Movie prime

ମାଓବାଦୀ ଙ୍କ ଗୁଳି ରେ ସହିଦ ହୋଇଥିବା ପରିବାର ପାଖକୁ ଗଲେ ରାନୀ, କହିଲେ ଆଜିଠୁ ମୁଁ ତମ ପୁଅ, ଆଉ ମଦ ଦୁଃଖ କରନି

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଯବାନ ପୁଅ କୁ ଝୁରୁଛନ୍ତି ପରିବାର ଲୋକେ। ସେଥିପାଇଁ ଏବେ କାନ୍ଦ ବୋବାଳି ରେ ଫାଟି ପଡ଼ୁଛି ପୂରା କେନ୍ଦୁଝର। ଯେଉଁ ଦାଣ୍ଡରେ ସୁଶାନ୍ତ ଛୋଟ ରୁ ବଡ଼ ହୋଇଥିଲେ ଆଉ ସେଠାରେ ତାଙ୍କର ଥିଲା
ଅନେକ ସ୍ମୃତି ଏବେ ସେହି ଦାଣ୍ଡ ସମ୍ପୁର୍ଣ୍ଣ ଭାବରେ ଶୁନଶାନ୍ ହୋଇ ଯାଇଛି। ସେଠାରେ କିଛି ସୋର ଶବ୍ଦ ଶୁଣିବାକୁ ମିଳୁ ନାହିଁ। ସେଠାରେ ସବୁ ନୀରବ ଓ ନିସ୍ତେଜ ହୋଇ ମଧ୍ଯ ପଡିଛି।
Special Report
ଆଉ ପରିବାର ର ଏହି ଦୁଃଖଦ ସମୟରେ ତାଙ୍କର ସାଥୀ ହୋଇ ଛିଡା ହୋଇଛନ୍ତି ଯାତ୍ରା ଅଭିନେତ୍ରୀ ରାନୀ ପ୍ରିୟଦର୍ଶିନୀ। ପରିବାର ଲୋକଙ୍କ ପାଖରେ ପହଞ୍ଚି ସହିଦ ସୁଶାନ୍ତ ଙ୍କ ପରିବାର ଲୋକଙ୍କୁ ସେଠାରେ ସେ ଆଶ୍ଵାସନା ପ୍ରଦାନ କରୁଛନ୍ତି।
ତାଙ୍କ ଦୁଃଖରେ ମଧ୍ୟ ରାନୀ ପ୍ରିୟଦର୍ଶିନୀ ଦୁଃଖୀ ହୋଇଛନ୍ତି। ତାଙ୍କ ପୁଅ ବଦଳରେ ସେ ସେହି ପରିବାର ର ପୁଅ ହୋଇ ପରିବାର ର ସମସ୍ତ ଦାୟିତ୍ବ ନେବେ ବୋଲି ମଧ୍ୟ ସୁଶାନ୍ତ ଙ୍କ ପରିବାର କୁ କଥା ଦେଇଛନ୍ତି।
ସୁଶାନ୍ତ ଙ୍କ ପତ୍ନୀ ପୂର୍ଣ୍ଣିମା ଗ-ର୍ଭ-ବ-ତୀ ଥିବା ବେଳେ ତାଙ୍କର ମଧ୍ୟ ଯତ୍ନ ନେବା ପାଇଁ ଆଗେଇ ଆସିଛନ୍ତି ଅଭିନେତ୍ରୀ ରାନୀ ପ୍ରିୟଦର୍ଶିନୀ। ସୁଖରେ ସୁଖୀ ନୁହେଁ ବରଂ ଦୁଃଖ ରେ ଦୁଃଖୀ ହେଉଥିବା ବନ୍ଧୁ ଙ୍କୁ କୁହା ଯାଇଥାଏ ପ୍ରକୃତ ବନ୍ଧୁ।
Special report
ଆଉ ଏହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ରାନୀ ପ୍ରିୟଦର୍ଶିନୀ। ସହିଦ ସୁଶାନ୍ତ ଦେଶ ପାଇଁ ତାଙ୍କର ଜୀବନ ଦେଇଦେଲେ ମାତ୍ର ସବୁ ଦିନ ପାଇଁ ତାଙ୍କ ମାଆ ଙ୍କ କୋଳ ଖାଲି ହୋଇଗଲା।
ଆଉ ତାଙ୍କର ସ୍ତ୍ରୀ ଙ୍କ ମଥାର ସିନ୍ଦୂର ମଧ୍ୟ ପୋଛି ହୋଇଗଲା। ଆଉ ସେହି ଶୂନ୍ୟସ୍ଥାନ କୁ ଏବେ କେହି ହେଲେ ମଧ୍ୟ ପୂରଣ କରି ପାରିବେ ନାହିଁ। ଆଉ ଏହି ସମୟରେ ବାସ୍ ଦୁଃଖ ବୁଝି ପାରି ସହିଦ ଙ୍କ ଘରେ ଯାଇ ପହଞ୍ଚି ଛନ୍ତି ରାନୀ।
ରାନୀ ପ୍ରିୟଦର୍ଶିନୀ ସୁଶାନ୍ତ ଙ୍କ ପରିବାର ଲୋକଙ୍କୁ ଶାନ୍ତ୍ବନା ପ୍ରଦାନ କରିଥିଲେ। ଆଉ କହିଥିଲେ କି ସୁଶାନ୍ତ ହେଉଛନ୍ତି ଆମ ଭାରତ ଓ ଓଡ଼ିଶା ପାଇଁ ଗର୍ବ ଏବଂ ଗୌରବ। ରାନୀ ପ୍ରିୟଦର୍ଶିନୀ ଙ୍କ ଏହି ବ୍ଯବହାର ଏବେ ସମସ୍ତଙ୍କ ହୃଦୟକୁ ଛୁଇଁ ଯାଇଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.