Movie prime

ମନୋଜ ଙ୍କ ଦୁଃଖ ସମୟ ରେ ସାଥ ଦେବାକୁ ଆଗେଇ ଆସିଲେ ଛାଡ଼ପତ୍ର ନେଇଥିବା ପୂର୍ବ ପତ୍ନୀ, କହିଲେ ଧର୍ଯ୍ୟ ଧର ମନୋଜ ସବୁ ଠିକ୍ ହେବ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସମ୍ପର୍କ ଭାଙ୍ଗିଗଲା ପରେ ମଧ୍ୟ ଦୁହେଁ ଅଲଗା ହୋଇ ରହୁଥିଲେ ମଧ୍ଯ ମନୋଜ୍ ମିଶ୍ର ଙ୍କୁ ମାର୍ଗ ଦର୍ଶନ କରାଉଛନ୍ତି ତାଙ୍କର ସ୍ତ୍ରୀ ମାନା ମିଶ୍ର। ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି ମାନା ନିଶ୍ର।
Special report
ସେଥିରେ ଲେଖା ଅଛି କି ମନୋଜ୍ ତୁମେ ଭାବ ନାହିଁ କି ଜୀବନଟା କେବଳ ଏତିକି ବୋଲି ଜୀବନ ବହୁତ ଲମ୍ବା ପଡିଛି। ସେ ବହୁତ ଆଗକୁ ମଧ୍ଯ ଯିବେ ଆଉ ଯଦି ଖରାପ ଲାଗିଛି ତେବେ ସମସ୍ତଙ୍କୁ କ୍ଷମା କରି ଦେବାକୁ କହିଛନ୍ତି।
ପୁଣି ଥରେ ସମସ୍ତଙ୍କ ସହ ମିଶି ଯିବା ପାଇଁ ମଧ୍ଯ କହିଛନ୍ତି। ସେ ଅଭିନେତା ଓ ଫିଲ୍ମ୍ ପ୍ରଯୋଜଳ ଙ୍କ ସହ ମିଶି ଫିଲ୍ମ୍ କରିବା ପାଇଁ ବାର୍ତା ଦେଇଛନ୍ତି। ଯେଉଁ ଓଡିଆ ଫିଲ୍ମ୍ ରେ ଅଭିନୟ କରି ସେ ଓଡ଼ିଶାରେ ପରିଚିତ ହୋଇଥିଲେ
ସେହି ଓଡିଆ ଫିଲ୍ମ୍ ରେ ପୁଣି ଥରେ ଅଭିନୟ କରିବା ପାଇଁ ମଧ୍ୟ କହିଛନ୍ତି। ସେ କହିଛନ୍ତି କି ସମ୍ବଲପୁର ରେ ଯେଉଁ ମାନେ ସବୁ ରାମ ଫିଲ୍ମ କୁ ବ୍ୟାନ କରିବା ପାଇଁ କାର୍ଡ ଧରି ରହିଥିଲେ ସେମାନଙ୍କୁ କୁହାଯାଉ କି ସେମାନେ ଭୁଲ୍ କରିଥିଲେ ବୋଲି।
Special report
ମାଇଣ୍ଡ ଗେମ୍ କୁ ଲୋକମାନେ ବହୁତ୍ ଭଲ ପାଇବା ଦେଉଛନ୍ତି। ସେଥିପାଇଁ ମନୋଜ୍ ଙ୍କୁ ଏହା କହିଛନ୍ତି କି ସେ ଚେଷ୍ଟା କରନ୍ତୁ କି ସବୁ ଫିଲ୍ମ୍ ଯେମିତି ଫିଲ୍ମ୍ ହଲ୍ ରେ ଭଲ ଭାବରେ ଚାଲୁ।
ଆଉ ଟୁଟୁ ଭାଇଙ୍କ ଉପରେ ରାଗ ନରଖି ଆଗକୁ ମଧ୍ଯ ତାଙ୍କ ସହ ଫିଲ୍ମ କରି ଚାଲନ୍ତୁ। ଯଦି କିଛି ତାଙ୍କୁ ଖରାପ୍ ଲାଗିଛି ତେବେ ତାକୁ କ୍ଷମା କରି ଦେବାକୁ ମଧ୍ୟ କହିଛନ୍ତି। ଦିନଥିଲା ଓଡିଆ ରେ ମନୋଜ୍ ମିଶ୍ର ଙ୍କୁ କେହି ମଧ୍ୟ ଚିହ୍ନି ନଥିଲେ।
ସମସ୍ତେ କାମ ଦେବାରୁ ହିଁ ସେ କାମ କରି ପପୁଲାର ହୋଇଛନ୍ତି। ସେଥିପାଇଁ ମନୋଜ୍ ଙ୍କୁ ସମସ୍ତଙ୍କ ସହ ମିଶି କାମ କରିବାକୁ ମଧ୍ୟ କହିଛନ୍ତି। ଜୀବନ ଏଠି ସରି ଯାଉ ନାହିଁ ଆହୁରି ମଧ୍ୟ ଜୀବନରେ ବହୁତ୍ କିଛି କରିବାକୁ ଅଛି।
ନିଜକୁ ଶାନ୍ତିରେ ରଖି ଅନ୍ୟଙ୍କୁ ଶାନ୍ତିରେ ରଖିବା ପାଇଁ ମଧ୍ଯ ବାର୍ତ୍ତା ଦେଇ କହିଛନ୍ତି।ତେବେ ମନୋଜ୍ ମିଶ୍ର ଙ୍କ ସ୍ତ୍ରୀ ମାନା ମିଶ୍ର ଙ୍କ ସମ୍ପର୍କରେ ଆପଣ କଣ କହିବାକୁ ଚାହିଁବେ ତାହା ଆପଣ ଆମକୁ ଜଣାଇବାକୁ ଅନୁରୋଧ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.