Movie prime

ପୁଣି ବଢିଲା ମନୋଜ ମିଶ୍ର ଙ୍କ ଅଡ଼ୁଆ : କାହାକୁ ଛାଡିବିନି କହିଲେ ସନଲିଶା, ମୋ ପୋଷ୍ଟର ଫାଡ଼ିବାକୁ ସାହସ କେମିତି ହେଲା

 
Special report
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ଜାଣି ଥିବେ ଓଲିଉଡ ରେ ଦିନ କୁ ଦିନ କଳହ ବଢିବାରେ ଲାଗୁଛି।ଏବେ ପୁଣି ଥରେ ମନୋଜ ମିଶ୍ର ଅଡ଼ୁଆ ରେ ପଡ଼ି ଛନ୍ତି।ତାଙ୍କ ବିରୋଧ ରେ ଥାନା ରେ ଅଭିଯୋଗ କରିଛନ୍ତି ପ୍ରଥା ଚଳଚ୍ଚିତ୍ର ର ପ୍ରଯୋଜିକା ସାନଲିସା।
Special report
ମନୋଜ ଦାସ ଓ ତାଙ୍କ ସମର୍ଥକ ମାନେ ସୋସିଆଲ ମିଡିଆରେ ଖରାପ ଭାଷା ରେ ଗାଳି ଗୁଲଜ କରୁଥିବା ନେଇ ସେ ଆଜି ମହିଳା କମିଶନ ଙ୍କ ପାଖରେ ଏକ ଲିଖିତ ଅଭିଯୋଗ କରିଛନ୍ତି।ଓ ମନୋଜ ଦାସ ଙ୍କୁ ଉପଯୁକ୍ତ ଦଣ୍ଡ ଦେବା ପାଇଁ ସେ ମହିଳା କମିଶନଙ୍କ ପାଖରେ ଅଭିଯୋଗ କରିଛନ୍ତି।
ସୂଚନା ଅନୁସାରେ କିଛି ଦିନ ତଳେ ପ୍ରଯୋଜିକା ସାନଲିସା ଙ୍କ ଏକ ଫିଲ୍ମ ରିଲିଜ୍ ହୋଇଥିଲା।ଏହି ଫିଲ୍ମ ର ନାମ ହେଉଚି ପ୍ରଥା।ହେଲେ ସମ୍ବଲପୁର ରେ ଏହି ଫିଲ୍ମ କୁ ବିରୋଧ କରା ଯାଇଥିଲା।ମନୋଜ ମିଶ୍ର ଙ୍କ କିଛି ସମର୍ଥକ ମାନେ ହଲ ଭିତରେ ପଶି ଗଣ୍ଡ ଗୋଳ କରିଥିଲେ।
ଲୋକ ମାନଙ୍କୁ ଏହି ଫିଲ୍ମ ଟି ଦେଖାଇ ଦେଇ ନ ଥିଲେ।ବାହାରେ ଥିବା ଫିଲ୍ମ ର ପୋଷ୍ଟର ସବୁ ସେମାନେ ଚିରି ଦେଇଥିଲେ।ଓ କହିଥିଲେ କି ଏଠାରେ କେବଳ ମନୋଜ ମିଶ୍ର ଙ୍କ ମାଇଣ୍ଡ ଗେମ୍ ଫିଲ୍ମ ଚାଲିବ ଆଉ କିଛି ଚାଲିବ ନାହି।
Special report
ଏହାକୁ ବିରୋଧ କରିଥିଲେ ସାନଲିସା।ସେ ମନୋଜ ମିଶ୍ର ଙ୍କ ନାମ ରେ ଥାନା ରେ ଅଭିଯୋଗ କରିବା ପାଇଁ କହିଥିଲେ।ଯାହାକୁ ନେଇ ପୁଣି ଥରେ ବିବାଦ ବଢ଼ିବାକୁ ଲାଗିଲା।
ମନୋଜ ମିଶ୍ର ଓ ତାଙ୍କ ସମର୍ଥକ ମାନେ ସାନ ଲିସା ଙ୍କୁ ସୋସିଆଲ ମିଡିଆରେ ଖରାପ ଭାଷା ରେ ଗାଳି ଗୁଲଜ କରିବାକୁ ଲାଗିଲେ।ଶେଷ ରେ ବାଧ୍ୟ ହୋଇ ସାନଲିସା ଶିଶୁ ଓ ମହିଳା କମିଶନ ଙ୍କ ଅଫିସ କୁ ଯାଇଥିଲେ।ସେଠାରେ ସେ ମନୋଜ ମିଶ୍ର ଙ୍କ ବିରୋଧରେ ଅଭିଯୋଗ କରିଥିଲେ।
ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା କରା ଯାଉଛି।ମନୋଜ ମିଶ୍ର ଙ୍କୁ ଯଥା ଶୀଘ୍ର ଗିରଫ କରିବା ପାଇଁ ସେ ଦାବି କରିଛନ୍ତି।ତାଙ୍କ ଫିଲ୍ମ କୁ ଲୋକ ମାନେ ଦେଖିବା ପାଇଁ ଏବେ ଭୟବିତ ହେଉଛନ୍ତି। ଏବଂ ଏହାକୁ ନେଇ ବହୁତ ଚିନ୍ତା ରେ ଏବେ ରହୁଛନ୍ତି ସାନ ଲିସା।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.