Movie prime

ମନୋଜ ଙ୍କୁ ଆମେ ୨ ବର୍ଷ ବ୍ୟାନ୍ କଲୁ . ସେ ମୋର ବହୁତ୍ କ୍ଷତି କରିଛନ୍ତି, ମୋ ଫିଲ୍ମ ଫ୍ଲପ କରିବାକୁ ପ୍ଲାନ୍ କରୁଥିଲେ

 
Special report
ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଏଥର ଦଶହରା ରେ ଅନେକ ଓଡ଼ିଆ ଫିଲ୍ମ ରିଲିଜ ହେବା କଥା ଆପଣ ମାନେ ଜାଣି ଥିବେ। ସେଥି ମଧ୍ୟରୁ ସବୁଠାରୁ ବଡ଼ ବଜେଟ ରେ ପ୍ରସ୍ତୁତ ହୋଇ ଥିବା ଫିଲ୍ମ ହେଉଛି ରାମ।
Special report
ଏହାକୁ ନେଇ ଲୋକ ମାନେ ଖୁବ୍ ଚର୍ଚ୍ଚା କରୁ ଥିଲେ।ଫିଲ୍ମ ଟି ଏକ ଆକ୍ସନ ଫିଲ୍ମ ଥିଲା।କିନ୍ତୁ ଏହି ଫିଲ୍ମ କୁ ଏବେ ଏକ ସମ୍ବଲପୁର ଜିଲ୍ଲା ରେ ବଏ କଟ କରି ଦିଆ ଯାଇଛି।ଏହାର କାରଣ ହେଉଛି କିଛି ଖରାପ ଲୋକ ମାନେ ସେଠାରେ ଥିବା ହଲ ଗୁଡ଼ିକୁ ଭଲ ଲୋକ ମାନଙ୍କୁ ପୁରେଇବାକୁ ଦେଲେ ନାହିଁ।
ଏ ବିଷୟ ରେ ଗତ କାଲି ଫିଲ୍ମ ର କର୍ମଚାରି ମାନେ ଏକ ପ୍ରେସ ମୀଟ ଡକାଇ ଥିଲେ।ଏଥିରେ ଫିଲ୍ମ ର ମୁଖ୍ୟ ନାୟକ ଅରିନ୍ଦମ୍ ରାୟ କହି ଥିଲେ କି ତାଙ୍କ ଫିଲ୍ମ ବଏ କଟ ହେବାର କାରଣ ହେଉଛି ଏହି ଫିଲ୍ମ ରେ ଥିବା ଜିତୁ ମଙ୍ଗରାଜ ଓ ମନୋଜ ମିଶ୍ର।
ସେମାନଙ୍କ ବ୍ୟକ୍ତି ଗତ ଝଗଡ଼ା କୁ ନେଇ ତାଙ୍କ ଫିଲ୍ମ ଚାଲିଲା ନାହିଁ।ଆମେ ଏଥିପାଇଁ ବହୁତ ଦୁଃଖିତ।ଆମେ ସମସ୍ତେ ଏହି ଫିଲ୍ମକୁ ଭଲ କରିବା ପାଇଁ ଅନେକ କଷ୍ଟ କରି ଥିଲୁ।କିନ୍ତୁ ଆମେ ସଫଳ ହୋଇ ପାରିଲୁ ନାହି।ଆମେ ବହୁତ ପଛରେ ରହି ଗଲୁ।
Special report
ସେଠାରେ ହଲ ଭିତରେ ଯେଉଁ ଲୋକ ମାନେ ବସିଛନ୍ତି ସେମାନଙ୍କୁ ହଲ ଭିତରୁ ବାହାରକୁ ଯିବା ପାଇଁ କୁହା ଯାଉଛି।ସେଥିପାଇଁ ଆଜି ଅରିନ୍ଦମ ରାୟ ସବୁ ପ୍ରଯୋଜକ ମାନଙ୍କୁ ନେଇ ଏହି କଥା ଜଣାଇ ଥିଲେ।ସମସ୍ତେ ଜିତୁ ମଙ୍ଗରାଜ ଙ୍କୁ ଵଏ କଟ ଲେଖି ହଲ ଭିତରେ ଝୁଲାଇ ଦେଇଛନ୍ତି।ଏହା ଅତ୍ୟନ୍ତ ଦୁଃଖ ର ବିଷୟ ଅଟେ।
ଏହା ମୋ ପାଇଁ ଅତ୍ୟନ୍ତ ଦୁଃଖ ର କଥା ଜିତୁ ମଙ୍ଗରାଜ ଓ ମନୋଜ ମିଶ୍ର ଙ୍କ ବ୍ୟକ୍ତି ଗତ ଝଗଡ଼ା ପାଇଁ ମୋ ଫିଲ୍ମ ଦଶହରା ରେ ସମ୍ବଲପୁର ରେ ଚାଲି ପାରିଲା ନାହିଁ।ଏଥିପାଇଁ ଆମ ପ୍ରଯୋଜକ ଭାଇ ମାନେ ଏକ ବଡ ନିଷ୍ପତି ନେବାର ମଧ୍ୟ ସୂଚନା ରହିଛି।
ଅଲଗା ସ୍ଥାନ ରେ ଏହି ଫିଲ୍ମ ଟି ଦେଖିବା ପାଇଁ ଲୋକ ଙ୍କ ମଧ୍ୟରେ ଭିଡ ଜମୁଛି।ଏହି ସମୟ ରେ ଏଭଳି ସମ୍ବଲପୁର ରେ କରିବା ଠିକ୍ ହେଲା ନାହିଁ ବୋଲି ଅରିନ୍ଦମ ରାୟ କହିଛନ୍ତି।ତାଙ୍କର ଏହି କଥା କୁ ଅନେକ ଲୋକ ସମର୍ଥନ କରିଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.