Movie prime

ବୁଢ଼ୀ ବୟସ ରେ ମଲାଇକା କୁ କୁକୁର ଉପହାର ଦେଲେ ଅର୍ଜୁନ ! କହିଲେ ଆଉ କଣ ତାକୁ ଏଇ ବୟସ ରେ ପିଲା ଦେଇଥାନ୍ତି କି

 
Special report
ନମସ୍କାର ପାଠକ ବନ୍ଧୁ।ମଲାଇକା ଅରୋରା ଖାଁ ବଲିଉଡ ର ଜଣେ ଆଗ ଧାଡ଼ି ର ଅଭିନେତ୍ରୀ।ସେ ବଲିଉଡ କୁ ଅନେକ ହିଟ୍ ହିଟ୍ ଫିଲ୍ମ ଦେଇ ସାରିଛନ୍ତି।ତାଙ୍କ ନାଚ କୁ ଦେଖିବାକୁ ଲୋକ ମାନେ ବହୁତ ପସନ୍ଦ କରନ୍ତି।ହେଲେ ସେ ତାଙ୍କ ଅଭିନୟ ବ୍ୟତିତ ନିଜ ବ୍ୟକ୍ତିଗତ ଜୀବନ କୁ ନେଇ ସବୁବେଳେ ଚର୍ଚ୍ଚା ରେ ଥାଆନ୍ତି।
Special report
ତାଙ୍କ ବୟସ ୫୦ ରୁ ଉର୍ଦ୍ଧ ହୋଇ ଯାଇଥିଲେ ମଧ୍ୟ ସେ ଏବେ ବି ବହୁତ ସୁନ୍ଦର ଦେଖା ଯାଉଛନ୍ତି।ଅର୍ଜୁନ କପୁର ଙ୍କ ସହିତ ପ୍ରେମ କାହାଣୀ କୁ ନେଇ ସେ ସବୁବେଳେ ଚର୍ଚ୍ଚା ରେ ଥାଆନ୍ତି।ସେ ସଲମନ୍ ଖାଁ ଙ୍କ ଭାଇ ଙ୍କ ଠାରୁ ଅଲଗା ହେବା ପରେ ଅର୍ଜୁନ କପୁର ଙ୍କ ପ୍ରେମ ରେ ପଡ଼ି ଯାଇଥିଲେ।
ଦୀର୍ଘ ବର୍ଷ ହେଲାଣି ଉଭୟ ପରସ୍ପର କୁ ବିବାହ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ବର୍ତ୍ତମାନ ସମୟ ରେ ଶୁଣା ଯାଉଚି ଯେ ମଲାଇକା ଙ୍କ ଜୀବନ ରେ ଆଉ ଏକ ଦୁଃଖଦ ଖବର ଆସି ପହଞ୍ଚି ଯାଇଚି।କିଛି ଦିନ ତଳେ ତାଙ୍କ ପିତା ଙ୍କ ର ମୃ-ତ୍ୟୁ ହୋଇ ଥିଲା।ଯାହାକୁ ସେ ସହି ପାରି ନ ଥିଲେ।
Special report
ଏହି ସମୟ ରେ ତାଙ୍କୁ ଅର୍ଜୁନ କପୁର ସାହାରା ଦେଇଥିଲେ।ତାଙ୍କ ପାଖେ ପାଖେ ରହିଥିଲେ।ଏବେ ଆଉ ଏକ ଦୁଃଖଦ ଖବର ତାଙ୍କ ପାଇଁ ଆସି ପହଞ୍ଚି ଯାଇଚି।ଯାହାକୁ ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ।ଭଗବାନ କାହିଁକି ତାଙ୍କ ଜୀବନ ରେ ଏତେ ଦୁଃଖ କଷ୍ଟ ଦେଉଛନ୍ତି ବୋଲି ସମସ୍ତେ ଏବେ ପ୍ରଶ୍ନ କରୁଛନ୍ତି।
ସୂଚନା ଅନୁସାରେ ଅର୍ଜୁନ କପୁର ଏକ କୁକୁର ଛୁଆ ରଖିଥିଲେ।ଯାହାକୁ କି ଉଭୟ ଅର୍ଜୁନ ଓ ମଲାଇକା ଭଲ ପାଉଥିଲେ।ଯେଉଁ ଆଡ଼େ ଯାଉ ଥିଲେ ତାକୁ ନେଇକି ଯାଉଥିଲେ।
Special report
କିନ୍ତୁ ହଟାତ ତାଙ୍କ କୁକୁର ଛୁଆ ର କଣ ହେଲା କେଜାଣି ସେ ଦୁନିଆ ଛାଡି ଚାଲି ଗଲା।ଏଥିପାଇଁ ଅର୍ଜୁନ କପୁର ଓ ମଲାଇକା ଅରୋରା ବହୁତ କାନ୍ଦୁଛନ୍ତି।ସମସ୍ତେ ଏବେ ତାଙ୍କୁ ସାନ୍ତ୍ଵନା ଦେଉଛନ୍ତି।ଉଭୟ ଏବେ ବହୁତ ଦୁଃଖ ରେ ଅଛନ୍ତି।
ଏବେ ଶୁଣା ଯାଉଛି ଯେ ଖୁବ୍ ଶୀଘ୍ର ଅର୍ଜୁନ ଓ ମଲାଇକା ବିବାହ କରିବାକୁ ଯାଉଛନ୍ତି।ଦୀର୍ଘ ୮ ବର୍ଷ ହେଲାଣି ସେମାନେ ପରସ୍ପର ସହିତ ଅଛନ୍ତି।ଆଉ ମଧ୍ୟ ବହୁତ ଖୁସି ରେ ଅଛନ୍ତି।ତାଙ୍କ ପ୍ରଶଂସକ ମାନେ ମଧ୍ୟ ତାଙ୍କ ବିବାହ କୁ ଅପେକ୍ଷା କରି ରହିଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.