Movie prime

ମରିଗଲା ମଣିଷ ପଣିଆ ଦେଖନ୍ତୁ ଏମିତି ମାରିଦେଲେ ଗୋଇଠା ପେଟରୁ ବାହାରି ଆସିଲା ପିଲା

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
Special report
ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଅନେକ କିଛି ଖବର ଜାଣି ପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମଧ୍ୟମରେ ଜଣେ ମହିଳାଙ୍କ ବିଷୟରେ କିଛି ଖବର ଜାଣିପାରିବେ । ମହିଳା ଜଣକ ତାଙ୍କ ସହ ଘଟିଥିବା ଏଭଳି ଘଟଣା ବିଷୟରେ କହିଛନ୍ତି ଯାହା ଶୁଣିଲେ ଯେ କେହିବି ଆଶ୍ଚର୍ଯ୍ୟ ହୋଇଯିବେ । 
ଏହି ଭିଡିଓ ମାଧ୍ୟମରେ ସେ ସବୁ କଥା କହିଛନ୍ତି । ଏହି ମହିଳା ଜଣକ ତାଙ୍କ ଭାଇକୁ କିଛି ଟଙ୍କା ଦେଇଥିଲେ । ଆଉ ଏହାପରେ ସେ ତାଙ୍କୁ ଟଙ୍କା ବି ମାଗି ନାହାଁନ୍ତି ।ଆଉ ଏଭଳି କିଛି ଘଟିଥିଲା ଯାହା ଏହି ଭିଡିଓ ମାଧ୍ୟମରେ ସେ କହୁଛନ୍ତି ।
Special report
ମହିଳା ଜଣକ ତାଙ୍କ ଭାଇଙ୍କୁ ପଇସା ମାଗି ନଥିଲେ ।କିନ୍ତୁ ତାଙ୍କ ଭାଉଜ ଆଉ ଜଣେ ମିଶି ତାଙ୍କୁ ମାଡ ମାରିଥିଲେ । ଆଉ ସେ ତାଙ୍କୁ କାଠରେ ପିଟିଥିଲେ । ଆଉ ଏଭଳି ଅନେକ କଥା ମଧ୍ୟ କହିଥିଲେ ।ଏହି ଭିଡିଓରେ ସେ ସବୁ କହିଛନ୍ତି ।
ଏହି ମହିଳା ଜଣକ ଗର୍ଭବତୀ ଥିଲେ । ଆଉ ତାଙ୍କୁ ମାଡ ମରା ଯାଇଥିଲା । ଆଉ ଏହି ମାଡ଼ରେ ତାଙ୍କ ଗର୍ଭ ନଷ୍ଟ ହୋଇ ଯାଇଥିଲା । ଆଉ ସେହି ସମୟରୁ ତାଙ୍କର ରକ୍ତ ଯାଉଛି । ଆଉ ଏହାପରେ ସେ ଡାକ୍ତରଖାନା ଯାଇଥିଲେ ।
Special report
ସେଠାରେ ବହୁତ କଷ୍ଟ ସେ ପାଇଲେ । ମେଡିକାଲ ରିପୋର୍ଟ ବି ଗ୍ରହଣ କରିଲା ନାହିଁ । ସେ ପୋଲିସ ଥାନା ଗଲେ କିନ୍ତୁ ସେଠାରେ ବି ତାଙ୍କର ରିପୋର୍ଟ କେହି ରଖିଲେ ନାହିଁ । ଆଉ ଏହି ସବୁ କଥା ଗଣମାଧ୍ୟମ ଆଗରେ ଏହି ମହିଳା ଜଣକ କହିଛନ୍ତି ।
ମହିଳା ଜଣକ ତାଙ୍କ ଭାଇ ଆଉ ଭାଉଜ ଏବଂ ତାଙ୍କ ଭାଉଜଙ୍କ ଭାଇ ଆଉ ଭଉଣୀ ତାଙ୍କ ସହ ଏଭଳି କାମ କରିଥିଲେ ଅର୍ଥାତ୍ ତାଙ୍କୁ ମାଡ ମାରିଥିଲେ ବୋଲି ସେ କହିଛନ୍ତି । ଏନେଇ ସେ ଥାନାରେ ଅଭିଯୋଗ କରିବା ସତ୍ତ୍ୱେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ ।
ଆଉ ଏହିସବୁ କଥା ସେ କହିଛନ୍ତି । ସେ ତିନି ମାସର ଗର୍ଭବତୀ ଥିଲେ ତାଙ୍କର ଶିଶୁ ନଷ୍ଟ ହୋଇ ଯାଇଛି । ଏବେ ଏହି ମହିଳା ଜଣକ ବହୁତ ଦୁଃଖର ଅଛନ୍ତି । ଆଉ ନ୍ୟାୟ ମାଗୁଛନ୍ତି ।ଏହି ଭିଡିଓ ଏବେ ଚର୍ଚ୍ଚାକୁ ଆସିଛି । ଦେଖାଯାଉ ଏହି ଘଟଣା କେଉଁ ମୋଡ ନେଉଛି ।