Movie prime

ହେ ପ୍ରଭୁ ଝିଅ ଙ୍କ ପାଇଁ କିଏ ଏତେ ପାଗଳ ! ଏକା ବେଳକେ ଉଠେଇ ନେଇଗଲା ୪ ଜଣ କଲେଜ୍ ଝିଅ ଙ୍କୁ....

 
Special report
ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି।ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।ଆପଣମାନେ ସୋସିଆଲ ମିଡ଼ିଆ ରେ ଅନେକ ପ୍ରକାରର ଘଟଣା ଘଟୁଥିବାର ଦେଖୁଥିବେ।
Special report
କିନ୍ତୁ ବର୍ତ୍ତମାନ ଯେଉଁ ଘଟଣା ଘଟିଛି ତାହା ସମସ୍ତଙ୍କୁ ଚକିତ କରି ଦେଇଛି।ଚାରି ଜଣ ଯୁବତୀ ଏକା ସହିତ ଘରୁ ବାହାରି ଥିଲେ।ହେଲେ କଲେଜ ଯିବେ କହି ଚାରି ଜଣ ସାଙ୍ଗ କଲେଜ ରେ ପହଞ୍ଚି ନଥିଲେ।
ପ୍ରତ୍ୟେକ ଦିନ ଗୋଟିଏ ବଶ ରେ ଯାଉଥିବା ବେଳେ ହଠାତ୍ କେଉଁଆଡ଼େ ଚାଲି ଯାଇଥିଲେ।ଏପଟେ ପରିବାର ଲୋକେ ଚାହିଁ ବସିଥିବା ବେଳେ ସେପଟେ ଯୁବତୀ ମାନେ ଗାଏବ ହୋଇ ଯାଇଛନ୍ତି।ବର୍ତମାନ ପରିବାର ଲୋକମାନେ କାନ୍ଦୁଛନ୍ତି।
ଯୁବତୀ ମାନେ କାହିଁକି ଆଉ କେଉଁ ଆଡେ ଗଲେ ତାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି। ପରିବାର ଲୋକମାନେ ଭୟଭୀତ ହୋଇ ପଡିଛନ୍ତି।ପ୍ରତିଦିନ କଲେଜ କୁ ଯୁବତୀ ମାନେ ବଶ ରେ ଯାଉଥିଲେ।
Special report
ସେହି ବଶ ଟି ସେଦିନ ଯାଇ ପୁଣିଥରେ ଫେରି ଆସିଥିଲା।ହେଲେ ସେ ଚାରି ଜଣ ଯୁବତୀ ଆଉ ଘର କୁ ଫେରି ନଥିଲେ।ଅନେକ ଖୋଜାଖୋଜି କରିଥିଲେ।ଚାରି ଜଣ ଯୁବତୀ ଙ୍କ ପରିବାର ଲୋକେ ଥାନାରେ ଯାଇ ଅଭିଯୋଗ କରିଥିଲେ।
ପୋଲିସ ସୂଚନା ପାଇବା ପରେ ବଶ ଠାରୁ ଆରମ୍ଭ କରି କଲେଜ ରେ ମଧ୍ୟ ଛାନଭିନ ଆରମ୍ଭ କରିଥିବା ବେଳେ ସାଙ୍ଗସାଥୀ ମାନଙ୍କୁ ପଚରାଉଚରା କରିଥିଲେ। କେହି ବି ସେମାନଙ୍କ ବିଷୟରେ କିଛି କହି ପାରି ନଥିଲେ।
ହେଲେ ଗୋଟେ ଦିନ ପରେ ଚାରି ଜଣ ଯୁବତୀ ଙ୍କ ମଧ୍ୟରୁ ଜଣେ ଯୁବତୀ ମେସେଜ କରିଥିଲେ।ଏହାପରେ ପୋଲିସ ସେହି ନମ୍ବର କୁ ଟ୍ରାକ କରି ନିଖୋଜ ହୋଇ ଯାଇଥିବା ଚାରି ଜଣ ଯୁବତୀ ଙ୍କୁ ଖୋଜିବାରେ ସକ୍ଷମ ହୋଇଥିଲା ମୁମ୍ବାଇ ପୋଲିସ।
କଲେଜ ସରିବା ପରେ ପରିବାର ଲୋକଙ୍କୁ ହାୟର ଷ୍ଟଡି ପାଇଁ କହିଥିଲେ।ହେଲେ ପରିବାର ଲୋକେ ରାଜି ନ ହେବାରୁ ସମସ୍ତେ ମିଶି ବାହାରକୁ ଯାଇଥିଲେ।ଚାରି ବର୍ଷ ପରେ ପାଠ ପଢା ସାରି ଘରକୁ ଫେରିଥାନ୍ତେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.