Movie prime

ମନୋଜ ତୁ ସେ ବିଧବା ମହିଳା ସହ ଧନ୍ଦା କରିବା ଛାଡେ ନହେଲେ ବଜେଇ ଦେବି

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଅଲିଉଡ ଏବେ ସଂପୂର୍ଣ୍ଣ ଭାବରେ ବିବାଦ ଘେରରେ ରହିଛି। ଏହାକୁ ନେଇ ଅନେକ ପ୍ରକାରର ଲୋକେ ମଧ୍ୟ ଅନେକ କଥା କହିଛନ୍ତି।
Special report
ତେବେ ଏହାକୁ ନେଇ ଜ୍ୟୋତି ଦାସ କଣ କହିଛନ୍ତି ସେ ସମ୍ପର୍କରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ। ଓଡିଶାର ଅନେକ ଆଗ ଧାଡିର ଅଭିନେତା ମାନେ ତାଙ୍କୁ କହିଥିଲେ ମଧ୍ୟ ହେଲେ ସେ କିନ୍ତୁ କାହାରି କଥା ଶୁଣିବାକୁ ପ୍ରସ୍ତୁତ ନଥିଲେ।
ଏଭଳି କି ସେ କହିଛନ୍ତି ଯେତେବେଳେ ମନୋଜ୍ ମିଶ୍ର ତାଙ୍କ ସ୍ତ୍ରୀ ଙ୍କୁ ଛାଡି ଦେଇଥିଲେ ସେତେବେଳେ ତାଙ୍କର ଝିଅ ଯାହାକୁ ମାତ୍ର ତିନି ବର୍ଷ ସେ ମାଆ ଙ୍କ ସହ ମିଶି କାନ୍ଦିବା ସହ ବାପାଙ୍କୁ ମଧ୍ୟ ଖୋଜିଥାଏ।
ହେଲେ ମନୋଜ୍ ମିଶ୍ର ଅନ୍ୟ ଝିଅ ମାନଙ୍କ ସହ ବ୍ୟସ୍ତ ଥିଲେ। ଆଉ ସେତେବେଳେ ଜ୍ୟୋତି ଦାସ ତାଙ୍କୁ ଆଶ୍ୱାସନା ଦେଇଥିଲେ କି ମନୋଜ୍ ମିଶ୍ର ଏବେ ସୁଟିଂ ରେ ଅଛନ୍ତି ବୋଲି। ନିଜ ସ୍ତ୍ରୀ କୁ ମଧ୍ୟ ସେ ଭଲରେ ରଖି ପାରିଲେ ନାହିଁ।
Special report
ଏଥିପାଇଁ ସେ କହିଥିଲେ କି ମନୋଜ୍ ମିଶ୍ର କିଛି ନକହି ଜଣେ କଳାକାର ଓ ତାଙ୍କୁ କଳାକାର ଭଳି ହିଁ ରହିବା ଆବଶ୍ୟକ ଅଟେ। ସେ ଯେଉଁ ମାଇଣ୍ଡ ଗେମ୍ ଫିଲ୍ମ୍ କରିଛନ୍ତି ସେଥିରେ ମଧ୍ୟ ରେ କୌଣସି ପଶ୍ଚିମ ଓଡ଼ିଶା ର ଅଭିନେତା ଙ୍କୁ ମଧ୍ଯ ନେଇ ନାହାନ୍ତି।
ଆଉ ସେ କହିଥିଲେ କି ମନୋଜ୍ ମିଶ୍ର କହିଥିଲେ କି ତାଙ୍କୁ ଓଡ଼ିଶାରେ ଭଲ ଓଡିଆ ଡାଇରେକ୍ଟର ମିଳି ନଥିଲେ। ସେଥିପାଇଁ ଜ୍ୟୋତି ଦାସ କହିଛନ୍ତି କି ଓଡ଼ିଶାରେ ପ୍ରଶାନ୍ତ ନନ୍ଦ ଓ ବିଜୟ ପଟ୍ଟନାୟକ ଙ୍କ ଭଲ ଭଲ ଭଲ ନିର୍ଦେଶକ ଥିଲେ।
ଆଉ ମନୋଜ୍ ମିଶ୍ର ସିନେମା କପି କରନ୍ତି ବୋଲି ଏଭଳି ଅନେକ କଥା କହିଥିଲେ। ସେ ଆଉ ସବୁ କଣ କଣ କହିଥିଲେ ତାହା ଆପଣ ଏହି ଭିଡିଓ କୁ ସଂପୂର୍ଣ୍ଣ ଦେଖିଲେ ଜାଣି ପାରିବେ।
କାରଣ ସେ ଏଭଳି ଅନେକ କଥା ମନୋଜ୍ ମିଶ୍ର ଙ୍କ ନାମରେ ଅଭିଯୋଗ ଆଣିଛନ୍ତି। ତେବେ ତାହା କେତେଦୂର ସତ ଓ ମିଛ ଆପଣଙ୍କୁ ଲାଗୁଛି ତାହା ଆପଣ ଆମକୁ କମେଣ୍ଟ ମଧ୍ୟମରେ ଜଣାଇବାକୁ ଆଦୌ ଭୂଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.