Movie prime

ମହାକାଶରୁ ଫେରିବା ପରେ ସର୍ବ ପ୍ରଥମେ କଣ ଖାଆନ୍ତି ବୈଜ୍ଞାନିକ ସତ ଜାଣିଲେ ଆଶ୍ଚର୍ୟ୍ଯ ହୋଇଯିବେ ଆପଣ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଆପଣମାନେ ମହାକାଶକୁ ନେଇ ଆସୁଥିବା ଖବର ସବୁ ଜାଣି ପାରୁଛନ୍ତି ।
Special report
ମହାକାଶଚାରୀମାନେ ଯେତେବେଳେ ମହାକାଶରୁ ଫେରନ୍ତି ସେମାନେ କଣ ଖାଆନ୍ତି । ତାଙ୍କର ଡାଏଟ କଣ ଆଉ କିଭଳି ହୋଇଥାଏ ଏହାକୁ ନେଇ ଏବେ ଏହି ଭିଡିଓ ମାଧ୍ୟମରେ ଖବର ଆସିଛି । 
ପୃଥିବୀକୁ ଫେରିବା ପରେ ମହାକାଶଚାରୀମାନେ କି ଖାଦ୍ୟ ଖାଆନ୍ତି ? ମହାକାଶ ବିଷୟରେ ସବୁବେଳେ ଅନେକ ତଥ୍ୟ ଖୋଜୁଛନ୍ତି ଇସ୍ରୋ ବୈଜ୍ଞାନିକମାନେ । ଇସ୍ରୋ ବୈଜ୍ଞାନିକମାନେ ଅନେକ ତଥ୍ୟ ସଂଗ୍ରହ କରି ସାରିଲେଣି ।
Special Report
ଚନ୍ଦ୍ରରେ ଭାରତ ପହଞ୍ଚି ସାରିଛି । ଚନ୍ଦ୍ରଜାନ ପଠାଇ ଭାରତ ସଫଳତା ପାଇଛି । ଏବେ ଭାରତ ଏକ ବଡ଼ ଖୁସି ଖବର ଆଣିଛି । ଭାରତ ଚାରିଜଣ ପାଇଲଟଙ୍କୁ ମହାକାଶ ପଠାଇବ ବୋଲି ଖବର ଆସିଛି ।
ଅନେକ ଲୋକଙ୍କ ମନରେ ମହାକାଶ ଏବଂ ଆଷ୍ଟ୍ରୋନଟଙ୍କୁ ନେଇ ଅନେକ ପ୍ରଶ୍ନ ଆସିଥାଏ । ଖାସ୍ କରି ଯେଉଁମାନେ ପାଠ ପଢି ଥାଆନ୍ତି ତାଙ୍କ ମନରେ ଅନେକ ପ୍ରଶ୍ନ ଆସିଥାଏ ।
Special report
ସେହି ସବୁ ପ୍ରଶ୍ନ ମଧ୍ୟରୁ ଗୋଟିଏ ହେଉଛି ମହାକାଶରୁ ଫେରିବା ପରେ ସେମାନେ କଣ ଖାଆନ୍ତି ? କଣ ରହିଥାଏ ସେମାନଙ୍କର ଡାଏଟ୍ ପ୍ଲାନ୍ ? ତାଙ୍କ ଶରୀର ପୃଥିବୀ ପୃଷ୍ଠକୁ ଫେରିବା ପରେ ସୁସ୍ଥ ରଖିବା ପାଇଁ ଏହି ଡାଏଟ୍ କରିବାକୁ କୁହାଯାଇଥାଏ । 
Special report
ସାଧାରଣ ଭାବରେ ଗୋଟିଏ ମଣିଷ ଶରୀରରେ ୭୦ ଭାଗ ଜଳ ଥାଏ । ଆଉ ମହାକାଶରେ ଖାଇବା ଆଉ ପାଣି କମ୍ ଦିଆଯାଇଥାଏ । ସେମାନେ ପୃଥିବୀକୁ ଆସିବା ପରେ ସେମାନେ ଲେମ୍ବୁ ପାଣି ଆଉ ସାଧାରଣ ପାଣି ପିଇଥାନ୍ତି ।
ତାଙ୍କୁ ସେଓ ଖାଇବାକୁ ଦିଆଯାଇଥାଏ । ଏଭଳି କିଛିଦିନ ତାଙ୍କ ପାଇଁ ପ୍ରସ୍ତୁତ କରାଯାଇଥିବା ଡାଏଟ୍ ଦିଆଯାଇଥାଏ । ଏହାପରେ ଧୀରେ ଧିରେ ସେମାନେ ଭାତ ଏବଂ ଅନ୍ୟାନ୍ୟ ଜିନିଷ ଖାଇଥାନ୍ତି । ଏହିଭଳି ଭାବରେ ତାଙ୍କର ଯତ୍ନ ନିଆ ଯାଇଥାଏ ।