Movie prime

ମରିବାର ଏତେ ଦିନ ପରେ ଜ୍ୟୋତି କୁ ମିଳିଲା ନ୍ୟାୟ।ଅଭିଯୁକ୍ତ ସ୍ବାମୀ କୁ ଗୋଡେଇ ଗୋଡେଇ ଧରିଲା ପୋଲିସ..

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଶାଶୁ ଘର ନୁହେଁ ବରଂ ଜମପୁର କୁ ଯାଇଥିଲେ ଜ୍ୟୋତି। ବାପା ମାଆ ଙ୍କ ଆକଟକୁ ନମାନି ସେ ଭଲପାଇ ବାହା ହୋଇଥିଲେ। ହେଲେ ଜ୍ୟୋତି ଙ୍କ ଜୀବନରେ ଅନ୍ଧାରର କଳା ବାଦଲ ଛାଇ ଯାଇଥିଲା ।
Special report
କାରଣ ସବୁଦିନ ପାଇଁ ଜ୍ୟୋତି ଙ୍କ ଜୀବନ ଦ୍ଵୀପ ଲିଭି ଯାଇଥିଲା। ଯିଏ ତାଙ୍କୁ କଥା ଦେଇଥିଲେ କି ବାହା ହୋଇ ତାଙ୍କୁ ଘରେ କଣ୍ଢେଇ କରି ରଖିବେ ବୋଲି ହେଲେ ବାହାଘର ପରେ ସେ ତାଙ୍କୁ ମାରି ଦେଇଥିଲେ।
ଏବେ ସ୍ୱାମୀ ରାଜେଶ ସାହୁ ଙ୍କ ହାତରେ ହାତ କଡି ପଡି ଯାଇଛି। କେବଳ ସ୍ୱାମୀ ରାଜେଶ ମୁହେଁ ଶଶୁର ରମେଶ ସାହୁ ମଧ୍ଯ ଏବେ ଗିରଫ ହୋଇଛି। ଜ୍ୟୋତି ଙ୍କ ମାଆ ଝିଅର ମୃ-ତ୍ୟୁ ପାଇଁ ନ୍ୟାୟ ମାଗୁ ଥିଲେ।
ଅନୁଗୁଳ ,ସଦର ଥାନା ଅନ୍ତର୍ଗତ କୁମୁଟ ଗ୍ରାମର ରମେଶ ସାହୁ ଓ ପୁଅ ରାଜେଶ୍ ସାହୁ କଣିହାଁ ବ୍ଲକ, ବିଯିହଲ ଗ୍ରାମର ଜ୍ୟୋତି ଙ୍କୁ ବିବାହ କରିଥିଲେ। ବିବାହକୁ ବର୍ଷେ ପୁରି ନଥିଲା ହେଲେ ଜ୍ୟୋତି ସବୁଦିନ ପାଇଁ ଆଖି ବୁଜି ଦେଇଥିଲେ।
Special report
ବିବାହ ପୂର୍ବରୁ ରାଜେଶ କହିଥିଲେ କି ତାଙ୍କର କଣି କଉଡ଼ି ଟିଏ ମଧ୍ଯ ଦରକାର୍ ନାହିଁ। କେବଳ ତାଙ୍କୁ ଜ୍ୟୋତି ହିଁ ଦରକାର୍। ହେଲେ ବିବାହ ପରେ ଦରକାର୍ ହେଲା କାର ଠାରୁ ଆରମ୍ଭ କରି ସୁନା ଗହଣା ସବୁ କିଛି।
ସେଥିପାଇଁ ସେ ସ୍ତ୍ରୀ ଜ୍ୟୋତି ଙ୍କୁ ବାରମ୍ବାର ଯୌତୁକ ନିର୍ଯାତନା ଦେଉଥିଲେ। ହେଲେ ଜ୍ୟୋତି ଙ୍କ ବାପାଙ୍କ ଚାରି ବର୍ଷ ପୂର୍ବେ ଦେହାନ୍ତ ହୋଇ ଯାଇଥିଲା। ସେଥିପାଇଁ ତାହା ସମ୍ଭବ ହୋଇ ନଥିଲା।
ତାଙ୍କ ଭାଇ ବାହାରେ ଚାକିରୀ କରୁଥିଲେ। ଆଉ ଭାଇ ଆସିଥିଲେ ହିଁ ତାଙ୍କ ଭଉଣୀଙ୍କୁ ସୁନା ଗହଣା ରେ ଛାଉଣୀ କରି ଦେଇ ଥାଆନ୍ତେ। ହେଲେ ଭାଇ ଆସିବାରେ ଟିକେ ବିଳମ୍ବ ହୋଇଗଲା।
ସେଥିପାଇଁ ଶାଶୁଘର ଲୋକେ ଜ୍ୟୋତି ଙ୍କୁ ମାରି ଦେଇଥିଲେ। ଏହାକୁ ଆ-ତ୍ମ-ହ-ତ୍ୟା ରୂପ ଦେଇ ଦେଇଥିଲେ। ଏହାକୁ ଜ୍ୟୋତି ଙ୍କ ପରିବାର ଲୋକେ ଗ୍ରହଣ କରି ପାରି ନଥିଲେ। ଏହାପରେ ପୋଲିସ ଜ୍ୟୋତି ଙ୍କ ସ୍ୱାମୀ ଓ ଶଶୁରଙ୍କୁ ଗିରଫ କରିଥିଲା।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.