Movie prime

ଏଣିକି ଝିଅ ବୋହୂ ଙ୍କୁ ମାଗଣା ରେ ମୋବାଇଲ ଆଉ ରିଚାର୍ଜ କରିଦେବେ ସରକାର, ପ୍ରତିଟି ଝିଅ ଏବେ ଆଉ ପ୍ରେମିକ କୁ କରିବନି ଖୋସାମତ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆସି ଯାଇଛି ଇନ୍ଦିରା ଗାନ୍ଧୀ ସ୍ମାର୍ଟ ଫୋନ୍ ଯୋଜନା।୧.୩ କୋଟି ମହିଳାଙ୍କୁ ମିଲିନ ମାଗଣାରେ ଫୋନ। ତିନି ବର୍ଷ ପର୍ଯ୍ୟନ୍ତ ମଧ୍ଯ ଏଥି ଫୋନ ରେ ମିଳିବ ମାଗଣା ଡାଟା ଓ କଲିଂ ସୁବିଧା।
Special report
ଆଉ ଏହି ଇନ୍ଦିରା ଗାନ୍ଧୀ ସ୍ମାର୍ଟ ଫୋନ ଯୋଜନା ଆରମ୍ଭ କରିଛନ୍ତି ରାଜସ୍ଥାନ ସରକାର। ଏହି ଯୋଜନା ଦ୍ୱାରା ରାଜ୍ୟ ର ମହିଳା ମାନଙ୍କୁ ସ୍ମାର୍ଟ ଫୋନ ମାଗଣାରେ ଦିଆ ଯିବାର ମଧ୍ଯ ବ୍ୟବସ୍ଥା ରହିଛି।
ଏହି ଯୋଜନା ମହିଳା ମାନଙ୍କୁ ସଶକ୍ତ କରିବ ବୋଲି ସରକାର କହିଛନ୍ତି। ଏହି ଯୋଜନା ଅଧୀନରେ ମହିଳା ମାନେ ମାଗଣରେ ସ୍ମାର୍ଟ ଫୋନ୍ ର ସୁବିଧା ଉଠାଇ ପାରିବେ। ପ୍ରତି ମାସରେ ମହିଳା ମାନେ ୫ ଜିବି ପର୍ଯ୍ୟନ୍ତ ଇଣ୍ଟରନେଟ ଡାଟା ପାଇ ପାରିବେ।
ପ୍ରଥମ ପର୍ଯ୍ୟାୟ ରେ ୪୦ ଲକ୍ଷ ମହିଳା ମାନଙ୍କୁ ଏହି ସ୍ମାର୍ଟ ଫୋନ୍ ଦିଆଯିବ। ଏଥିପାଇଁ ମଧ୍ୟ ଚିରଞ୍ଜିବୀ ପରିବାର କୁ ଚୟନ କରାଯିବ। ବିଶେଷ କଥା ହେଉଛି କି ଏହାକୁ ଜନସାଧାରଣ ଙ୍କ ନିକଟରେ ପହଞ୍ଚାଇବା ପାଇଁ କ୍ୟାମ୍ପ ଗଠନ କରାଯିବ।
ପ୍ରଥମ ପର୍ଯ୍ୟାୟରେ ଦଶମ ଓ ଦ୍ଵାଦଶ ଶ୍ରେଣୀର ଛାତ୍ର ଛାତ୍ରୀ ମାନଙ୍କୁ ଅନ୍ତର୍ଭୁକ୍ତ କରା ଯାଇଛି। ଏହା ସହିତ ପ୍ରଥମ ପର୍ଯ୍ୟାୟରେ ବିଧବା ମହିଳା ମାନଙ୍କୁ ମଧ୍ୟ ସ୍ମାର୍ଟ ଫୋନ ପ୍ରଦାନ କରାଯିବ।
Special report
ସରକାରୀ ଆଇଟିଆଇ କିମ୍ବା ପଲି ଟେକ୍ନିକ କଲେଜ୍ ରେ ପଢ଼ୁଥିବା ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟ ଏହି ଯୋଜନାର ଅନ୍ତର୍ଭୁକ୍ତ କାରା ଯାଇଛି। ଯଦି ଆପଣ ସଂସ୍କୃତ କଲେଜ୍ ରେ ମଧ୍ଯ ପଢୁଛନ୍ତି ତେବେ ଆପଣ ମଧ୍ୟ ଏହି ଯୋଜନାର ଲାଭ ପାଇ ପାରିବେ।
କାମ କରୁଥିବା ମହିଳା ମାନଙ୍କୁ ମଧ୍ୟ ଏହି ସ୍ମାର୍ଟ ଫୋନ୍ ବଣ୍ଟନ କରାଯିବ। ଏହାକୁ ନେଇ ଏବେ ମହିଳା ମାନେ ବେଶ ଖୁସୀ ମଧ୍ଯ ଅଛନ୍ତି। ଆଉ ସେମାନେ ଏହି ଯୋଜନା ରେ କେବେ ତାଙ୍କୁ ଲାଭ ମିଳିବ ସେନେଇ ଅପେକ୍ଷା କରିଛନ୍ତି।
ଏବେ ସୋସିଆଲ ମିଡ଼ିଆରେ ଏହି ଘଟଣା ସଂପର୍କରେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ତେବେ ଏହି ଯୋଜନା ଆଗକୁ କେତେ ଫଳପ୍ରଦ ହେବ ତାହା ଦେଖିବା ବାକି ରହିଲା ତେବେ ଆପଣା ମାନଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।