Movie prime

ଏପଟେ ଅଶ୍ଳିଳ ସିନ କରିବାରେ ବ୍ୟସ୍ତ ଥିଲେ ସାଉଥ୍ ଅଭିନେତ୍ରୀ ସମନଥା, ଆଉ ସେପଟେ ତାଙ୍କ ମ୍ୟାନେଜର ଲୁଟି ନେଲା ୧ କୋଟି ଟଙ୍କା

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଠକାମୀ ରେ ପଡ଼ି ଯାଇଛନ୍ତି ଜଣେ ସାଉଥ୍ ଇଣ୍ଡଷ୍ଟ୍ରି ର ପ୍ରସିଦ୍ଧ ଅଭିନେତ୍ରୀ। ଆଉ ଏହାକୁ ନେଇ ସେହି ଅଭିନେତ୍ରୀ ଜଣକ ଖୁବ୍ ଚିନ୍ତିତ ହୋଇ ପଡିଛନ୍ତି।
Special report
ସେହି ବଡ଼ ଅଭିନେତ୍ରୀ ଜଣକ ଆଉ କେହି ନୁହଁନ୍ତି ବରଂ ସେ ହେଉଛନ୍ତି ସାମନ୍ଥା। ସାମନ୍ଥା ତାଙ୍କର ମ୍ୟାନେଜର ଙ୍କ ଦ୍ବାରା ହିଁ ଠକାମୀ ର ସ୍ବୀକାର ହୋଇଛନ୍ତି। ତାଙ୍କର ମ୍ୟାନେଜର ହିଁ ଏହି ଅଭିନେତ୍ରୀ ଜଣକ ସହ ବିଶ୍ବାସ ଘାତକ କରିଛନ୍ତି।
ମ୍ୟାନେଜର ଙ୍କ ଦ୍ବାରା ସେ ଏକ କୋଟି ଟଙ୍କାର ଠକାମୀ ର ଶିକାର ହୋଇ ଥିବାର କୁହା ଯାଉଛି। ନିଜର ଅଭିନୟ ଓ ବ୍ୟକ୍ତିଗତ ଜୀବନ କୁ ନେଇ ସେ ପ୍ରାୟ ସମୟରେ ଖୁବ୍ ଚର୍ଚ୍ଚାରେ ମଧ୍ୟ ରହି ଥାଆନ୍ତି।
Special report
ତାଙ୍କର ପ୍ରଶଂସକ ମାନେ କେବଳ ଭାରତରେ ନୁହେଁ ବରଂ ତାଙ୍କର ପ୍ରଶଂସକ ମାନେ ସାରା ବିଶ୍ଵରେ ମଧ୍ୟ ଉପସ୍ଥିତ ଅଛନ୍ତି । ସାରା ବିଶ୍ଵର ଲୋକ ମଧ୍ୟ ତାଙ୍କୁ ଜାଣନ୍ତି। ସେ ତାଙ୍କର ପରିଶ୍ରମ ବଳରେ ସେତିକି ନାମ ମଧ୍ଯ ଅର୍ଜନ କରିଛନ୍ତି।
ତାଙ୍କର ଲକ୍ଷାଧିକ ଫ୍ୟାନ ଥିବା ବେଳେ ସେମାନେ ସାମନ୍ଥା ଙ୍କ ସମ୍ପର୍କରେ ସବୁକିଛି ଜାଣିବା ପାଇଁ ମଧ୍ଯ ଚାହାଁନ୍ତି।ସାମନ୍ଥା ଙ୍କ ଉପରେ ଦୁଃଖର ପାହାଡ଼ ଭାଙ୍ଗି ପଡିଛି କାରଣ ନିକଟରେ ତାଙ୍କର ଛାଡ଼ପତ୍ର ହୋଇଥିଲା ଏହାପରେ ସେ ଏକ ବଡ଼ ରୋଗରେ ପୀଡିତ ଥିଲେ
 ଯାହାର ଚିକିତ୍ସା ପାଇଁ ମଧ୍ଯ ସେ ବିଦେଶ ଯାଇଥିଲେ। ଆଉ ଏବେ ସେ ମଧ୍ୟ ତାଙ୍କର ମ୍ୟାନେଜର ଙ୍କ ଠାରୁ ଏକ ବହୁତ୍ ବଡ଼ ଧୋକା ପାଇଛନ୍ତି। ନିକଟରେ ତାଙ୍କର ଆଗାମୀ ଚଳଚ୍ଚିତ୍ର ର ପ୍ରମସନ୍ ପାଇଁ ସେ ହାଇଦ୍ରାବାଦ ଯାଇଥିଲେ।
ଯେଉଁଥିରେ ସେ ଏକ ବଡ଼ ଆର୍ଥିକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। କୁହା ଯାଇଛି କି ତାଙ୍କ ମ୍ୟାନେଜର ପାଇଁ ସାମନ୍ଥା ଏକ କୋଟି ଟଙ୍କାର କ୍ଷତି ସହିଛନ୍ତି। ଏହା ପୁର୍ବରୁ ସାମନ୍ଥା ଯେତେବେଳେ ତାଙ୍କର ଚିକିତ୍ସା ପାଇଁ ଯାଇଥିଲେ
ସେତେବେଳେ ମଧ୍ୟ ତାଙ୍କର ମ୍ୟାନେଜର କିଛି ଟଙ୍କା କୁ ଗଡବଡି କରିଥିଲେ। ଏହାପରେ ମଧ୍ୟ ଦୁହିଁଙ୍କ ମଧ୍ୟରେ ତୀବ୍ର ଯୁକ୍ତିତର୍କ ହୋଇଥିଲା। ଆଉ ଏବେ ସାମନ୍ଥା ତାଙ୍କ ପାଇଁ ଏକ ନିର୍ଭର ଯୋଗ୍ୟ ମ୍ୟାନେଜର ଖୋଜୁଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.