Movie prime

ଭୟାନକ ଭାବରେ ମାଡ଼ି ଆସୁଚି ବାତ୍ୟା, ବହିବ ପବନ... ସତର୍କ ରହିବାକୁ ନିର୍ଦ୍ଦେଶ

 
Special report
ନମସ୍କାର ପାଠକ ବନ୍ଧୁ। ଆସିଛି ଏକ ବଡ଼ ଖବର।ଓଡ଼ିଶା ଉପରେ ପୁଣି ପ୍ରଭାବ ପକାଇବ ବାତ୍ୟା।ଆପଣ ମାନେ ସମସ୍ତେ ଜାଣି ଥିବେ ପ୍ରତି ବର୍ଷ ଓଡ଼ିଶା କୁ ବାତ୍ୟା ଆସି ଥାଏ।ଏହା ଅନେକ ଧନ ଜୀବନ କୁ ନଷ୍ଟ କରି ଚାଲି ଯାଇଥାଏ।
Special report
କୁହା ଯାଏ ଓଡ଼ିଶା ହେଉଚି ବାତ୍ୟା ର ଘର।ପ୍ରତିବର୍ଷ ବାତ୍ୟା ନ ଆସିଲେ ବୋଧହୁଏ ବାତ୍ୟା କୁ ଭଲ ଲାଗେ ନାହିଁ।ବାତ୍ୟା ଓଡ଼ିଶା କୁ ବହୁତ ଭଲ ପାଇ ଯାଇଚି।ଏବେ ଶୁଣା ଯାଉଛି ପୁଣି ଥରେ ବାତ୍ୟା ଆସିବାକୁ ଯାଉଛି।
ସୂଚନା ଅନୁସାରେ ଭାରତୀୟ ପାଣିପାଗ ବିଭାଗ ଗତ କାଲି ସୂଚନା ଦେଇଛନ୍ତି କି କାଲି ଠାରୁ ଓଡ଼ିଶା ରେ ବର୍ଷା ର ପରିମାଣ ବଢି ଚାଲିବ।ପ୍ରବଳ ଘଡ ଘଡି ସହିତ ବର୍ଷା ଲାଗି ରହିବ।ଏହା ଫଳ ରେ ଲୋକ ଙ୍କ ଉପରେ ଏହା ବେଶୀ ପ୍ରଭାବ ପକାଇବ।
ବଙ୍ଗୋପସାଗର ରେ ସୃଷ୍ଟି ଏହି ଲଘୁଚାପ ଧୀରେ ଧୀରେ ବାତ୍ୟା ର ରୂପ ନେବ।ଏହା ଓଡ଼ିଶା ଉପକୂଳ ଦେଇ ବାଂଲାଦେଶ ଆଡ଼କୁ ଯିବ ।ଏହି ବାତ୍ୟା ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବା ସହିତ ପବନ ଓ ବିଜୁଳି ଘଡଘଡି ହେବାର ସମ୍ଭାବନା ରହିଛି।
Special report
ମତ୍ସଜୀବୀ ଙ୍କୁ ସମୁଦ୍ର କୁ ନ ଯିବା ପାଇଁ ଲୋକ ମାନେ ନିଜ ଜମି ରେ ଥିବା ଧାନ କୁ ଜଲଦି ଘର କୁ ନେଇ ଆସନ୍ତୁ।ଏହି ମହାବାତ୍ୟା ରେ ପ୍ରବଳ ବେଗ ରେ ବହିବ ପବନ।ହାନି କରିବ ଧନ ଜୀବନ।
ତୁହା କୁ ତୁହା ବର୍ଷିବ।ଗରିବ ଲୋକ ମାନେ ବାତ୍ୟା ଆଶ୍ରୟ ସ୍ଥଳୀ କୁ ଯିବା ପାଇଁ ସୂଚନା ରହିଛି।ଓଡ଼ିଶା ଉପରେ ପ୍ରତିବର୍ଷ ବାତ୍ୟା ଆସେ।ଏହା ଗଲା ବେଳ କୁ ସମସ୍ତଙ୍କ ଆଖିରେ ଲୁହ ଭରି ଦେଇ ଯାଏ।
ଏ ବର୍ଷ ମଧ୍ୟ ସେପରି ହେବ।ବାତ୍ୟା ଆସି ସମସ୍ତଙ୍କୁ କନ୍ଦେଇ ସେ ଚାଲି ଯିବ।ଆପଣ ମାନେ ସମସ୍ତେ ଜାଣି ଥିବେ ଏ ବର୍ଷ ବର୍ଷା ଠିକ୍ ପରିମାଣ ରେ ହୋଇ ନ ଥିଲା।କିନ୍ତୁ ଏହି ଶୀତ ଦିନ ରେ ବାତ୍ୟା ହେବାର ସୂଚନା ରହିଛି।ଏହାକୁ ନେଇ ଲୋକ ମାନଙ୍କ ମଧ୍ୟରେ ଚିନ୍ତା ବଢ଼ିବାରେ ଲାଗିଛି।