Movie prime

ମଦ ନିଶା ରେ ବାପା କଲା ଝିଅ ର ବଳାତ୍କାର।ହେଲେ ଝିଅ ଶେଷରେ ଯାହା କଲା, ପାଦ ତଳୁ ମାଟି ଖସିଯିବ!

 
Special report
ନମସ୍କାର ପାଠକ ବନ୍ଧୁ।ଆସିଲା ବଡ ଖବର ନବମ ଶ୍ରେଣୀ ଝିଅ କୁ ବ-ଳା-ତ୍କା-ର କଲା ତାହାର ନିଜ ବାପା।ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁ ଥିଲେ ମଧ୍ୟ ଏ କଥା ସତ।ବାପା ମା ନିଜ ପିଲା ର ଭବିଷ୍ୟତ କୁ ସୁନ୍ଦର ରୂପେ ଗଢି ତୋଳିବା ପାଇଁ ସବୁବେଳେ ଚେଷ୍ଟା କରି ଥାଆନ୍ତି।
Special report
ହେଲେ ଆଜି ଆମେ ଏପରି ଜଣେ ବାପା ଙ୍କ ବିଷୟ ରେ କହିବାକୁ ଯାଉଛୁ।ଯିଏ କି ନିଜ ଝିଅ ସହିତ ଖରାପ କାମ କରିବାକୁ ଟିକେ ହେଲେ ବି କୁଣ୍ଠାବୋଧ କଲା ନାହି।
ଏଭଳି ଘଟଣା ଦେଖିବାକୁ ମିଳିଛି ଶିମିଲି ପଞ୍ଚାୟତ ର ମାଟିଆପଡା ଗାଁ ରେ।ଶେଷ ରେ ଝିଅ ଟି ନିଜ କଷ୍ଟ କୁ ଦୂରେଇ ବାକୁ ଯାଇ ଆ-ତ୍ମ-ହ-ତ୍ୟା କରିଛି।
ସୂଚନା ଅନୁସାରେ ଝିଅ ଟି ଉପରେ ତାର ବାପା ର ଖରାପ ନଜର ରହି ଥିଲା।ଝିଅ ଟି କୁ ତା ବାପା ମଳୟ ସବୁଦିନ ମଦ ପିଇ ବ-ଳ-ତ୍କା-ର କରୁ ଥିଲା।ଏ କଥା ଝିଅ ଟି ଆସି ତାର ମା କୁ କହି ଥିଲା।ମା ଏହାକୁ ନେଇ ବାପା ଙ୍କୁ ତାଗିଦ୍ କରି ଥିଲା।ହେଲେ ଏଥିରେ କିଛି ବି ସୁଫଳ ମିଳି ନ ଥିଲା।
Special report
ଝିଅ ଟି ର ମା ସମାଜ କୁ ଭୟ କରି ଏହି କଥା କୁ ସମସ୍ତଙ୍କ ଠାରୁ ଲୁଚେଇ ରଖି ଥିଲା।ଘଟଣା ଦିନ ସକାଳୁ ତାର ବାପା ଝିଅ ଟି ସହିତ ଜୋର୍ ଜବରଦସ୍ତି କରି ଥିଲା।ତାକୁ ବ-ଳ-ତ୍କା-ର କରି ଥିଲା।ଏହାକୁ ସହି ପାରି ନ ଥିଲା ଝିଅ ଟି।ସେ ସଙ୍ଗେ ସଙ୍ଗେ ଗୋଟିଏ ଘର ଭିତରେ ପଶି ବେକ ରେ ଦଉଡ଼ି ଦେଇ ଥିଲା।
ଏ ନେଇ ତାର ମା ଖବର ପାଇବା ପରେ ତାଙ୍କୁ ନେଇ ନିକଟସ୍ଥ ମେଡିକାଲ ରେ ଭର୍ତ୍ତି କରି ଥିଲେ।ଏହା ପରେ ଡାକ୍ତର ସେଠାରେ ଝିଅ ଟି କୁ ମୃ-ତ ବୋଲି ଘୋଷଣା କରି ଥିଲେ।କଥା ଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁ ଥାଇ ପାରେ।
Special report
ହେଲେ ଏହା ସମ୍ପୂର୍ଣ୍ଣ ସତ।ଏହା ପରେ ଝିଅ ର ଏଭଳି ମୃତ୍ୟୁ ପାଇଁ ତାର ମା କୋଣାର୍କ ଥାନା ରେ ଅଭିଯୋଗ କରି ଥିଲେ।ଏହି ଅଭିଯୋଗ କୁ ଭିତ୍ତି କରି ପୋଲିସ ଘଟଣା ର ତଦନ୍ତ ଆରମ୍ଭ କରିଛି।ତାର ବାପା ମଳୟ କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ଏ ବିଷୟ ରେ ତାର ମା କୁ ପଚରା ଯିବାରୁ ସେ କହି ଥିଲେ କି ମୁଁ ମୋ ଝିଅ କୁ ଭଲ ମଣିଷ କରି ଗଢି ତୋଳିବା ପାଇଁ ଇଚ୍ଛା କରି ଥିଲି।ହେଲେ ମୋର ସବୁ ସ୍ବପ୍ନ ଯେପରି ସ୍ବପ୍ନ ରେ ରହି ଗଲା।
ତା ପାଇଁ ତାର ବାପା ହିଁ ରାକ୍ଷସ ସାଜି ଯାଇ ଥିଲା।ତା ବାପ ଙ୍କୁ କଠିନ ରୁ କଠିନ ଦଣ୍ଡ ଦିଆ ଯାଉ।ଫାଶୀ ଖୁଣ୍ଟ ରେ ଝୁଲାଇ ଦିଆ ଯାଉ।ଏହି ଘଟଣା ଟି ଏବେ ସେ ଅଞ୍ଚଳ ରେ ଚର୍ଚ୍ଚା ର ବିଷୟ ପାଲଟିଛି।

Around The Web