Movie prime

ମୋଦୀ ଙ୍କ ୨୦୦୦ ନୋଟ୍ ବନ୍ଦ୍ ପରେ କଳାଧନ ରଖି ଥିବା ଲୋକ ଙ୍କ ମନ ରେ ଭୟ, କାଳୀ ମନ୍ଦିର ଆଗରେ ମିଳିଲା କୋଟି କୋଟି ଟଙ୍କା ବ୍ୟାଗ୍,ଖାଲି ୨୦୦୦ ଟଙ୍କିଆ

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଦେଶରେ ୨୦୦୦ ଟଙ୍କିଆ ନୋଟ ଉପରେ ପାବନ୍ଧି ଲଗା ଯାଇଛି। ଏହାପରେ ଦେବୀଙ୍କ ମନ୍ଦିରରେ ଯାଇ ଆଠ ଲକ୍ଷ ଟଙ୍କା ଦାନ କରିଛନ୍ତି ଜଣେ ଅଜ୍ଞାତ ଭକ୍ତ।
ହିମାଚଳ ପ୍ରଦେଶର ମାଆ ଜ୍ୱାଳାମୁଖୀ ମନ୍ଦିରରେ ୨୦୦୦ ଟଙ୍କିଆ ୪୦୦ ନୋଟ ଦାନ କରିଛନ୍ତି। ଯାହାକୁ ନେଇ ଏବେ ଚାରିଆଡ଼େ ଖୁବ ଚର୍ଚ୍ଚା ମଧ୍ୟ ହେବାରେ ଲାଗିଛି। ନଗରପରିସର ଜ୍ୱାଳାମୁଖୀ ର ଅଧକ୍ଷ ଧର୍ମେନ୍ଦ୍ର ଶର୍ମା କହିଛନ୍ତି ,
Special Report
ସେପ୍ଟେମ୍ବର ଯାଏଁ ବ୍ୟାଙ୍କ ରେ ୨୦୦୦ ଟଙ୍କିଆ ନୋଟ୍ କୁ ପରିବର୍ତ୍ତନ କରାଯାଇ ପାରିବ। ଏଭଳି ସମୟରେ ଦାନ କରାଯାଇଥିବା ଟଙ୍କା ମଧ୍ଯ ମନ୍ଦୀର ର ବିକାଶ କରାଯାଇ ପାରିବ।
ତେବେ ଏହି ମାମଲାରେ ମଧ୍ୟ ତଦନ୍ତ ଆରମ୍ଭ ହୋଇ ଥିବାର କହିଛନ୍ତି କାଂଗ୍ରା ଡିସି ନିପୁନ ଜିନ୍ଦଲ। ଡୋଗ୍ରା ରେଜୀମେଣ୍ଟ ତରଫ ରୁ ମଧ୍ୟ ମନ୍ଦିରକୁ ଦୁଇଟି ପିତ୍ତଳ ସିଂହ ଦାନ କରା ଯାଇଥିଲା। ଆଉ ଏହି ସିଂହ ସ୍ଥାପନା ସମୟରେ ମଧ୍ଯ
ଡ଼ୋଗ୍ରା ରେଜିମେଣ୍ଟ ର ଅନେକ ସଦସ୍ୟ ସାମିଲ୍ ଥିଲେ। ହିମାଚଳ ପ୍ରଦେଶର କାଂଗ୍ରା ଘାଟି ରୁ ଦକ୍ଷିଣରେ ୩୦ କିଲୋମିଟର ଦୂର ଏବଂ ଧର୍ମଶାଳା ରୁ ୫୬ କିଲୋମିଟର ଦୂର ରେ ରହିଛି ଜ୍ୱାଲାଜି ମନ୍ଦୀର।
Special Report
କାଂଗ୍ରା ଜ୍ୱାଲା ଦେବୀ ଙ୍କ ମନ୍ଦୀର ରେ ରହସ୍ୟ ମୟ ଭାବରେ ଜଳୁ ଥାଏ ନଅ ଅନନ୍ତ ଅଗ୍ନୀ ଶିଖା। ଏହି ସ୍ଥାନ ମଧ୍ୟ ହିନ୍ଦୁ ତୀର୍ଥ ଯାତ୍ରୀ ମାନଙ୍କୁ ଖୁବ୍ ଆକୃଷ୍ଟିତ ମଧ୍ଯ କରିଥାଏ। ଏଠାରେ ମଧ୍ଯ ମାଆ ଙ୍କର କୌଣସି ମୂର୍ତ୍ତି ପୁଜା ହୋଇ ନଥାଏ।
ବରଂ ପୃଥିବୀ ଗର୍ଭ ରୁ ବାହାରିଥିବା ନଅ ଟି ଜ୍ୟୋତି କୁ ଏଠାରେ ପୂଜାର୍ଚ୍ଚନା କରାଯାଇ ଥାଏ। ଏହି ଜ୍ୟୋତି କୁ ଦେଖିବା ପାଇଁ ମଧ୍ଯ ଲକ୍ଷ ଲକ୍ଷ ଭକ୍ତ ଙ୍କ ସେଠାକୁ ସମାଗମ ହୋଇଥାଏ। କୁହାଯାଏ କି ଏହି ଅଗ୍ନିଶିଖା ହେଉଛି ମାଆ ସତୀ ଙ୍କ ଜିହ୍ୱା।
ମହାଦେବ ମାଆ ସତୀ ଙ୍କ ମୃ-ତ ଶରୀର ଧରି ତାଣ୍ଡବ କରୁଥିବା ସମୟରେ ଏହି ସ୍ଥାନରେ ହିଁ ମାଆ ସତୀ ଙ୍କ ଜିହ୍ୱା ପଡିଥିଲା। ଆଉ ସେବେଠାରୁ ହିଁ ଏଠାରେ ଏହା ପୂଜା ପାଇଥାଏ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.