Movie prime

ମାର୍କେଟ କୁ ଆସିଲେ 5T ଗୁଣ୍ଡା ,ନବୀନ ଙ୍କ ପରେ ପାଣ୍ଡିଆନ ଏବେ ବହୁତ୍ ପାୱାରଫୁଲ୍

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ କିଏ ପିନ୍ଧିଛି କଳା ଶାଢ଼ୀ ତ ଆଉ କିଏ ପିନ୍ଧିଛି କଳା ସାର୍ଟ। କାହା ମୁଣ୍ଡରେ କଳା ଟୋପି ଅଛି ତ ଆଉ କିଏ ମଧ୍ଯ ଧରିଛି କଳା ପତକା। ଆଉ ଯେଉଁଠି ମଧ୍ୟ ଆକାଶରେ ଉଡୁଛି କଳା ବେଲୁନ।
Special report
୫ଟି ସଚିବ ମାନଙ୍କ ପାଇଁ ବଦଳୁଛି ପ୍ରତିବାଦ ର ତରିକ। କାଉଣ୍ଟର କରିବା ପାଇଁ ବଜାର ଉପରକୁ ମଧ୍ୟ ଓହ୍ଲାଇ ଥିଲେ ୫ଟି ଟିସାର୍ଟ ପିନ୍ଧା କିଛି ଯୁବକ। କାହା ହାତରେ ଠେଙ୍ଗା ଅଛି ତ ଆଉ କିଏ ମଧ୍ୟ ଧରିଛି ଅଣ୍ଡା।
କିଏ ଏହି ଯୁବକ ମାନେ ଆଉ ଏହି ୫ଟି ଟିସାର୍ଟ ପିନ୍ଧା ଯୁବକ ମାନଙ୍କୁ ବଜାର ଉପରକୁ ଏଭଳି ପଠାଇଛି କିଏ ଏବେ ଏହାକୁ ନେଇ ମଧ୍ୟ ଖୁବ ଚର୍ଚ୍ଚା ହେବାରେ ଲାଗିଛି।
ହାତରେ ଠେଙ୍ଗା ବାଉଁଶ ଧରିଥିବା ବେଳେ ସେମାନେ ଗୁଣ୍ଡା ଭଳି ମଧ୍ୟ ଦେଖା ଯାଉଛନ୍ତି। ତାଙ୍କୁ ଦେଖିବା ମାତ୍ରେ ହିଁ ଭୟ ଲାଗୁଛି। ଯେଉଁ ମାନେ ପ୍ରତିବାଦ କରୁଛନ୍ତି ସେମାନେ ତାଙ୍କୁ ଘଉଡାଇ ଛନ୍ତି। ହେଲେ ଏମାନେ କିଏ ତାହା ସ୍ପଷ୍ଟ ହୋଇ ନାହିଁ।
Special report
ଯେତେବେଳେ ୫ଟି ସଚିବ ଙ୍କ ଗସ୍ତ କୁ ଯାଜପୁର ରେ ବିରୋଧ କରାଯାଇ ଥିଲା ଠିକ୍ ସେତିକି ବେଳେ ହିଁ ଏହି ଠେଙ୍ଗା ସେମାନେ ସାମ୍ନାକୁ ଆଣିଥିଲେ। ହେଲେ ପୋଲିସ ସେମାନଙ୍କୁ କିଛି କହି ନଥିଲା।
ପୋଲିସ ସବୁ ଜାଣି ଶୁଣି ସେଠାରେ ଚୁପ୍ ହୋଇ ଛିଡା ହୋଇ ଥିଲା। ସେମାନଙ୍କ ଦେହରେ ହାତ ମାରିବା ପାଇଁ ମଧ୍ୟ ସାହସ ଯୁଟାଇ ପାରି ନଥିଲା। ତେବେ ଏମାନଙ୍କ ପଛରେ କିଛି ସ୍ଥାନୀୟ ନେତା ମାନେ ଅଛନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି।
ବିଜେଡି ଏହି ଗୁଣ୍ଡା ବାହିନୀ ଙ୍କୁ ପଠାଇ ଥିବାର କଂଗ୍ରେସ କହୁଛି। ଏହି ଭିଡିଓ ମଧ୍ଯ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ଏବଂ ଏହାକୁ ନେଇ ଲୋକ ମାନଙ୍କ ମନରେ ବର୍ତ୍ତମାନ୍ ସମୟରେ ଅନେକ ପ୍ରଶ୍ନ ମଧ୍ୟ ଉଙ୍କି ମାରୁଛି।
ତେବେ ଆପଣ ଏହି ଭିଡିଓ ଦେଖି ସାରିବା ପରେ ଏହି ଭିଡିଓ ପ୍ରତି ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବାକୁ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.