Movie prime

୩ ମାସ ଧରି ମୋ ସହ ଲଗାତାର ଧର୍ଷଣ କଲା ଆଉ ଏବେ ମନ ଭରି ଗଲାରୁ କୁଆଡେ ପଳେଇଲା

 
Special report
ନମସ୍କାର ପାଠକ ବନ୍ଧୁ।ଏବେ ସମାଜ ରେ କିଭଳି ଘଟଣା ମାନ ଘଟୁଛି ଆପଣ ମାନେ ସମସ୍ତେ ଜାଣି ଥିବେ।ପ୍ରେ-ମ ପ୍ର-ତା-ର-ଣା ଦିନ କୁ ଦିନ ବଢ଼ିବାରେ ଲାଗିଛି।ଏବେ ଏପରି ଏକ ଘଟଣା ସାମ୍ନା କୁ ଆସିଚି ଯାହାକୁ ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ।ଜଣେ ମହିଳା ଙ୍କ ଦିତୀୟ ସ୍ଵାମୀ କୁଆଡେ ଚାଲି ଯାଇଛନ୍ତି।
Special report
ମହିଳା ଜଣକ ନିଜ ପିଲା ଙ୍କୁ ଧରି ତାଙ୍କୁ ଖୋଜିବାରେ ଲାଗି ପଡିଛନ୍ତି।ଏଭଳି ଏକ ଘଟଣା ଏବେ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଚି।ଯାହାକୁ ଶୁଣି ଆପଣ ମାନେ ଆଶ୍ଚର୍ଯ୍ୟ ହେବେ।ମହିଳା ଜଣକ ଏବେ ଥାନା ର ଦ୍ବାରସ୍ଥ ହୋଇଛନ୍ତି।
ସୂଚନା ଅନୁସାରେ ମହିଳା ଜଣକ ନିଜ ଦ୍ୱିତୀୟ ସ୍ଵାମୀ ରଞ୍ଜନ ଙ୍କ ସହିତ ହରିୟାଣା ରେ ରହୁଥିଲେ।ସେଠାରୁ ଫେରିବା ବେଳେ ତାଙ୍କ ସ୍ଵାମୀ କହିଲେ ତୁ ଏଠି ଠିଆ ହୋଇ ଥା ମୁ ସାଙ୍ଗେ ସାଙ୍ଗେ ଆସୁଛି।ହେଲେ ମହିଳା ଜଣକ ନିଜ ଛୁଆ ଙ୍କୁ ଧରି ସେଠାରେ ଅନେକ ସମୟ ଧରି ଠିଆ ହୋଇ ଥିଲେ।
କିନ୍ତୁ ତାଙ୍କ ସ୍ଵାମୀ ଆସି ନ ଥିଲେ।ଏହା ପରେ ସେ ସେଠାରୁ ଫେରି ନିଜ ଘର କୁ ଚାଲି ଯାଇଥିଲେ।କିଛି ଦିନ ପରେ ତାଙ୍କ ପାଖକୁ ଫୋନ୍ ଆସି ଥିଲା।ତାଙ୍କ ସ୍ଵାମୀ କହିଲେ ମୁଁ ସେଠାକୁ ଯାଉଚି।ତୁ ଆସେ।ଏହା ପରେ ମହିଳା ଜଣକ ଏକ ସ୍ଥାନ ରେ ଆସି ପହଞ୍ଚିଲେ କିନ୍ତୁ ତାଙ୍କ ସ୍ଵାମୀ ଆସିଲେ ନାହିଁ।
Special report
ଏହା ପରେ ମହିଳା ଜଣକ ନିଜ ପିଲା ଙ୍କୁ ନେଇ ଥାନା ରେ ପହଞ୍ଚିଲେ।ସେଠାରେ ତାଙ୍କ ଦିତୀୟ ସ୍ଵାମୀ କୁଆଡେ ଚାଲି ଯାଇଛନ୍ତି ବୋଲି ଅଭିଯୋଗ କଲେ।ମହିଳା ଜଣକ ଆଗରୁ ଜଣ କୁ ବିବାହ କରିଥିଲେ।ତାଙ୍କ ସହିତ ସେ ୧୩ ବର୍ଷ ରହିଥିଲେ।ବିବାହ ପରେ ତାଙ୍କର ୨ଟି ଝିଅ ଓ ଗୋଟିଏ ପୁଅ ହୋଇ ଥିଲା।
କିନ୍ତୁ ଏହା ପରେ ତାଙ୍କ ସ୍ଵାମୀ ତାଙ୍କୁ ନି-ର୍ଯା-ତ-ନା ଦେଲା।ସେ ଏହାକୁ ସହି ପାରି ନଥିଲେ।ତାଙ୍କର ଦେଖା ହୋଇ ଥିଲା ରଞ୍ଜନ ଙ୍କ ସହିତ।ଯାହା ଙ୍କ ସହିତ ତାଙ୍କର ପାଞ୍ଚ ବର୍ଷ ହେଲାଣି ସମ୍ପର୍କ ରେ ରହିଥିଲେ।ରଞ୍ଜନ ମଧ୍ୟ ନିଜ ପରିବାର ଛାଡି ମହିଳା ଙ୍କ ସହିତ ଚାଲି ଆସିଲେ।
ଏହା ପରେ ସେମାନେ ହରିୟାଣା ରେ ରହିଲେ।କିନ୍ତୁ ଏବେ ସେ କୁଆଡେ ଚାଲି ଯାଇଛନ୍ତି।ତାଙ୍କ ଫୋନ୍ ମଧ୍ୟ ଅଫ୍ କରି ଦେଇଛନ୍ତି।ମହିଳା ଜଣକ ପୋଲିସ ଙ୍କ ପାଖରେ ଗୁହାରି କରିଛନ୍ତି କି ତାଙ୍କ ସ୍ଵାମୀ ଙ୍କୁ ଫେରାଇ ଆଣିବା ପାଇଁ। ଏବଂ ସେ ଥାନା ରେ ଏକ ଲିଖିତ ଅଭିଯୋଗ କରିଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.