Movie prime

ମନ ଦୁଃଖ ରେ କହିଲେ ରାହୁଲ ଗାନ୍ଧୀ, ଗାନ୍ଧୀ ପରିବାରକୁ ସହି ପାରୁ ନାହାଁନ୍ତି ମୋଦୀ

 
Special report
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ପ୍ରତିଦିନ ଖବର କାଗଜ ପଢ଼ୁଥିବେ।ଖବର କାଗଜ ରେ ଏମିତି ଅନେକ ଖବର ଜାଣି ଥିବେ।ରାଜନୀତି ବିଷୟ ରେ ମଧ୍ୟ ଭଲ ଭାବେ ଜାଣି ଥିବେ।ଆମ ଦେଶ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖ ଦିନ ସ୍ଵାଧୀନତା ପାଇ ଥିଲା।
Special report
ତା ପୂର୍ବଦିନ ଇଂରେଜ ମାନେ ଆମ ଦେଶ କୁ ଛାଡି ଚାଲି ଯାଇଥିଲେ।ଏହା ପରେ ପରେ ପ୍ରଥମେ କଂଗ୍ରେସ ଦଳ ଦେଶ କୁ ଶାସନ କରିବାକୁ ଲାଗିଲେ। ଜବାହାରଲାଲ ନେହେରୁ ଦେଶ ର ପ୍ରଧାନ ମନ୍ତ୍ରୀ ହେଲେ।ତାଙ୍କୁ ସମସ୍ତେ ସପୋର୍ଟ ମଧ୍ୟ କଲେ।
କୁହା ଯାଏ ଯେ ଗାନ୍ଧୀ ଓ ନେହେରୁ ଙ୍କ ପାଇଁ ଦେଶ ବିଭାଜନ ହୋଇଛି।ପାକିସ୍ଥାନ ନାମ ରେ ଏକ ନୂଆ ଦେଶ ସୃଷ୍ଟି ହେଲା।ଯାହାକି ମୁସଲିମ ମାନଙ୍କ ଶାସନ ରେ ରହିଲା।ମହମ୍ମଦ ଅଲ୍ଲୀ ଜିନା ସେ ସମୟ ରେ ପାକିସ୍ଥାନ ର ପ୍ରଧାନ ମନ୍ତ୍ରୀ ହେବାକୁ ଚାହୁଁ ଥିଲେ।
ହେଲେ ଏହା ସମ୍ଭବ ହୋଇ ପାରିଲା ନାହିଁ।ତାଙ୍କ ସ୍ଥାନ ରେ ଲିଆକତ ଅଲ୍ଲୀ ଖାଁ ପାକିସ୍ଥାନ ର ପ୍ରଧାନମନ୍ତ୍ରୀ ହେଲେ।୧୯୫୨ ମସିହା ରେ ପ୍ରଥମେ ନିର୍ବାଚନ ହେଲା।ସେତେବେଳେ ଶ୍ୟାମା ପ୍ରସାଦ ମୁଖାର୍ଜୀ ଙ୍କୁ କ୍ୟାବିନେଟ ରେ ନେଇ ଥିଲେ ଜବାହାର ନେହେରୁ।
ପାକିସ୍ଥାନ ର ପ୍ରଧାନ ମନ୍ତ୍ରୀ ଲିଆକତ ଅଲ୍ଲୀ ଖାଁ ଙ୍କ ସହିତ ଜବାହାର୍ ନେହେରୁ ଏକ ଚୁକ୍ତି କରିଥିଲେ।ଏହାକୁ ପସନ୍ଦ କରି ନ ଥିଲେ ଶ୍ୟାମା ପ୍ରସାଦ ମୁଖାର୍ଜୀ।ସେଥିପାଇଁ ସେ ତାଙ୍କ ଦଳ ରୁ ବାହାରି ଯାଇଥିଲେ।ଓ ଭାରତ ସମ୍ବିଧାନ ର ୭୦ ଧାରା କୁ ନେଇ ନେହେରୁ ଙ୍କ ମନ୍ତ୍ରୀ ମଣ୍ଡଳ କୁ ବିଭିନ୍ନ କଥା କହିଥିଲେ ଶ୍ୟାମା ପ୍ରସାଦ ମୁଖାର୍ଜୀ।
Special report
ସେ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ ର ସଦସ୍ୟ ଥିଲେ।ଏହା ପରେ ବର୍ତ୍ତମାନ ର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ସଂଘ ର ସଦସ୍ୟ ଅଛନ୍ତି।ସେହି ବିଚାର ଧାରା କୁ ନେଇ ଆଜି ମଧ୍ୟ ମୋଦି କଂଗ୍ରେସ ଦଳ କୁ ବିରୋଧ କରୁଛନ୍ତି।
ସେ ସମୟ ରେ ୩୭୦ ଧାରା ରେ ଜାମ୍ମୁ କାଶ୍ମୀର ଉପରେ କିଛି ନିୟମ ପ୍ରଣୟନ କରା ଯାଇଥିଲା।ଦେଶ କୁ ଗାନ୍ଧୀ ପରିବାର ଦୁଇ ଭାଗ କରିଦେଲା ବୋଲି କୁହା ଯାଏ।
ବର୍ତ୍ତମାନ ସମୟ ରେ କଂଗ୍ରେସ ଦଳ ରେ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ ରହିଥିଲେ ମଧ୍ୟ ଲୋକେ ସେ ଦଳ କୁ ପସନ୍ଦ କରୁ ନାହାନ୍ତି।ବହୁତ ବର୍ଷ ସେମାନେ ଶାସନ କଲେ।ଆଉ ଏବେ ବିଜେପି ଦଳ ର ମୁଖ୍ୟ ନରେନ୍ଦ୍ର ମୋଦି ଭାରତ ରେ ଶାସନ କରୁଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.