Movie prime

ମଝି ଆକାଶରୁ ଖସି ଆସିଲା ଏମିତି ଏକ ଜିନିଷ ଯାହାକୁ ଦେଖି ସମସ୍ତେ ହେଲେ ଆଶ୍ଚର୍ୟ୍ଯ ଦେଖନ୍ତୁ ସିଧା ଆକାଶରୁ ପଡ଼ିଲା ବିଲରେ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
Special report
ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଏବେ ଏଭଳି କିଛି ଖବର ପାଇପାରିବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆଉ ଏଭଳି ଖବର ଶୁଣିଲେ ମନରେ ଅନେକ କଥା ଭାବିବା ସହ ଆପଣଙ୍କ ମନରେ ଅନେକ କଥା ଆସିବ । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି । 
ଏବେ ସୋସିଆଲ ମିଡିଆରେ ମଝି ଆକାଶରୁ ଖସି ପଡିଥିବା ଏହି ଅଜଣା ବସ୍ତୁକୁ ନେଇ ଚର୍ଚ୍ଚା ହେଉଛି । ଏହି ଅଜଣା ବସ୍ତୁକୁ ଦେଖି ଲୋକମାନେ ଭୟଭୀତ ହୋଇ ଯାଇଛନ୍ତି । ଆଉ ଲୋକଙ୍କ ଭିତରେ କୋକୁଆ ଭୟ ସୃଷ୍ଟି ହୋଇଛି ।
Special report
ଏହି ଅଜଣା ବସ୍ତୁକୁ ଦେଖି ଲୋକମାନେ ଏଣେ ତେଣେ ଦୌଡ଼ି ପଳାଇ ଥିଲେ । କିଛି କେଉଁଆଡେ ନଥିଲା କିନ୍ତୁ ହଠାତ୍ ଆକାଶରୁ ପଡିଲା ଚିକମିକ କରୁଥିବା ଅଜଣା ବସ୍ତୁ । ଏହି ଅଜଣା ବସ୍ତୁ କେଉଁଠୁ ଆସିଲା ଆଉ କେମିତି ଆସିଲା ଏହାକୁ ନେଇ ଲୋକଙ୍କ ଭିତରେ କୋକୁଆ ଭୟ ଖେଳି ଯାଇଛି । 
ଦିଲ୍ଲୀ ୱାରିଅର୍ ଜିଲ୍ଲାରେ ବିତରୁଆ ଥାନା ଅଧୀନରେ ଥିବା ଜୋରା ଗ୍ରାମରେ ଆକାଶରୁ ଏକ ଅଜଣା ଆଉ ରହସ୍ୟମୟ ବସ୍ତୁ ଖସି ପଡ଼ିଛି । ଯାହାକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହେବା ସହ ଭୟଭୀତ ହୋଇ ପଡିଛନ୍ତି ।
Special report
ଏହି ରହସ୍ୟମୟ ବସ୍ତୁ ପଡ଼ିବା ମାତ୍ରକେ ଭୂମି ୨ ଫୁଟ ଭିତରକୁ ଦବି ଗଲା । ଆଉ ଏନେଇ ଗ୍ରାମବାସୀ ଭୟଭୀତ ହୋଇ ପୋଲିସକୁ ସୂଚନା ଦେଇଥିଲା । ପୋଲିସ ସେଠାରେ ପହଞ୍ଚି ଏହି ବସ୍ତୁ କଣ ଏହାର ତଦନ୍ତ କରୁଛି । ଆଉ ତଦନ୍ତରୁ ଏପର୍ଯ୍ୟନ୍ତ କିଛି ଜଣାପଡି ନାହିଁ ବୋଲି ପୋଲିସ କହିଛି ।
ଏବେ ବିଶେଷଜ୍ଞମାନେ ଏହି ବସ୍ତୁର ତଦନ୍ତ କରୁଛନ୍ତି । ଏହି ଚାଷଜମିରେ ଚାଷୀମାନେ ଚାଷ କରୁଥିଲେ । ଆଉ ଏହି ସମୟରେ ହଠାତ୍ ଆକାଶରୁ ଚିକମିକ୍ ଦେଖା ଯାଉଥିବା ଏହି ରହସ୍ୟମୟ ବସ୍ତୁ ପଡ଼ିଥିଲା । ଏହି ବସ୍ତୁର ଆକାର ଗୋଲାକାର ହୋଇଥିବା ବେଳେ ଏହାର ଓଜନ ପ୍ରାୟ ୫୦ କେଜି ଅଟେ ।
ଏହି ବସ୍ତୁ ଆକାଶରୁ ପଡ଼ିବା ପରେ ଏହା ଘୁରି ଘୁରି ଅଳ୍ପ ବାଟ ଘୁଞ୍ଚି ଯାଇଥିଲା । ଏହାକୁ ଦେଖି ଚାଷୀମାନେ ଭୟଭୀତ ହୋଇ ସେଠାରୁ ଚାଲି ଯାଇଥିଲେ । ଏହି ବିଶେଷଜ୍ଞମାନଙ୍କ ତଦନ୍ତ ପରେ ଏହି ଘଟଣା ବା ଏହି ବସ୍ତୁଟି କଣ ତାହା ଜଣାପଡ଼ିବ ବୋଲି ଆଶା କରାଯାଇଛି ।