Movie prime

ମହଙ୍ଗା ପଡ଼ିଲା ଏକା ବେଳେ ଦୁଇ ଦୁଇ ଜଣ ପ୍ରେମିକ ସହ ସମ୍ପର୍କ ରଖିବା, ଶେଷରେ ଘଟିଲା ଏମିତି କାଣ୍ଡ...

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଜଣେ ପ୍ରେମିକା କୁ ଦୁଇ ଜଣ ପ୍ରେମିକ। ଜଣକୁ ଅଧା ସମୟ ଦେଉଥିବା ବେଳେ ଅନ୍ୟ ଜଣକୁ ପୁରା ସମୟ ଦେଉଥିଲେ। ଜଣକ ସହ ଫୋନ ରେ କଥା ହେଉଥିବା ବେଳେ ଅନ୍ୟ ଜଣକ ସହ 5ଷ୍ଟାର ହୋଟେଲ୍ ରେ ରାତି କାଟୁ ଥିଲେ।
Special report
ଏଭଳି କି ହୀରା ବ୍ୟବସାୟୀ ଙ୍କୁ ମଧ୍ୟ ପ୍ରେମରେ ହାର ମନାଇ ଦେଇଥିଲେ ଏହି ଯୁବତୀ ଜଣକ। ହେଲେ ଯେତେବେଳେ ବାହାଘର କଥା ଆସିଲା ସବୁ ଓଲଟ ପାଲଟ ହୋଇଗଲା।
ଗୋଟେ ପଟେ ତାଙ୍କର ପୁରୁଷ ବନ୍ଧୁ ଥିବା ବେଳେ ତାଙ୍କର ଅନ୍ୟ ପଟରେ ଥିଲେ ହୀରା ବ୍ୟବସାୟୀ। ଦୁଇ ଜଣକୁ ଯୁବତୀ ଜନଃ ଖୁସୀ କରୁଥିଲେ। ପୁରୁଷ ବନ୍ଧୁ ଙ୍କୁ ହାତରେ ରଖିଥିଲେ ହେଲେ ହୀରା ବ୍ୟବସାୟୀ ଙ୍କ ସହ ସେ ଫ୍ଲାଇଟ ରେ ବୁଲୁ ଥିଲେ।
Special report
ବ୍ୟବସାୟୀ ଜଣକ ମଧ୍ୟ ତାଙ୍କୁ ନିଜର ପ୍ରେମିକା ଭାବି ତାଙ୍କୁ ବେଶ ଦାମୀ ଦାମୀ ଗିପ୍ଟ ମଧ୍ୟ ଦେଉଥିଲେ। ସବୁ ଠିକ୍ ଠାକ୍ ଚାଲିଥିଲା ହେଲେ ଯେତେବେଳେ ହୀରା ବ୍ୟବସାୟୀ ଜଣକ ବିବାହ କରିବାକୁ ଜିଦ୍ କରିଥିଲେ,
ସେଠାରେ ହିଁ ତାଙ୍କର ସବୁ ଅଙ୍କ ଭୁଲ ଭାଲ ହୋଇ ଯାଇଥିଲା। ବାହାଘରର କଥା ଶୁଣିବା ପରେ ଯୁବତୀ ଜଣକ ଧରା ଛୁଆଁ ଆଉ ଦେଲେ ନାହିଁ। ଏହାପରେ ବ୍ୟବସାୟୀ ଜଣକ ଯୁବତୀଙ୍କ ସହ କାଟିଥିବା ଅନ୍ତରଙ୍ଗ ମୁହୂର୍ତ୍ତର କିଛି ଫଟୋ ଓ ଭିଡିଓ ସେ ଯୁବତୀଙ୍କ ପ୍ରେମିକ ନିକଟକୁ ପଠାଇ ଦେଇଥିଲେ।
Special report
ପୁନେ ର ପ୍ରତିଷ୍ଠିତ ହୀରା ବ୍ୟବସାୟୀ ସନ୍ଦୀପ କୁମାର୍ କାମଲି। ନିଜର ବ୍ୟବସାୟରେ କଲିକତାରେ ଥିବା ବେଳେ ସେ ଅଞ୍ଜଳି ଙ୍କ ସଂସ୍ପର୍ଷ ରେ ଆସିଥିଲେ।
ଏକ ରେଷ୍ଟୁରାଣ୍ଟ ରେ ଅଞ୍ଜଳି ମ୍ୟାନେଜର ଭାବରେ କାମ କରୁଥିଲେ। ଦୁହେଁ ଦୁହିଁଙ୍କୁ ଭଲ ପାଇବା ସହ ଖୁବ ଅନ୍ତରଙ୍ଗ ମୁହୂର୍ତ୍ତ ମଧ୍ୟ କାଟି ଛନ୍ତି। ହେଲେ ଅଞ୍ଜଳି ଙ୍କ ଏକ ପୁରୁଷ ବନ୍ଧୁ ଅଛି ବୋଲି ଏକଥା ସନ୍ଦୀପ ଜାଣି ନଥିଲେ। ତାଙ୍କର ପୁରୁଷ ବନ୍ଧୁଙ୍କୁ ମଧ୍ୟ ସନ୍ଦୀପ ସମ୍ପର୍କରେ କହି ନଥିଲେ।
ଅଞ୍ଜଳି ଙ୍କ ପୁରୁଷ ବନ୍ଧୁ ସମ୍ପର୍କରେ ଜାଣିବା ପରେ ମଧ୍ୟ ସନ୍ଦୀପ ତାଙ୍କୁ ବିବାହ କରିବାକୁ ରାଜି ଥିଲେ। ହେଲେ ଯେତେବେଳେ ଅଞ୍ଜଳି ମନା କରି ଦେଲେ ସେତେବେଳେ ସନ୍ଦୀପ ତାଙ୍କର ଅନ୍ତରଙ୍ଗ ମୁହୂର୍ତ୍ତ ଫୋଟୋ କୁ ଅଞ୍ଜଳି ଙ୍କ ପୁରୁଷ ବନ୍ଧୁକୁ ପଠାଇ ଦେଲେ।