Movie prime

ମନ୍ଦିର ସେବାୟତ ମାନେ କଣ ପାଇଁ ସୋନିଆ ଙ୍କୁ ଦେଖି ରାଗ ରେ ନିଆଁ ହୋଇ ଯାଇ ମନ୍ଦିର କବାଟ ଦେଇ ଦେଇଥିଲେ...

 
Special Report
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଜାଣି ଥିବେ ଭାରତ ର ପୂର୍ବତନ ପ୍ରଧାନ ମନ୍ତ୍ରୀ ରାଜୀବ ଗାନ୍ଧୀ।ସେ ସମୟ ରେ ସେ ଜଣେ ଭଲ ନେତା ଥିଲେ।ଲୋକ ଙ୍କ ପାଇଁ ସେ ବହୁତ କିଛି କରୁଥିଲେ।ଆଜି ପୁଣି ଥରେ ସେ ଚର୍ଚ୍ଚା କୁ ଆସି ଛନ୍ତି।
Special Report
ଆମେ ଆଜି ତାଙ୍କରି ବିଷୟ ରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।ସେ ଯାହାକୁ ସେ ସମୟ ରେ ବିବାହ କରିଥିଲେ ତାଙ୍କ ନାମ ହେଲେ ସୋନିଆ ଗାନ୍ଧୀ।ଯେ କି ଜଣେ ଅଣ ହିନ୍ଦୁ ଥିଲେ।୧୯୮୮ ମସିହା ରେ ନେପାଳ ଠାରେ ତାଙ୍କୁ ଓ ତାଙ୍କ ପତ୍ନୀ ଙ୍କୁ।ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଦିଆ ଯାଇ ନ ଥିଲା। ଏଥିରେ ସମସ୍ତେ ରାଗି ଯାଇଥିଲେ।
ସେ ସମୟ ରେ ରାଜୀବ ଗାନ୍ଧୀ ନେପାଳ ଉପରେ ପ୍ରତିବନ୍ଧକ ଲଗାଇ ଥିଲେ।ବର୍ତ୍ତମାନ ସମୟ ରେ ପୁଣି ଥରେ ସେଭଳି କିଛି ଘଟଣା ଦେଖିବାକୁ ମିଳୁଛି।ଆସନ୍ତା ଜାନୁୟାରୀ ୨୨ ତାରିଖ ରେ ଅଯୋଧ୍ୟା ର ରାମ ମନ୍ଦିର ପ୍ରତିଷ୍ଠା ହେବାକୁ ଯାଉଛି।ଦୀର୍ଘ ଶହ ଶହ ବର୍ଷ ର ଅପେକ୍ଷା ପରେ ଭାରତୀୟ ମାନଙ୍କ ସ୍ବପ୍ନ ପୂରଣ ହେବାକୁ ଯାଉଚି।
ଏଥିରେ ବହୁତ ଲୋକ ଖୁସି ଅଛନ୍ତି।ଏହାକୁ ବିଜେପି ଖୁବ୍ ଜୋର୍ ରେ ପ୍ରଚାର ପ୍ରସାର କରିଛି।ହେଲେ ବର୍ତ୍ତମାନ ସମୟ ରେ ଶୁଣିବାକୁ ମିଳୁଚି ଏହି ପ୍ରତିଷ୍ଠା ଉତ୍ସବ ରେ କଂଗ୍ରେସ ନେତା ମାନେ ଯୋଗ ଦେବେ ନାହିଁ।ଏହାର ଅନେକ କାରଣ ରହିଛି।
Special Report
ରାଜୀବ ଗାନ୍ଧୀ ଏବେ ପୁଣି ଥରେ ଚର୍ଚ୍ଚା ରେ ଅଛନ୍ତି।ସେ ୧୯୮୮ ମସିହା ରେ ନେପାଳ ଗ୍ରସ୍ତ ରେ ଯାଇଥିଲେ।ସେଠାରେ ସେ କିଛି ଦିନ ପାଇଁ ରହିଥିଲେ।ଏଥିରେ ତାଙ୍କ ପତ୍ନୀ ସୋନିଆ ଗାନ୍ଧୀ ମଧ୍ୟ ଯାଇଥିଲେ।କିନ୍ତୁ ସୋନିଆ ଖ୍ରୀଷ୍ଟିଆନ ଧର୍ମ ର ଥିଲେ।ସେଠାରେ ଥିବା ପଶୁପତି ମନ୍ଦିର କୁ ଯିବା ପାଇଁ ଇଚ୍ଛା ହେଲା।
ହେଲେ ସେ ସମୟ ରେ ବ୍ୟବସ୍ଥା ଥିଲା କି କେବଳ ହିନ୍ଦୁ ମାନେ ମନ୍ଦିର ଭିତରକୁ ପ୍ରବେଶ କରି ପାରିବେ।ଅନ୍ୟ କୌଣସି ଧର୍ମ ସେହି ମନ୍ଦିର ଭିତରକୁ ଯାଇ ପାରିବେ ନାହିଁ।ସେ ସମୟ ରେ ନେପାଳ ରାଜା ଙ୍କ ସହିତ ପ୍ରଧାନ ମନ୍ତ୍ରୀ ରାଜୀବ ଗାନ୍ଧୀ ଙ୍କ ଭଲ ସମ୍ପର୍କ ରହିଥିଲା।
ସେ ନେପାଳ ର ରାଜା ଙ୍କୁ ଏ ନେଇ ଜଣାଇ ଥିଲେ।ହେଲେ ନେପାଳ ର ରାଜା କୌଣସି ପ୍ରକାର ସାହାର୍ଯ୍ୟ କରି ନ ଥିଲେ।ତେଣୁ ରାଜୀବ ଗାନ୍ଧୀ ପଶୁ ପତି ମନ୍ଦିର ରେ କେବଳ ପୂଜା କରିଥିଲେ।ମନ୍ଦିର ପରିକ୍ରମା କରି ନ ଥିଲେ।
ଏହା ପରେ ସେ ନିଜ ଦେଶ କୁ ଫେରି ଆସି ଥିଲେ।ନେପାଳ ସହିତ ସମ୍ପର୍କ ର ଏକ ନୂଆ ମୋଡ ଦେଖିବାକୁ ମିଳିଲା।ସେ ଏଥିରେ ବଡ ପ୍ରତିବନ୍ଧକ ଲଗାଇଲେ।ନେପାଳ ଚିନ ଠାରୁ ଅସ୍ତ୍ର କିଣିବାକୁ ଲାଗିଲା।ଯେଉଁଥିପାଇଁ ବିବାଦ ଲାଗି ରହିଲା।