Movie prime

ମନ୍ଦାର ଗଛ ଚେରର ଏମିତି ଚମତ୍କାରି ଲାଭ ଜାଣିଲେ ଆପଣ ଆଶ୍ଚର୍ୟ୍ଯ ହୋଇଯିବେ ଦେଖନ୍ତୁ ରାତି ରାତି ବଦଳିବ ଭାଗ୍ୟ !! ଜାଣନ୍ତୁ କେମିତି କରିବେ ଏହି ଉପାୟ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଧର୍ମଶାସ୍ତ୍ରରେ ମୟୂରପଙ୍ଖକୁ ଅଧିକ ମହତ୍ଵ ଦିଆଯାଇଥାଏ। କାରଣ ଶାସ୍ତ୍ରରେ ମୟୂର ପଙ୍ଖକୁ ସୁଖ ସମୃଦ୍ଧିର ପ୍ରତୀକ ଭାବେ ବିବେଚନା କରାଯାଇଥାଏ। ଏହା ହେଉଛି ଏକ ଅତ୍ୟନ୍ତ ପବିତ୍ର ବସ୍ତୁ। ଏହା ଯେଉଁ ସ୍ଥାନରେ ରହିଥାଏ। ସେହି ସ୍ଥାନରେ ସକାରାତ୍ମକ ଊର୍ଜାର ବିକାଶ ଘଟାଇ ଥାଏ।
Special report
ଏହି ମୟୂରପଙ୍ଖରେ ବାସ୍ତୁଦୋଷକୁ ନିୟନ୍ତ୍ରଣ କରି ରଖିବାରେ ମଧ୍ୟ ଭୂମିକା ନେଇଥାଏ। ହେଲେ ମୟୂର ପଙ୍ଖକୁ ଘରକୁ ଆଣି ଏହାକୁ ଯଦି ତାହାର ଉପଯୁକ୍ତ ନିୟମ ଅନୁସାରେ ରଖନ୍ତି। ତେବେ ହିଁ ଏହାର ଉପଯୁକ୍ତ ଫାଇଦା ଆପଣଙ୍କୁ ମିଳି ପାରିବ। 
ଯଦି ଆପଣଙ୍କ ଘରେ ଟଙ୍କାର ସବୁବେଳେ ଅଭାବ ଲାଗି ରହୁଛି। ଯେତେ ଟଙ୍କା ରୋଜଗାର କରିଲେ ମଧ୍ୟ ଟଙ୍କାର ଅଣ୍ଟୁନାହିଁ। ତେବେ ମୟୂରପଙ୍ଖର ଉପଚାର ଦ୍ଵାରା ଧନ ସମସ୍ଯାକୁ ଦୂରେଇ ପାରିବେ। ଯଦି ବଇଁଶି ମଧ୍ୟରେ ମୟୂର ପଙ୍ଖ ଭର୍ତ୍ତି କରି ରଖିବେ।
ତେବେ ଏହା ଘର ପାଇଁ ଶାନ୍ତିର ବାତାବରଣ ଆଣିଦେବ। ଏହା ସହ ଘରେ ଶାନ୍ତିର ମାହୋଲ ଦେଖା ଦେବ। ଘର ମଧ୍ୟରେ ଅଶାନ୍ତି, ଗୃହ କ୍ଲେଶ ଆଦି ଅନେକ ସମସ୍ଯା ବହୁ ସମୟରେ ଦେଖା ଦେଇଥାଏ। ହେଲେ ଆପଣଙ୍କୁ ଧ୍ୟାନ ଦେବାକୁ ପଡିବ। 
Special report
ଘରେ ନକରାତ୍ମକ ଊର୍ଜା ପ୍ରବେଶ କରିଲେ, ଘରେ ସବୁବେଳେ କିଛି ନା କିଛି ସମସ୍ଯାମନ ଲାଗି ରହୁଥାଏ । ତେବେ ଏପରି ସ୍ଥଳେ ଆପଣ ୩ ଟି ମୟୂର ପଙ୍ଖକୁ ନେଇ ନିଜ ମୁଖ୍ୟ ଦ୍ଵାର ସାମ୍ନାରେ ଜୋରଜୋର କରି ହଲାନ୍ତୁ ।
ପ୍ରତ୍ଯେକ ଦିନ ସକାଳେ ଏପରି କରିବା ଦ୍ଵାରା ଆପଣଙ୍କ ଘରେ ଥିବା ସମସ୍ତ ଖରାପ ଶକ୍ତି ବାହାରକୁ ଚାଲି ଯାଇଥାଏ। ଆପଣଙ୍କ ଘରର ମୁଖ୍ୟ ଦ୍ଵାର ଉପରେ ଗଣେଶଙ୍କ ପ୍ରତିମା ରଖନ୍ତୁ। ଏହି ପ୍ରତିମାର ୨ ପାର୍ଶ୍ଵରେ ମୟୂର ପଙ୍ଖ ଅବଶ୍ୟ ରଖନ୍ତୁ। ଏପରି କରିବା ଦ୍ଵାରା ଆପଣଙ୍କ ଘରର ଉନ୍ନତି ଘଟି ଥାଏ। ଯଦି କିଛି ବାସ୍ତୁ ଦୋଷ ଘରେ ରହିଥାଏ। 
ତେବେ ତାହା ମଧ୍ୟ କଟିଥାଏ। ଯଦି ଆପଣଙ୍କର କୌଣସି ପ୍ରକାର ଗ୍ରହର ସ୍ଥିତି ଭଲ ନାହିଁ। ଯେଉଁ କାରଣରୁ ଆପଣ ବିଭିନ୍ନ ପ୍ରକାର ସମସ୍ଯାର ସାମ୍ନା କରୁଛନ୍ତି। ଯତେବେ ଆପଣ ମୟୂର ପଙ୍ଖକୁ ନେଇ ତାହାଉ ପରେ ଗଙ୍ଗା ଜଳ କିମ୍ବା ଶୁଦ୍ଧ ଜଳ ଛିଞ୍ଚନ କରନ୍ତୁ।
ଏହାପରେ ଏହି ମୟୂରର ପଙ୍ଖକୁ ନେଇ ଘରର ଏପରି ସ୍ଥାନରେ ରଖନ୍ତୁ। ଯେଉଁ ସ୍ଥାନରେ ଏହା ଉପରେ କାହାର ମଧ୍ୟ ନଜର ପଡି ପାରିବ ନାହିଁ। ତେବେ ଯାଇ ଆପଣଙ୍କର ଗ୍ରହର ସ୍ଥିତି ମଜଭୁତ ରହିବ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.