Movie prime

ଆପଣଙ୍କ ଭାଗ୍ୟ ଗୋଟିଏ ମୁହୂର୍ତ୍ତରେ ବଦଳାଇ ଦେବ ମନ୍ଦାର ଫୁଲ ଦେଖନ୍ତୁ କେମିତି

 
Special report
ପୁଜା କରିବା ସମୟରେ ଦେବଦେବୀ ମାନଙ୍କୁ ମନ୍ଦାର ଫୁଲ ଅର୍ପଣ କରିଥାନ୍ତି।ଏପରି ପ୍ରକାରର ଗଛ ରହିଛି ଯାହା କିଛି ନା କିଛି ରୋଗ କୁ ଠିକ୍ କରିବା ପାଇଁ କାମରେ ଆସିଥାଏ।
ଯେଉଁମାନେ ଏ ବିଷୟରେ ଜାଣି ନଥିବେ ସେମାନଙ୍କ ପାଇଁ ଏହା କେବଳ ଫୁଲ ହିଁ ହୋଇଥାଏ।ଏହାର ଚମତ୍କାର ଲାଭ ବିଷୟରେ ଯଦି ଜାଣି ଯିବେ ତେବେ ବିଭିନ୍ନ ପ୍ରକାରର ସମସ୍ୟା କୁ ବହୁତ ସହଜ ରେ ସମାପ୍ତ କରିପାରିବେ।
ଏହି ଫୁଲ ଦ୍ଵାରା ଧନ ଲାଭ ମଧ୍ୟ ହୋଇପାରିବେ।ଜୀବନରେ ଚାଲିଥିବା ସମସ୍ତ ସମସ୍ୟା ମଧ୍ୟ ବହୁତ ଶୀଘ୍ର ସମାପ୍ତ ହୋଇଥାଏ।ଏହି ଗଛ ଲଗାଇବା ବହୁତ ଶୁଭ ମାନା ଯାଇଥାଏ।
ମନ୍ଦାର ଗଛର ପତ୍ର ର ଶୁଖିଲା ପତ୍ର କୁ ପାଣିରେ ଫୁଟାଇ ଚା ଭଳି ପିଇବା ପେଟ ରେ ହେଉଥିବା ବ୍ୟଥା ଦୂର ହୋଇ ଯାଇଥାଏ।ପେଟରେ ଜୀବାଣୁ ବି ମରି ଯାଇଥାନ୍ତି।
ଯଦି ଆପଣଙ୍କର ଷ୍ଟୋନ ବା ପଥର ଭଳି ରୋଗ ରହିଛି ଏହି ଷ୍ଟୋନ କୁ ମୂଳ ରୁ ଶେଷ କରିଥାଏ।ମନ୍ଦର ଗଛର ପତ୍ର ଆଉ ଫୁଲର ପାଉଡର ବନେଇ ଦେବେ।
ଏହି ପାଉଡର କୁ ଏକ ଗ୍ଲାସ୍ ପାଣିରେ ଦୁଇ ଚାମଚ ପାଉଡର ମିଶାଇ ଉଷୁମ ପାଣିରେ ପକାଇ ଏହାକୁ ଛାଣି କରି ପିଇବେ।ଏହାକୁ ଖାଲି ପେଟରେ ସକାଳେ ଆଉ ସନ୍ଧ୍ୟା ବେଳେ ପିଇବେ।କିଛି ଗୁଡ ନେଇ ମନ୍ଦାର ଫୁଲ କୁ ପାଣିରେ ଫୁଟାଇବେ।
ଏହାକୁ ଛାଣି କରି ପିଇବା ଦ୍ଵାରା ଆଇରନ ବଢ଼ିଥାଏ।ଏବଂ ରକ୍ତ ବଢ଼ିବାରେ ମଧ୍ୟ ସାହାର୍ଯ୍ୟ କରିଥାଏ।ଶରୀର ର ଓଜନ କମାଇବେ ମଧ୍ୟ ସାହାର୍ଯ୍ୟ କରିଥାଏ।ଯଦି କୌଣସି ବ୍ୟକ୍ତି ଙ୍କୁ ମଙ୍ଗଳଦୋଷ ରହିଛି ତେବେ ମଙ୍ଗଳ ଗ୍ରହ ର ରଙ୍ଗ ନାଲି ହୋଇଥାଏ।
ଯଦି ବ୍ଯବହାର ବିଳମ୍ବ ହେଉଛି,ଜାତକ ରେ ଦୁର୍ଘଟଣା ବଢ଼ି ଚାଲିଥାଏ,ଚର୍ମ ସମନ୍ଧିତ ରୋଗ ହେଉଛି,ରକ୍ତ ସମନ୍ଧୀତ,ବିବାହ ହେବାପରେ ବୈବାହିକ ଜୀବନରେ ସମସ୍ୟା ଦେଖା ଦେଉଛି ତାହେଲେ ମଙ୍ଗଳଦୋଷ କୁ ଦୂର କରିବା ପାଇଁ ମନ୍ଦାର ଗଛ ନିଶ୍ଚୟ ଲଗାଇବା ଉଚିତ।
ଏବଂ ମନ୍ଦାର ଗଛ ର ଫୁଲରେ ଭଗବାନ ହନୁମାନ ଙ୍କୁ ପ୍ରତ୍ୟେକ ଦିନ ଚଢ଼ାନ୍ତୁ। ଚଢ଼ାଇବା ସମୟରେ ଭଗବାନ ଶ୍ରୀ ରାମଚନ୍ଦ୍ର ଙ୍କ ର ଧ୍ୟାନ କରି କେବଳ ଗୋଟିଏ ଫୁଲ ପ୍ରତ୍ୟେକ ଦିନ ତିନି ମାସ ପର୍ଯ୍ୟନ୍ତ ଭଗବାନ ହନୁମାନ ଙ୍କୁ ଚଢାଇ ଦିଅନ୍ତୁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.