Movie prime

ମଝି ରାସ୍ତାରେ ସରିଗଲା ଗାଡିରୁ ତେଲ ଶେଷରେ ଗ୍ରାହକଙ୍କୁ ପଛରେ ବସାଇ ଠେଲି ଠେଲି ନେଲେ ରାପିଡୋ ଡ୍ରାଇଭର

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଆପଣମାନେ ସବୁ ଅଞ୍ଚଳର ଆଉ ସବୁ ପ୍ରକାରର ଖବର ପାଇ ପାରୁଛନ୍ତି ।
Special report
ଯାତାୟତ ପାଇଁ ସାଧାରଣ ଲୋକଙ୍କ ପାଇଁ କମ୍ ଖର୍ଚ୍ଚରେ ଅନେକ ସୁବିଧା ମିଳୁଛି । ରାପିଡୋ ସେବା, ଓଲା ଏବଂ ଅନ୍ୟାନ୍ୟ ପ୍ରକାରର ସେବା ଉପଭୋଗ କରୁଛନ୍ତି ଲୋକମାନେ । ଏବେ ଏହି ରାପିଡୋକୁ ନେଇ କିଛି ଖବର ଆସିଛି ଯାହା ଏହି ଭିଡିଓ ମାଧ୍ୟମରେ ଆପଣମାନେ ପାଇପାରିବେ ।
ରାପିଡୋ ବାଇକ୍ ଏବଂ କାର ଇତ୍ୟାଦିର ସେବା ଯୋଗାଇ ଥାଏ । ଆଉ ମଧ୍ୟ ଅଟୋ ଆଦି ସେବା ରହିଛି । ଏହି ଖବର ଦ୍ଵାରା ଜଣାପଡିଛି କି ଜଣେ ବ୍ୟକ୍ତି ରାପିଡୋ ବୁକ୍ କରିଥିଲେ । ଆଉ ଏହି ବ୍ୟକ୍ତି ଜଣକ ବାଇକ୍ ବୁକ୍ କରିଥିଲେ ।
Special report
ସେ ବାଇକରେ ଯାଉଥିବା ସମୟରେ ଘଟିଥିଲା କିଛି ଘଟଣା । ଗାଡ଼ିରେ ବସାଇ ବ୍ୟକ୍ତିଙ୍କୁ ଠେଲି ଠେଲି ନେଲେ ରାପିଡୋ ଡ୍ରାଇଭର । ନିଜ ସ୍ଥାନରେ ବ୍ୟକ୍ତି ଜଣକ ପହଞ୍ଚିବା ପରେ ଗାଡିରୁ ଓହ୍ଲାଇଥିଲେ । 
ଏହି ବ୍ୟକ୍ତି ଜଣକ ଗାଡ଼ିରେ ବସି ଯାଉଥିବା ସମୟରେ ଗାଡିରୁ ତେଲ ସରି ଯାଇଥିଲା । ଗାଡିରୁ ପେଟ୍ରୋଲ ସରିଯିବା ପରେ ଏହି ବ୍ୟକ୍ତି ଜଣକ ଗାଡିରୁ ଓହ୍ଲାଇ ନଥିଲେ ଆଉ ବ୍ୟକ୍ତି ଜଣକ କହିଥିଲେ ସେ ଟଙ୍କା ଦେଇଛନ୍ତି ମାନେ ଗାଡ଼ିରେ ବସିକରି ଯିବେ ।
Special Report
ଏହି ବ୍ୟକ୍ତି ଜଣଙ୍କୁ ରାପିଡୋ ଡ୍ରାଇଭର ଗାଡ଼ିରେ ବସାଇ କରି ନେଉଛନ୍ତି । ଏହି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି । ଏହି ବ୍ୟକ୍ତି ଜଣକ ଗାଡିରୁ ତାଙ୍କ ଗନ୍ତବ୍ୟ ସ୍ଥଳରେ ନ ପହଁଚିବା ପର୍ଯ୍ୟନ୍ତ ଓହ୍ଲାଇ ନଥିଲେ ।
ଏହି ଗ୍ରାହକ ଜଣକ ଏଭଳି ଜିଦ୍ ଧରିଥିବାରୁ ରାପିଡୋ ଡ୍ରାଇଭର ତାଙ୍କୁ ଗାଡ଼ିରେ ବସାଇ କରି ନେଇଥିଲେ ଆଉ ତାଙ୍କ ସ୍ଥାନରେ ତାଙ୍କୁ ପହଞ୍ଚାଇଥିଲେ । ଏହି ରାପିଡୋ ଡ୍ରାଇଭର ଜଣଙ୍କ ପାଖରେ ପେଟ୍ରୋଲ ପକାଇବାକୁ ଟଙ୍କା ନଥିଲା ।
Special Report
ଏହି ଗ୍ରାହକ ଜଣକ ପାଖରେ ମଧ୍ୟ ବିବେକ ନଥିଲା ନହେଲେ ସେ ଏଭଳି କାମ କରି ନଥାନ୍ତେ । ଏହି ଘଟଣା ହାଇଦ୍ରାବାଦରେ ଦେଖିବାକୁ ମିଳିଛି । ଏହି ଗ୍ରାହକ ଜଣକ ଯାଉଥିବା ସମୟରେ ଅଧା ରାସ୍ତାରେ ଗାଡିରୁ ପେଟ୍ରୋଲ ସରି ଯାଇଥିଲା । 
ଆଉ ରାପିଡୋ ଡ୍ରାଇଭର ପେଟ୍ରୋଲ ପମ୍ପ ପାଖକୁ ଯିବା ପରେ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇ ଦେବେ ବୋଲି ଗ୍ରାହକଙ୍କୁ କହିଥିଲେ କିନ୍ତୁ ସେ ମାନି ନଥିଲେ ।
ଆଉ ଏହାପରେ ସେ ତାଙ୍କୁ ଗାଡ଼ିରେ ବସାଇ ଠେଲି ଠେଲି ପେଟ୍ରୋଲ ପମ୍ପକୁ ନେଇ ପେଟ୍ରୋଲ ଭରି ଗ୍ରାହକ ଜଣଙ୍କୁ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇଥିଲେ । ଏହି ସବୁ କଥା ଜଣେ ଅଟୋ ଚାଳକ ରେକର୍ଡ କରିଥିଲେ । ଏବେ ଏହି ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେଉଛି ।