Movie prime

ଦେଖନ୍ତୁ କଣ ଏମିତି ହେଲାଯେ ମହିଳା ଏମିତି କହିବାକୁ ବାଧ୍ୟ ହେଇଗଲେ ଦେଖନ୍ତୁ - Exclusive

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ଆଜିକା ଯୁଗରେ ଘଟୁଥିବା ଘଟଣା ସବୁ ଜାଣି ପାରୁଥିବେ ।
Special report
ସୋସିଆଲ ମିଡ଼ିଆରେ ଏଭଳି କିଛି ଖବର ଏବେ ଭାଇରାଲ ହେଉଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏବେ ଏଭଳି କିଛି ଖବର ସାମ୍ନାକୁ ଆସିଛି ଯାହା ବିଷୟରେ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । 
ଆଜିକାଲି ଦୁନିଆରେ ପୋଲିସମାନେ ଏଭଳି ସବୁ କାମ କରୁଛନ୍ତି ଯାହା ଏହି ସମାଜ ପାଇଁ ନିନ୍ଦନୀୟ ଅଟେ । ସମାଜରେ ଏଭଳି କାମ କରିବା ସତରେ ବହୁତ ଖରାପ ଅଟେ । ପୋଲିସ ହୋଇ ଲୋକମାନଙ୍କ ସହ ଏଭଳି କରିବା ଟା ଠିକ୍ ନୁହେଁ ।
Special report
ପୋଲିସମାନେ ଲୋକମାନଙ୍କର ସେବା ପାଇଁ ଅଛନ୍ତି । ଲୋକମାନଙ୍କର ଭଲ ମନ୍ଦ ବିଚାର କରିବା ପାଇଁ ଅଛନ୍ତି । କିନ୍ତୁ ଏବେ ଏଭଳି କିଛି ପୋଲିସ ସାମ୍ନାକୁ ଆସିଛନ୍ତି ଯେଉଁମାନେ ଏଭଳି ସବୁ ନିନ୍ଦନୀୟ କାମ କରୁଛନ୍ତି । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଅନେକ ଖବର ଜାଣିପାରିବେ । 
ଟ୍ରାଫିକ ପୋଲିସ ଏଭଳି କାମ କରିଛନ୍ତି । ଏହି ଟ୍ରାଫିକ ପୋଲିସ ଜଣକ ଜଣେ ବ୍ୟକ୍ତିଙ୍କର ଗାଡ଼ିକୁ ଅଟକ ରଖିଥିଲେ । ଆଉ ସେ ତାଙ୍କୁ ୧୫ ହଜାର ଟଙ୍କା ଫାଇନ ମାଗୁଛନ୍ତି । କିନ୍ତୁ ଏହାର କାରଣ କଣ ଏହି ଟ୍ରାଫିକ ପୋଲିସ ଜଣକ କହି ନାହାଁନ୍ତି ।
Special report
ଏହି ପୋଲିସ ବାବୁ ଜଣକ ତାଙ୍କ ଗାଡ଼ିକୁ ସିଜ୍ କରିଦେବେ ବୋଲି କହୁଛନ୍ତି । କିନ୍ତୁ ଏହାର କାରଣ କଣ ଆଉ ତାଙ୍କ ଗାଡ଼ିକୁ ଅଟକ କାହିଁକି ରଖିଛନ୍ତି ସେହି କଥା କହୁ ନାହାଁନ୍ତି । ଏହାପରେ ଏହି ବ୍ୟକ୍ତି ଜଣଙ୍କର ସ୍ତ୍ରୀ ମଧ୍ୟ ସେଠାରେ ଅଛନ୍ତି । ଆଉ ତାଙ୍କୁ କିଛି ମଧ୍ଯ ଏହି ପୋଲିସ ଜଣକ କହିଛନ୍ତି । 
ଏହାପରେ ଏହି ପୋଲିସ ଜଣଙ୍କୁ ମହିଳା ଜଣକ କହିଛନ୍ତି ସେ ୧୫ ହଜାର ଦେଇ ପାରିବେନି । ଅର୍ଥାତ୍ ଫାଇନ ଦେଇ ପାରିବେ ନାହିଁ । ଆଉ ରାତି କଟେଇବାକୁ ରାଜି ଅଛନ୍ତି । ଏହି ବ୍ୟକ୍ତି ଜଣକ ଏବେ ଅନେକ ପ୍ରକାରର କଥା କହିବା ସହ ତାଙ୍କ ସ୍ତ୍ରୀ ମଧ୍ୟ ଅନେକ କଥା କହିଛନ୍ତି ।
ଏହି ମହିଳା ଜଣକର କଥା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି । ସେଠାରେ ମିଡ଼ିଆ ମଧ୍ୟ ପହଞ୍ଚି ଯାଇଥିଲେ । ଏଭଳି ସବୁ ଅନେକ ପ୍ରକାରର କଥା ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ । ଏହି ଭିଡିଓ ଏବେ ଚର୍ଚ୍ଚାକୁ ଆସିଛି ।