Movie prime

ମାଡ଼ିଗଲା ଗାଡ଼ି ବୁଝୁନି ମନ ଦେଖନ୍ତୁ ରାସ୍ତା କଡ଼ରେ ସାମ୍ନାକୁ ଆସିଲା ହୃଦୟ କାନ୍ଦିଲା ଭଳି ଦୃଶ୍ୟ - Exclusive Visual

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଏବେ ଏଭଳି କିଛି ଖବର ଆପଣମାନେ ପାଇପାରିବେ ଯାହା ଶୁଣିଲେ ବା ଦେଖିଲେ ଆପଣ ବି କାନ୍ଦି ପକାଇବେ ।
Special Report
ସତରେ ଏହି ଘଟଣା ବହୁତ ଦୁଃଖ ଦାୟକ ଅଟେ । ଆଜିକାଲି ଦୁନିଆରେ ଲୋକମାନେ ଏଭଳି ଗାଡ଼ି ଚଳାଉଛନ୍ତି ଯାହାଦ୍ଵାରା ଅନେକ ପଶୁପକ୍ଷୀ ଆହତ ହେଉଛନ୍ତି । ଆଉ କିଛି ଲୋକଙ୍କ ଗାଡ଼ି ଚଲା ପାଇଁ ଅନେକ ଜୀବଜନ୍ତୁ ମୃତ୍ୟୁ ମୁଖରେ କରୁଛନ୍ତି ।
ନିଷ୍ପାପ ନିରୀହ ଜୀବଜନ୍ତୁ କିଛି କ୍ଷତି ନକରି କାଏହୁ ମରଣର ଶିକାର ହେଉଛନ୍ତି । ଏବେ ଆପଣମାନେ ଏଭଳି କିଛି ଖବର ପାଇପାରିବେ । କୌଣସି ଅଜଣା ଗାଡିଟିଏ ଛୁଆ କୁକୁର ଉପରେ ଚଢ଼ି ଯାଇଛି । ଆଉ ଏହି ଛୁଆ କୁକୁରଟି ମୃ-ତ୍ୟୁବରଣ କରିଛି ।
Special Report
ଏବେ ଏହି ମରି ଯାଇଥିବା ଛୁଆ କୁକୁର ପାଖରେ ତାର ଭାଇ ଆଉ ମାଆ ଘୁରି ବୁଲୁଛନ୍ତି । ତାକୁ ଉଠାଉଛନ୍ତି। ଏହି କୁନି ଭାଇ ଜଣକ ତାର ଭଉଣୀକୁ ଉଠାଇବାକୁ ଚେଷ୍ଟା କରୁଥିଲେ ମଧ୍ୟ ଏହି କୁନି ଭଉଣୀ ଜଣକ ଉଠି ନଥିଲା । 
ସେଠାରେ ଜଣେ ବ୍ୟକ୍ତି ଏଭଳି ଅବସ୍ଥାରେ ମରିଯାଇଥିବା କୁକୁରକୁ ଦେଖି ତାର ଶରୀରକୁ ଏକ ବ୍ୟାଗ୍ ଭିତରେ ଭର୍ତ୍ତି କରି ଦେଇଥିଲେ । ଏହାପରେ ସେହି କୁନି କୁକୁର ଏବଂ ତାର ମାଆ ବ୍ୟାଗ୍ ଛାଡ଼ି କେଉଁ ଆଡ଼େ ଯାଉ ନାହାଁନ୍ତି ।
Special Report
ରାସ୍ତାରେ ଯାଉଥିବା ଗାଡ଼ି ମଟରକୁ ଖାତିର ନକରି କୁକୁର ମାଆ ଆଉ ଛୁଆ ରାସ୍ତାରେ କୁନି ଛୁଆକୁ ଚାହିଁ ରହିଛନ୍ତି । କେହି ଜଣେ ଅଜଣା ଟ୍ରକରେ ଏହି କୁନି କୁକୁର ଉପରେ ଚଢାଇ ଦେଇ ଚାଲିଗଲା । ସତରେ ଏହି ଘଟଣା କେତେ ଯେ କଷ୍ଟ ଦାୟକ ତାହା କହି ହେବ ନାହିଁ ।
Special report
ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ୍ ଅନ୍ତର୍ଗତ ଜରି ପଞ୍ଚାୟତର ଏକ ଛକରେ । ଏହି ଦୃଶ୍ୟକୁ ଯିଏ ଦେଖୁଛି ତା ଆଖିରେ ଲୁହ ଆସିଯିବ । ବୁଲା କୁକୁର ହେଲେ କଣ ହେବ ତାର ବି ଛୁଆଙ୍କ ପ୍ରତି ମମତା ଅଛି ।
ବେପରୁଆ ଗାଡ଼ି ଚଲାଇବାରୁ ଏଭଳି ଘଟଣା ଘଟିଥିଲା । ଗାଡ଼ି ଚଲାଇବା ସମୟରେ ଧ୍ୟାନ ରଖନ୍ତୁ କି ଆପଣଙ୍କ ପାଇଁ କାହାର ଜୀବନ ନ ଯାଉ ସେ ମଣିଷ ହେଉକି ଜୀବଜନ୍ତୁ । ସେଥିପାଇଁ ସମସ୍ତେ ଧ୍ୟାନ ପୂର୍ବକ ଗାଡ଼ି ଚଲାନ୍ତୁ ।