Movie prime

ଓଡ଼ିଶା ବାସୀ ବେଳହୁଁ ସାବଧାନ , ମାଡ଼ି ଆସିଲାଣି ବାତ୍ୟା... ଘଣ୍ଟା କୁ ୧୨୦ କିମି ବେଗରେ ରେ ବହିବ ପବନ...

 
Special Report
ନମସ୍କାର ପାଠକ ବନ୍ଧୁ। ଆସିଛି ଏକ ବଡ ଖବର।ଦକ୍ଷିଣ ଆଣ୍ଡମାନ ସାଗର ରେ ସୃଷ୍ଟି ହେବାକୁ ଯାଉଚି ଏକ ବଡ ଲଘୁଚାପ।ଏହା ଗତ କାଲି ଠାରୁ ଆଣ୍ଡମାନ ସାଗର ରେ ଘନୀଭୂତ।ଓଡ଼ିଶା ଉପରେ ଏହାର କିଛି ପ୍ରଭାବ ପଡ଼ିବ କି ନାହି ତାହା ଏଯାଏଁ ଜଣା ପଡ଼ି ନାହିଁ।
Special Report
ଆସନ୍ତା ୧ ତାରିଖ ଯାଏଁ ରାଜ୍ୟରେ ପାଗ ଶୁଖିଲା ରହିବ। ଶୀତ ର ମାତ୍ରା ବଢିବ।ଏହା ଲଘୁଚାପ ରେ ପରିଣତ ହୋଇ ଅବପାତ ର ରୂପ ନେବ।ସେଥିପାଇଁ କିଛି ଅଞ୍ଚଳ ରେ କାଲି ଠାରୁ ବର୍ଷା ହେବାର ସମ୍ଭାବନା ରହିଛି।
ପଶ୍ଚିମ ଓଡ଼ିଶାର କିଛି ସ୍ଥାନ ରେ କାଲି ଠାରୁ ହାଲୁକା ରୁ ମଧ୍ୟମ ଧରଣ ର ବର୍ଷା ହେବାର ସମ୍ଭାବନା ରହିଛି।ମାଲେସିଆ ନିକଟ ରେ ସକ୍ରିୟ ରହିଛି ଲଘୁଚାପ।୨୬ ନଭେମ୍ବର ପର ଠାରୁ ପାଗ ମୁଖ୍ୟତଃ ଶୁଖିଲା ରହିବ।
ଦକ୍ଷିଣ ଆଣ୍ଡମାନ ସାଗର ର ର ପାଖା ପାଖି ଅଞ୍ଚଳ ରେ ଏହି ଲଘୁଚାପ ସୃଷ୍ଟି ହେବ।ଯାହାକି ଧୀରେ ଧୀରେ ଦକ୍ଷିଣ ବଙ୍ଗୋପସାଗର ଆଡ଼କୁ ମାଡ଼ି ଆସିବ ବୋଲି ସୂଚନା ରହିଛି।
Special Report
ଦକ୍ଷିଣ ପୂର୍ବ ବଙ୍ଗୋପସାଗର ରେ ପହଞ୍ଚି ଏହା ଆହୁରି ଘନୀଭୂତ ହୋଇ ଅବାପାତ ର ରୂପ ନେବ।ଆଜି ଠାରୁ ଲୋକ ଙ୍କୁ ସଚେତନ କରା ଯାଇଛି।ସେହି ସମୟ ମଧ୍ୟରେ ମତ୍ସଜୀବୀ ଙ୍କୁ ସମୁଦ୍ର କୁ ନ ଯିବା ପାଇଁ ପରାମର୍ଶ ଦିଆ ଯାଇଛି।
କୁହା ଯାଇଛି ଯେ ଏହାର ପ୍ରଭାବ ରେ ବାତ୍ୟା ସୃଷ୍ଟି ହେବ।ହେଲେ ଏ ଯାଏଁ ଏହା ସ୍ପଷ୍ଟ ହୋଇ ନାହିଁ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି।
ଏହା ଓଡ଼ିଶା ଉପକୂଳ ଠାରୁ ବହୁତ ଦୂର ରେ ରହିଛି।ଓଡ଼ିଶା ଉପରେ ଏହାର ବିଶେଷ କିଛି ପ୍ରଭାବ ରହିବ ନାହିଁ।କିଛି ସ୍ଥାନ ରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।
ଏକ ତାରିଖ ପର୍ଯ୍ୟନ୍ତ ରାଜ୍ୟ ରେ ପାଗ ମୁଖ୍ୟତଃ ଶୁଖିଲା ରହିବ।ରାତିର ତାପମାତ୍ରା ରେ ସେଭଳି କିଛି ପରିବର୍ତ୍ତନ ହେବ ନାହିଁ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି।