Movie prime

ମାଲିକାଣୀ ଫୋନ୍ ରେ ଗପୁଥବା ବେଳେ ପଛରୁ ଆସି ଏମିତି କାଣ୍ଡ କରିଦେଲା ଚାକର..

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁ ଗଣ ଆସିଛି ଏକ ବଡ ଖବର।ଜଣେ ମହିଳା ଚଉଠି ରାତି ରେ ନିଜ ସ୍ଵାମୀ ଙ୍କୁ ଛାଡି ପ୍ରେମିକ ସହିତ ଫେରାର ହୋଇ ଗଲେ।ଏଭଳି ଘଟଣା ଦେଖିବାକୁ ମିଳିଛି ବିହାର ରାଜ୍ୟ ରେ।
ସେଠାରେ ନିଧି ନାମକ ଜଣେ ଝିଅ ଏହି କିଛି ଦିନ ତଳେ ବିବାହ କରିଥିଲେ।ହେଲେ ବିବାହ ପରେ ତାଙ୍କ ସ୍ଵାମୀ ତାଙ୍କୁ ତାଙ୍କ ପ୍ରେମିକ ଙ୍କ ସହିତ ବିବାହ କରାଇ ଦେଇଛନ୍ତି।ଏଭଳି ଏକ ଅଜବ ଦୃଶ୍ୟ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।
ସୂଚନା ଅନୁସାରେ ନିଧି ଏକ ଘରୋଇ କମ୍ପାନୀ ରେ କାମ କରୁଥିଲେ।ସେଠାରେ କାମ କରୁଥିଲେ ସଚିନ ନାମକ ଜଣେ ପିଲା।ଉଭୟ ଧୀରେ ଧୀରେ ପରସ୍ପର କୁ ପ୍ରେମ କରିବାକୁ ଲାଗିଲେ।
Special report
ଅନ୍ୟ ପଟେ ନିଧି ଙ୍କ ଘର ଲୋକେ ନିଧି ଙ୍କ ପାଇଁ ବର ଖୋଜି ସାରି ଥିଲେ।ସଚିନ ତାଙ୍କ ଠାରୁ ଦୁଇ ବର୍ଷ ସାନ ହୋଇ ଥିବାରୁ ନିଧି ତାଙ୍କ ଘର ଲୋକ ଙ୍କୁ ଏ ବିଷୟରେ କହି ପାରୁ ନ ଥିଲେ।ଯାହା ଫଳ ରେ ନିଧି ଙ୍କ ବିବାହ ବିକାଶ ଙ୍କ ସହିତ କରି ଦିଆ ଗଲା।
ବିକାଶ ଜଣେ ସରକାରୀ କର୍ମଚାରୀ ଥିଲେ।ଭଲ ଅର୍ଥ ରୋଜଗାର କରୁଥିଲେ।ଏତେ ସୁନ୍ଦରୀ ସ୍ତ୍ରୀ ପାଇ ସେ ମନେ ମନେ ବହୁତ ଖୁସି ହୋଇ ଯାଇଥିଲେ।ତାଙ୍କୁ ନିଜର କରିବା ପାଇଁ ଚାହୁଁଥିଲେ।
ହେଲେ ଯେତେବେଳେ ସେ ତାଙ୍କ ଚଉଠି ରାତି ଦିନ ନିଧି ଙ୍କ ସହିତ ଶାରୀରିକ ସମ୍ପର୍କ ରଖିବା ପାଇଁ ଆସି ଥିଲେ।ସେତିକି ବେଳେ ନିଧି ତାଙ୍କୁ ମନା କରିଥିଲେ।ଓ ସବୁ ସତ କଥା କହିଥିଲେ।ଏହା ପରେ ତାଙ୍କ ସ୍ଵାମୀ ସଚିନ ଙ୍କ ଘର କୁ ଡାକିଲେ।
ତାଙ୍କ ସହିତ ପ୍ରଥମେ କଥା ହୋଇ ଥିଲେ।ପରେ ଉଭୟ ଙ୍କ ବିବାହ କରାଇ ଦେଇଥିଲେ।ସଚିନ ଙ୍କ ଘର ହେଉଛି ବାଙ୍ଗାଲୋର ରେ।ଏବେ ଉଭୟ ନିଧି ଓ ସଚିନ ସେଠାରେ ସୁଖ ରେ ଘର ସଂସାର କରୁଛନ୍ତି।ଯେ କେହି ବି ଏହି ଘଟଣା ଟି ଶୁଣିଛି ଆଶ୍ଚର୍ଯ୍ୟ ହୋଇ ଯାଉଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.