Movie prime

ମା ସହ ଝଗଡ଼ା କରି ଆସି ମରିଗଲା ଭେଣ୍ଡିଆ ପୁଅ ଦେଖନ୍ତୁ ଆସିଲା ହୃଦୟ ବିଦାରକ ଦୃଶ୍ୟ

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଲୋକମାନେ ଏଭଳି କିଛି ଖବର ପାଇପାରିବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
Special Report
ଆଜିକାଲି ଦୁନିଆରେ ଝଗଡ଼ା ହେବା ଏକ ସାମାନ୍ୟ କଥା । ଲୋକମାନେ ଝଗଡ଼ା କରି ଏଭଳି କାମ କରୁଛନ୍ତି ଯାହାକୁ ନେଇ ଏବେ ଚର୍ଚ୍ଚା ହେଉଛି । ଆପଣମାନେ ସମସ୍ତେ ପରିବାରରେ କଳି ଝଗଡ଼ା ହୋଇଥାଏ ତାହା ଜାଣିଥିବେ । 
ଆଉ ଏବେ ଏକ ଖବର ଆସିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବା ସହ ଆପଣଙ୍କ ମନ ଦୁଃଖ ହେବ । ଏହି ଖବର ହେଉଛି ମାଆ ଆଉ ପୁଅ ଭିତରେ ଝଗଡ଼ା ହୋଇଥିଲା ଆଉ ଏହି ଝଗଡ଼ାରେ ମାଆ ପୁଅକୁ ଗାଳି କରିଥିଲା ।
କିନ୍ତୁ ମାଆ ଜଣକ ଜାଣି ନଥିଲେ କି ସେ ଗାଳି କରିବା ପରେ ତାଙ୍କର ଭେଣ୍ଡିଆ ପୁଅ ଏଭଳି ଚରମ ନିଷ୍ପତ୍ତି ନେବ ବୋଲି । ଏହି ଭେଣ୍ଡିଆ ପୁଅ ଜଣକ ମାଆ ସହ ଝଗଡ଼ା କରିବା ପରେ ମାଆ ଗାଳି ଶୁଣି ନିଜ ଜୀବନ ହାରି ଦେଇଛି ।
Spr amr
ମାଆ ଜାଣି ନଥିଲା ପୁଅ ଏଭଳି ଚରମ ନିଷ୍ପତ୍ତି ନେବ ବୋଲି ନହେଲେ ମାଆ କିଛି କହି ନଥାନ୍ତା ପୁଅ କଥାରେ ରାଜି ହୋଇ ଯାଇଥାନ୍ତା । ଏଭଳି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ସ୍ଥିତ ଗ୍ରେଡକୋ ସାନ୍ତିପଡ଼ାରେ ।
ଏହି ଯୁବକ ଜଣକ ହେଉଛନ୍ତି ସ୍ବର୍ଗତ ବଳରାମ ସାହୁଙ୍କ ପୁଅ ପ୍ରକାଶ ସାହୁ । ତାଙ୍କର ବୟସ ମାତ୍ର ୨୪ ବର୍ଷ । ପରିବାରର ସଦସ୍ୟ କହିଛନ୍ତି ପ୍ରକାଶ ତାର ମାଆ ସହିତ ଝଗଡ଼ା ଲାଗିଲା । ଆଉ ଏହାପରେ ଘର ଭିତରକୁ ଯାଇ କବାଟ ଦେଇ ନେଇଗଲା ଚରମ ନିଷ୍ପତ୍ତି ।
ଏବେ ପ୍ରକାଶ ଆଉ ଏହି ଦୁନିଆରେ ନାହିଁ । ଏବେ ସାରା ଗାଁ କାନ୍ଦ ବୋବାଳିରେ ଫାଟି ପଡୁଛି । ସଂପର୍କୀୟମାନେ ଭେଣ୍ଡିଆ ପୁଅର ମୃ-ତଦେହ ଦେଖି ସହି ପାରୁ ନାହାଁନ୍ତି । ପ୍ରକାଶ ବଲାଙ୍ଗୀର ସଦେଇପାଲି ସ୍ଥିତ ସୋଲାର ପ୍ଲାଣ୍ଟରେ କାମ କରିଥିଲେ ।
ପୋଲିସ ଏହି ଘଟଣା ଜାଣିବା ପରେ ପ୍ରକାଶର ମୃ-ତଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ଶବ ବ୍ୟବଚ୍ଛେଦ ପରେ ରିପୋର୍ଟ ଆସିବା ପରେ ଶବକୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ । ଏବେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି ।