Movie prime

ମ-ଦ୍ୟ-ପା-ନ କଲେ ବ୍ୟକ୍ତି କଣ ଏମିତି ହୁଅନ୍ତି ଦେଖନ୍ତୁ ବ୍ୟକ୍ତି ଙ୍କ କାରନାମା

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହୋଇଥାଏ। ଲୋକମାନେ ମଧ୍ୟ ସେହି ଭାଇରାଲ୍ ଭିଡିଓ ଗୁଡ଼ିକ ଦେଖିବା ପାଇଁ ଖୁବ୍ ପଶନ୍ଦ ମଧ୍ୟ କରନ୍ତି।
ଦିନକୁ ଦିନ ସୋସିଆଲ ମିଡିଆରେ ଏଭଳି କିଛି ଭିଡିଓ ମଧ୍ଯ ଭାଇରାଲ୍ ହେବାରେ ଲାଗିଛି ଯାହାକୁ କି ଲୋକ ମାନେ ଦେଖି ସଂପୂର୍ଣ୍ଣ ଭାବରେ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି। ତେବେ ଆପଣ ମାନେ ଜାଣିଥିବେ କି,
ଆଜିକାଲି ପ୍ରାୟତଃ ସମସ୍ତ ଲୋକ ସ୍ମାର୍ଟ ଫୋନ ବ୍ୟବହାର କରିଛନ୍ତି। ଆଉ ଏହି ସ୍ମାର୍ଟ୍ ଫୋନ୍ ପାଇଁ ମଧ୍ଯ ଏକ ସାଧାରଣ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଖୁବ୍ ସହଜରେ ଭାଇରାଲ ହେଇ ଯାଉଛି।
ତେବେ ଆପଣ ମାନେ ସୋସିଆଲ ମିଡ଼ିଆ ରେ ଭାଇରାଲ୍ ହେଉଥିବା ମଦୁଆ ମାନଙ୍କ ଭିଡିଓ ତ ନିଶ୍ଚିତ ଭାବରେ ଜାଣିଥିବେ। ତେବେ ଆପଣ ମାନେ ଏହା ମଧ୍ୟ ଜାଣିଥିବେ କି ମଦ ପିଇ ସାରିବା ପରେ ମଦୁଆ ମାନେ ତାଙ୍କର ଚେତା ହରାଇ ବସିଥାନ୍ତି।
ସେମାନେ କଣ କରିଥାଆନ୍ତି ଏକଥା ସେମାନେ ନିଜେ ମଧ୍ୟ ଜାଣି ନଥାନ୍ତି। ବର୍ତ୍ତମାନ୍ ସୋସିଆଲ ମିଡ଼ିଆ ରେ ଏଭଳି କିଛି ଭିଡିଓ ଖୁବ ଭାଇରାଲ୍ ହେବାରେ ଲାଗିଛି। ଆଜ୍ଞା ହଁ ଭିଡିଓ ରେ ଦେଖିବାକୁ ମିଳିଛି କି ରାସ୍ତାରେ ଲାଗିଥିବା
ଲୁହା ଗେଟ୍ ଉପରେ ଏକ ମଦ୍ୟପାନ କରିଥିବା ବ୍ୟକ୍ତି ଚଢ଼ି ଯାଇଛନ୍ତି। ଏବଂ ସେଠାରେ ଚଢ଼ି ମଧ୍ୟ ସେ ଦଣ୍ଡ ମାରିବାରେ ଲାଗି ପଡିଛନ୍ତି। ସେ ଏତେ ଉଚ୍ଚ ରେ ଥାଇ ମଧ୍ୟ ତାଙ୍କୁ ଡର ଭୟ ଲାଗୁ ନାହିଁ।
ଏତେ ଉପରେ ରହି ସେ ଦଣ୍ଡ ମାରିବାରେ ଲାଗି ପଡିଛନ୍ତି। ତାଙ୍କୁ ଦେଖି ରାସ୍ତାରେ ଯାଉଥିବା ଲୋକ ମାନେ ମଧ୍ୟ ଅଟକି ଯାଉଛନ୍ତି। ଆଉ ତାଙ୍କୁ ଉପରୁ ଚାଲି ଆସିବାକୁ ମଧ୍ୟ କହୁଛନ୍ତି ହେଲେ ବ୍ୟକ୍ତି ଜଣକ ତାଙ୍କ ଚେତା ରେ ନାହାଁନ୍ତି। କିଛି ଲୋକ ଏହି ବ୍ୟକ୍ତି ଙ୍କ ଭିଡିଓ ମଧ୍ୟ କରିଥିଲେ।
ଏହାକୁ ସେମାନେ ସୋସିଆଲ ମିଡିଆରେ ଅପଲୋଡ଼ ମଧ୍ୟ କରିଛନ୍ତି ଆଉ ଏହା ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ତେବେ ଆପଣଙ୍କୁ ଏହା କିଭଳି ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।