Movie prime

ଓଡ଼ିଶା ସରକାର ଙ୍କ ଶିକ୍ଷକ ନିଯୁକ୍ତି ରେ ହେରଫେର...ରାଗରେ ନି-ଆଁ ହେଇଗଲେ ହାଇକୋର୍ଟ..

 
Bjj
ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।ନିଯୁକ୍ତି ପାଇଁ ହାତ କାଟି ରିଜୋ ଲ୍ୟୁସନ୍ କରିଲେ,ଏବଂ ପରେ ତାକୁ ଭୁଲି ଗଲେ।ହାଇକୋର୍ଟ ଙ୍କ ଛାଟ ପରେ ପଦା ରେ ପଡ଼ିଲା ଓସେପା ର ବେଫିକର ମନୋଭାବ।
କାହିଁକି ଜିଲ୍ଲା ୱାରି ଓ କ୍ୟାଟେଗୋରୀ ଅନୁସାରେ ହେଲା ନାହିଁ ତାଲିକା। ଡ୍ରାଫ୍ଟ ଲିଷ୍ଟ ରେ ରାଜ୍ୟ ସ୍ତରୀୟ ତାଲିକା ପ୍ରକାଶ କରିଲେ କାହିଁକି?.ରିଜୋ ଲ୍ୟୁସନ୍ ଏହାକୁ ଉଲ୍ଲଂଘନ କରୁ ନାହିଁ କି?ଏଭଳି ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ଅନିୟମିତତା ଅଭିଯୋଗ କରିଥିଲେ ଆଶାୟୀ।
Hh
ବର୍ତମାନ ପୁରୁଣା ଡ୍ରାଫ୍ଟ ଲିଷ୍ଟ ବଦଳ ରେ ପ୍ରକାଶ ପାଇବ ନୂଆ ତାଲିକା। ପିଟିସନର ସାଗର ଦାଶ କହିଛନ୍ତି ଯେ ସେ ବହୁତ ଖୁସି ଅଛନ୍ତି ଏବଂ ମାନ୍ୟବର ହାଇକୋର୍ଟ ଙ୍କ ନିଷ୍ପତି କୁ ସମ୍ମାନ ଜଣାଇଛନ୍ତି।
ହାଇକୋର୍ଟ ଙ୍କ ରାୟ ପରେ ଖୁସି ହେଲେ କିନ୍ତୁ କେବେ ନିଯୁକ୍ତି ମିଳିବ,କେବେ ଶେଷ ହେବ ପୁରା ପ୍ରକ୍ରିୟା ତାହା ଦେଖିବାକୁ ବାକି ରହିଲା।କନିଷ୍ଠ ଶିକ୍ଷକ ଆଶାୟୀ ଦ୍ଵନ୍ଦ ରେ ମଧ୍ୟ ରହିଛନ୍ତି।କାହିଁକି ନା ଯେହେତୁ ମୁଣ୍ଡ ଉପରେ ନିର୍ବାଚନ କେତେବେଳେ ବି ତାରିଖ ଘୋଷଣା ହୋଇପାରେ।
Hh
ତେଣୁ ନିକଟ ଭବିଷ୍ୟତ ରେ ନିଯୁକ୍ତି ଆଶା କମ୍। ଯଦି ପୁରା ପ୍ରକ୍ରିୟା ଠିକ୍ ଭାବରେ ହୋଇଥାନ୍ତା ତେବେ ନିର୍ବାଚନ ପୂର୍ବରୁ ନିଯୁକ୍ତି ପତ୍ର ମିଳି ଯାଇଥାନ୍ତା।ହେଲେ ରାଜ୍ୟ ସରକାର ଙ୍କ ସାଙ୍ଘାତିକ ଭୁଲ ପାଇଁ ୨୦ ହଜାର ଚାକିରି ଆଶାୟୀ ବର୍ତମାନ ଅନ୍ଧାର ରେ।ନିଯୁକ୍ତି ଅନିୟମିତତା କଥା ପ୍ରଥମେ ଚାକିରି ଆଶାୟୀ ଉଠାଇ ଥିଲେ।
ହେଲେ ଓସେପା ଶୁଣି ନଥିଲା।ଯଦି ସେହି ସମୟରେ ଏହି କଥା କୁ ଗୁରୁତର ସହ ନିଆ ଯାଇଥାନ୍ତା ତେବେ ଆଶାୟୀ ଙ୍କ ଏଭଳି ଅବସ୍ଥା ହୋଇ ନଥାନ୍ତା।ବର୍ତମାନ ଆଶାୟୀ ଙ୍କ ସପକ୍ଷ ରେ ରାୟ ଦେଇଛନ୍ତି ମାନ୍ୟବର ହାଇକୋର୍ଟ।ଏହି ଖବରଟି ବର୍ତମାନ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.