Movie prime

ମନ୍ଦିର ପ୍ରତିଷ୍ଠା ହେବା ଆଗରୁ ଆସିଲା ସାମ୍ନାକୁ ଭୟଙ୍କର କଲ ଦେଖନ୍ତୁ ଏହା ପରେ କଣ ସତ ଆସିଲା ସାମ୍ନାକୁ

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଆପଣମାନେ ରାମ ମନ୍ଦିରକୁ ନେଇ ଆସୁଥିବା ଖବର ସବୁ ଜାଣିପାରିବେ ।
Special Report
ଆପଣ ଏହି ଭିଡିଓ ମାଧ୍ୟମରେ ଏଭଳି ଏକ ଖବର ବିଷୟରେ ଶୁଣିବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ରାମ ମନ୍ଦିରକୁ ନେଇ ଆସିଲା ବଡ ଖବର । ରାମ ମନ୍ଦିରରେ ବୋମା ଅଛି ବୋଲି ପୋଲିସ ପାଖକୁ ଆସିଲା କଲ୍ ।
ଅଜଣା ନମ୍ବରରୁ ପୋଲିସ ପାଖକୁ ଆସିଲା ଧମକ ପୂର୍ଣ୍ଣ କଲ୍ । ଏହି କଥା ଶୁଣି ମୁଣ୍ଡରେ ହାତ ଦେଇ ବସିପଡିଲେ ପୋଲିସ । ବିଳମ୍ବିତ ରାତି ପ୍ରାୟ ୧୧.୩୦ ସମୟରେ ଏହି କଲ୍ ପୋଲିସ ପାଖକୁ ଆସିଥିଲା ।
Special Report
ପୋଲିସ ଯେତେବେଳେ କଲ୍ ରିସିଭ କରିଥିଲା ସେତେବେଳେ କେହି ଜଣେ କହିଥିଲେ ନବ ନିର୍ମିତ ରାମ ମନ୍ଦିରରେ ବୋମା ଅଛି । ଏହାପରେ ପୋଲିସ ଏହି କଥା ଶୁଣି ଆଶ୍ଚର୍ଯ୍ୟ ହେବା ସହ ମୁଣ୍ଡରେ ହାତ ଦେଇଥିଲେ । ଏହାପରେ ଆଉ କିଛି ପ୍ରଶ୍ନ କରିବା ପୂର୍ବରୁ କଲ୍ କଟି ଯାଇଥିଲା ।
ଏହାପରେ ସଂଗେସଂଗେ ପୋଲିସ ରାମ ମନ୍ଦିରକୁ ବାହାରି ଯାଇଥିଲେ । ଆଉ ମାତ୍ର କିଛି ଦିନ ପରେ ରାମ ମନ୍ଦିରରେ ପ୍ରଭୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ । ରାମ ମନ୍ଦିରର ପ୍ରସ୍ତୁତି ଜୋର୍ ସୋରରେ ଚାଲିଛି । ଆସନ୍ତା ୨୨ ତାରିଖରେ ପ୍ରଭୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ ।
Special Report
ପୁରା ଦେଶ ପାଇଁ ୨୨ ତାରିଖ ହେଉଛି ପବିତ୍ର ଦିନ । ଏହି ଦିନ ମର୍ତ୍ତ୍ୟ ମଣ୍ଡଳକୁ ପ୍ରଭୁ ରାମଚନ୍ଦ୍ର ଆସିବେ । ସେଦିନ ଦେବଲୋକରୁ ଦେବତାମାନେ ଓହ୍ଲାଇ ଆସିବେ । ପ୍ରସ୍ତୁତି ଜୋର୍ ସୋରରେ ଚାଲିଥିବା ବେଳେ ଏଭଳି ଘଟଣା ଘଟିଥିଲା ।
ଏହାପରେ ପୋଲିସ ରାମ ମନ୍ଦିରରେ ପହଞ୍ଚି ସୁରକ୍ଷା ଏଜେନ୍ସି ସହ ମନ୍ଦିର ଭିତରେ ଏବଂ ବାହାରେ ସର୍ଚ୍ଚ ଅପରେସନ ଆରମ୍ଭ କରି ଦେଇଥିଲେ । ସର୍ଚ୍ଚ ଅପରେସନ ପରେ କିଛି ମିଳି ନଥିଲା । ଆଉ ଏହାପରେ ପୋଲିସ ଏହି ନମ୍ବରକୁ ଟ୍ରାକ କରିଥିଲା ଆଉ ତାପରେ ସତ ସାମ୍ନାକୁ ଆସିଥିଲା ।
ଶାହାଜାହାନପୁରର ୧୨ ବର୍ଷର ଜଣେ ପିଲା ଭିଡିଓ ଗେମ୍ ଖେଳୁଥିଲା ଆଉ ସେ ୧୧୨ ନମ୍ବରକୁ କଲ୍ କରି ଦେଇଥିଲା । ଏହାପରେ ରାମ ମନ୍ଦିରରେ ବୋମା ଅଛି ବୋଲି ସେ କହିଥିଲା । ଏବେ ଏହି ଖବରକୁ ନେଇ ଚର୍ଚ୍ଚା ହେଉଛି ।