Movie prime

ମାଡ଼ି ଆସିଲାଣି ବାତ୍ୟା , ଘୋ ଘୋ ଶଦ୍ଦ ରେ ଥରିଲାଣି ଓଡ଼ିଶା ଆଉ ମାତ୍ର ଅଳ୍ପ ସମୟ ରେ ହେବ ବର୍ଷା

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ୍ ସମୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଓଡ଼ିଶାର ଯାହା ଏବେ ତାପମାତ୍ରା ଅଛି ତାହା ଏବେ ଧୀରେ ଧୀରେ ଖସିବାକୁ ଲାଗିଛି।
Special report
ସବୁଠାରୁ କମ୍ ତାପମାତ୍ରା ଫୁଲବାଣୀ ଠାରେ ଅଛି ସେଠାରେ ୧୪° ସେଲସିୟସ ସର୍ବନିମ୍ନ ତାପମାତ୍ରା ରହିଛି। ନବରଙ୍ଗପୁର ରେ ସେଲସିୟସ ବହୁ ମାତ୍ରାରେ କମିଛି। ଭୁବନେଶ୍ୱର ଓ କଟକ ରେ ଖୁବ କମ୍ ତାପମାତ୍ରା କମିଛି।
୧୫ ତାରିଖରେ କଟକ, ଜଗତସିଂହପୁର, ରାୟଗଡ଼ା ଜିଲା ର କିଛି କିଛି ସ୍ଥାନ ମାନଙ୍କରେ ମଧ୍ୟମ ଧରଣରୁ ହାଲୁକା ବର୍ଷା ହେବାରୁ ସମ୍ଭାବନା ରହିଛି। ବାଲେଶ୍ଵର ଓ ଭଦ୍ରକ ଏହି ସ୍ଥାନରେ ମଧ୍ୟ ହାଲୁକା ରୁ ମଧ୍ୟମ ଧାରଣ ବର୍ଷା ହେବାର ସମ୍ଭାବନା ରହିଛି।
Special report
୧୬ ତାରିଖରେ ମଧ୍ୟ କେତକ ସ୍ଥାନରେ ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ କିଛି କିଛି ସ୍ଥାନରେ ଓ ଅନୁଗୁଳ, କନ୍ଧମାଳ, କଳାହାଣ୍ଡି ରାଉରକେଲା ଏଠାରେ ମଧ୍ୟ କିଛି ସ୍ଥାନରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି।
୧୭ ତାରିଖରେ ମଧ୍ୟରେ ମୟୂରଭଞ୍ଜ, ଅନୁଗୁଳ,କେନ୍ଦ୍ରାପଡ଼ା , ବୌଦ୍ଧ, ଖୋର୍ଦ୍ଧା , ପୁରୀ ଏଭଳି କିଛି ସ୍ଥାନ ମାନଙ୍କରେ ହଲୁକାରୁ ମାଧ୍ୟମ ଧରଣର ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି।
Special report
ଏହା ସହ ଅନ୍ୟ କିଛି ସ୍ଥାନ ମାନଙ୍କରେ ମଧ୍ୟ ମଧ୍ୟମ ରୁ ହାଲୁକା ଧରଣର ବର୍ଷା ହେବାର ସମ୍ଭାବନା ରହିଛି।୧୮ ତାରିଖରେ ମଧ୍ଯ ଉତ୍ତର ପୂର୍ବ ଓଡ଼ିଶାରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ମଧ୍ୟ ରହିଛି ବୋଲି କୁହା ଯାଇଛି।
ଆଗକୁ ୪ ରୁ ୫ ଦିନ ମଧ୍ୟରେ ସର୍ବନିମ୍ନ ତାପମାତ୍ରାରେ କୌଣସି ପ୍ରକାରର ପରିବର୍ତନ ଦେଖା ଯିବ ନାହିଁ। ତେବେ ପାଣିପାଗ ବିଶେଷଜ୍ଞ ଙ୍କ ଠାରୁ ବର୍ତ୍ତମାନ ଏହା ଜଣାପଡି ଗଲା କି ଆଗକୁ ବର୍ଷା ହେବାକୁ ଯାଉଛି।
ସେଥିପାଇଁ ପାଣିପାଗ ବିଶେଷଜ୍ଞ ମଧ୍ୟ ସଚେତନ ବାର୍ତା ଜାରୀ କରିଛନ୍ତି। ଏହାକୁ ନେଇ ଓଡ଼ିଶା ବାସୀ ଏବେ ଚିନ୍ତିତ ଅଛନ୍ତି। ତେବେ ପାଣିପାଗ ବିଶେଷଜ୍ଞ ଙ୍କ ଠାରୁ ଏହି ଖବର ଶୁଣି ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଅନୁରୋଧ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.