Movie prime

ମାହାଙ୍ଗା ଯୁବତୀ ଘଟଣା ରେ ସାମିଲ ଅଛନ୍ତି ବିଜେଡି ର ବଡ଼ ବଡ଼ ମାଛ?? ଦେଖନ୍ତୁ ଏହି ବିଶେଷ ରିପୋର୍ଟ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ମାହାଙ୍ଗା ର ପୂର୍ବତନ ବ୍ଲକ ଚେୟାର ମ୍ୟାନ ଶରତ ନାୟକ ଙ୍କ ସମ୍ପର୍କରେ ବେଶ ଭଲ ଭାବରେ ଜାଣିଥିବେ। ଆଜ୍ଞା ହଁ ତାଙ୍କୁ ମନ୍ତ୍ରୀ ଙ୍କ ଡାହାଣ ହାତ ବୋଲି ମନା ଯାଇଥାଏ।
Special report
କୁହା ଯାଏ ସେ ଯାହା କରନ୍ତି ଓ କୁହନ୍ତୁ ତାହା ମନ୍ତ୍ରୀଙ୍କ ନିର୍ଦ୍ଦେଶ ରେ। ଆଉ ମାହାଙ୍ଗା ରେ ହୋଇଥିବା ନାବାଳିକା ମୃ-ତ୍ୟୁ ମାମଲାରେ ଶରତ ନାୟକ ଙ୍କ ହାତ ଥିବା ଜଣା ପଡିଛି। ଆଉ ଏବେ ତାଙ୍କୁ ତାଙ୍କ ନିକଟରେ ଥିବା ପଦରୁ ବହିଷ୍କାର କରାଯାଇଛି।
ଏବେ ସୋସିଆଲ ମିଡ଼ିଆରେ ଶରତ ନାୟକ ଏକ ଅଡିଓ ଖୁବ ଭାଇରାଲ ହେବାରେ ଲାଗିଛି। ଶରତ ଏହି ଅଡିଓ କଲ୍ ରେ ମାହାଙ୍ଗା ଆଇଆଇସି ସାଲେପୁର ସଡିପିଓ ଙ୍କୁ ୭୦ ହଜାର ଟଙ୍କା ଦେବେ ବୋଲି କଥା ହେଉଛନ୍ତି।
ଏବଂ ନାବାଳିକା କେସ ର ସବୁ କିଛି ରଫା ଦଫା କରିଦେବେ ବୋଲି ମଧ୍ୟ ସେ କହୁଛନ୍ତି। ଏହା ହେଉଛି ତାଙ୍କର ପ୍ରଥମ ଘଟଣା ନା ଆଗରୁ ଏଭଳି ଅନେକ ଘଟଣା ସେ ରଫା ଦଫା କରିଛନ୍ତି ଏନେଇ ଲୋକଙ୍କ ମନରେ ପ୍ରଶ୍ନ ଉଠିଛି।
Special report
ମାହାଙ୍ଗା ରେ ଏଭଳି ଅନେକ ହ-ତ୍ୟା କାଣ୍ଡ ଘଟି ଯାଇଥିଲେ ସୁଦ୍ଧା କିଛି ଫଳ ମିଳିପାରି ନାହିଁ। ଶରତ ନାୟକ ଙ୍କ ଏହି ଅଡିଓ ଭାଇରାଲ୍ ହେବା ପରେ ଜଣା ପଡିଛି କି ମାହାଙ୍ଗା ରେ କିଭଳି ଭାବରେ ଆଇନ କାନୁନ୍ ଚାଲିଛି।
ଏବେ ମଧ୍ୟ ଏହି ନାବାଳିକା ଜଣକ ମୃ-ତ୍ୟୁ କୁ ମଧ୍ୟ ଚାପି ଦିଆଯାଇ ପାରେ। ଏବେ ଏନେଇ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ମାହାଙ୍ଗା ରେ ଦିନକୁ ଦିନ ଏହି ଘଟଣା ସବୁ ମଧ୍ୟ ଖୁବ୍ ବଢ଼ିବାରେ ଲାଗିଛି।
ନାବାଳିକା ଙ୍କ ମୃ-ତ୍ୟୁ ପଛର ପ୍ରକୃତ ରହସ୍ୟ କଣ ତାହା ବର୍ତମାନ ସୁଦ୍ଧା ଜଣାପଡି ପାରି ନାହିଁ। ଏହି ଘଟଣାର ଉପଯୁକ୍ତ ତଦନ୍ତ ଓ ଶରତ ନାୟକ ଙ୍କୁ ଜେରା ପରେ ହିଁ ଏହି ଘଟଣା ସମ୍ପର୍କରେ ଜଣା ପଡ଼ିବ।
ତେବେ ଏହି ଘଟଣା ସଂପର୍କରେ ଆପଣଙ୍କ ପ୍ରତିକ୍ରିୟା କଣ ଆଉ ଆପଣଙ୍କୁ କଣ ଲାଗୁଛି ଏହି ଘଟଣା ପଛରେ ଥିବା ପ୍ରକୃତ ସତ କିଭଳି ଉନ୍ମୋଚନ ହେବ ତାହା ଆପଣ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବାକୁ ଅନୁରୋଧ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.