୁଁ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
Special report
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। 
ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ବର୍ତମାନ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି।
Special report
ଯାହାକି ଚୁଡ଼ା କଳ ପାଲଟିଛି ମୃ-ତ୍ୟୁର କାରଣ। ଚୁଡ଼ା ପେଶିବାକୁ ଯାଇ ସବୁଦିନ ପାଇଁ ଚାଲିଯାଇଛନ୍ତି ଆରପାରିକୁ। ଚୁଡ଼ା କଳ ଆଜି ଜଣେ ମହିଳାଙ୍କ ଜୀବନ ନେଇଯାଇଛି।
ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲା ସିନାପାଲ୍ଲୀ ଥାନା ଟିମନପୁର ଗ୍ରାମରେ। ମୃତ ମହିଳାଙ୍କ ନାଁ ହେଉଛି ତୁଲସୀ। ସ୍ୱାମୀ କହିବା ମୁତାବିକ ଉଭୟ ସ୍ୱାମୀ ସ୍ତ୍ରୀ ରବିବାର ଦିନ ମିଲକୁ ଆସିଥିଲେ ଚୁଡ଼ା ପେଶିବାକୁ ।
Special report
ହେଲେ ଅଧାରୁ ଘରେ କାମ ଥିବାରୁ ସ୍ୱାମୀ ଜଣକ ଚାଲିଯାଇଥିଲେ । ଯାହାପରେ ସ୍ତ୍ରୀ ତୁଲସୀ ଚୁଡା ପେଶୁଥିବା ସମୟରେ ମେସିନରେ ପସି ଯାଇଥିଲେ ।
ଯାହାଫଳରେ ଫଳରେ ତୁଲସାଙ୍କର ଜୀବନ ଚାଲିଯାଇଛି। ଏମିତି ଘଟଣା ଶୁଣିବା ପରେ ସ୍ୱାମୀ ଜଣକ ଚୁଡ଼ା ମିଲକୁ ଦଉଡ଼ି ଆସିଥିଲେ। ହେଲେ ସେତେବେଳକୁ ତାଙ୍କ ସ୍ତ୍ରୀଙ୍କର ଜୀବନ ଚାଲିଯାଇଥିଲା।
ତେବେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃ-ତ-ଦେ-ହକୁ ଉଦ୍ଧାର କରିବା ସହିତ ତଦନ୍ତ ଆରମ୍ଭ କରିଛି। ସେପଟେ କ୍ଷତିପୁରଣ ପାଇଁ ତୁଲସୀଙ୍କ ପରିବାର ଲୋକେ ଦାବୀ କରିଛନ୍ତି।