Movie prime

ଆସିଲା ସରକାର ଙ୍କ ନୂଆ ଯୋଜନା !! ପ୍ରତିଟି ଝିଅ ବୋହୂ ଙ୍କୁ ମିଳିବ ୫୦ ଲକ୍ଷ୍ୟ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଆପଣମାନେ ସବୁ ପ୍ରକାରର ଖବର ବିଷୟରେ ସୂଚନା ପାଇପାରିବେ ।
ଏବେ ଏମିତି ଏକ ଖବର ଆସିଛି ଯାହା ଶୁଣିଲେ ଆପଣ ଖୁସି ହୋଇଯିବେ । ମହିଳାମାନଙ୍କ ପାଇଁ ସରକାର ସବୁ ପ୍ରକାରର ସୁବିଧା କରିଥାନ୍ତି । ମହିଳାମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ସରକାର ଅନେକ ଯୋଜନା କରିଛନ୍ତି । 
ସରକାରଙ୍କ ଯୋଜନା ମହିଳାମାନଙ୍କୁ ଅନେକ ଉପରକୁ ନେଇଯାଇଛି । ଅନେକ ମହିଳା ସରକାରଙ୍କ ଏହି ଯୋଜନା ପାଇଁ ସ୍ବାବଲମ୍ବୀ ହୋଇ ପାରିଛନ୍ତି । ମହିଳାମାନେ ଟଙ୍କା ରୋଜଗାର କରିବା ସହ ନିଜ ଗୋଡ଼ରେ କିଭଳି
ଛିଡା ହେବେ ସେଥିପ୍ରତି ସରକାର ସବୁବେଳେ ଅନେକ ଅନେକ ଯୋଜନା ବାହାର କରୁଛନ୍ତି । ଏବେ ପୁଣି ମହିଳାମାନଙ୍କ ପାଇଁ ଏକ ଯୋଜନା ଆସିଛି । ଏହି ବିଷୟରେ ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ ।
ମହିଳାମାନଙ୍କ ପାଇଁ ଆସିଥିବା ଯୋଜନା ହେଉଛି, ମହିଳାମାନେ ଚାହିଁଲେ ସେମାନେ ଶିଳ୍ପ ପ୍ରତିଷ୍ଠା କରିପାରିବେ । ଆଉ ସେଥିପାଇଁ ସରକାର ତାଙ୍କୁ ଲୋନ ଦେଉଛନ୍ତି । ଏହାସହ କ୍ଷୁଦ୍ର ଶିଳ୍ପ କରିପାରିବେ ।
ଏହିକ୍ରମରେ ଛତିଶଗଡ ସରକାର ମହିଳା ଉଦ୍ୟୋଗୀଙ୍କ ପାଇଁ ଏକ ଚମତ୍କାର ଯୋଜନା କରିଛନ୍ତି । ଶିଳ୍ପ ଆରମ୍ଭ, ଶିଳ୍ପ ବିସ୍ତାର , ସହାୟତା ଏବଂ ପ୍ରୋତ୍ସାହନ ପାଇଁ ସରକାର ସବସିଡି ଯୋଗାଇ ଦେବେ ।
ଛତିଶଗଡ ରାଜ୍ୟର ମୁଖ୍ୟମନ୍ତ୍ରୀ ମହିଳା ଉଦ୍ୟୋଗ ନୀତି ୨୦୨୩ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଏହି ଆୟୋଗର ଉଦ୍ଦେଶ୍ୟ ହେଉଛି ମହିଳାମାନେ ସ୍ବାବଲମ୍ବୀ ହେବେ । ମହିଳା ମାନଙ୍କ ଦ୍ଵାରା ଶିଳ୍ପ ପ୍ରତିଷ୍ଠା ମଧ୍ୟ ହେବ ।
ମହିଳାମାନେ ଅନେକ ଲୋକଙ୍କୁ କାମ ଦେବେ। ସରକାର ରାଜ୍ୟକୁ ଆଗକୁ ନେବା ପାଇଁ ମହିଳା ମାନଙ୍କୁ ପ୍ରୋତ୍ସାହନ ଦେବେ । ସେଥିପାଇଁ ସରକାର ଏହି ଆୟୋଗ ପାଇଁ ୫୦ ଲକ୍ଷ ଟଙ୍କା ଏବଂ ଏହିପରି ଅନେକ ବ୍ୟବସ୍ଥା କରିଛନ୍ତି । ଏହି ଭିଡିଓ ଦ୍ଵାରା ଆପଣ ସବୁ ଜାଣିପାରିବେ ।