Movie prime

ହେ ଭଗବାନ, ମୃତ୍ୟୁ କଣ ଏମିତି ବି ଆସେ... ବସ ହର୍ଣ୍ଣ ଶୁଣି ଗୋଟେ ଝଟକା ରେ ମରିଗଲା ଯୁବକ...

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଚଳନ୍ତା ବସ ରେ ହିଁ ଚାଲିଗଲା ଯାତ୍ରୀ ଙ୍କ ଜୀବନ। ବସ୍ ରେ ବସି ସମସ୍ତେ ଯାଉଥିବା ସମୟରେ ତାଙ୍କ ମଧ୍ୟରେ ଜଣେ ବ୍ୟକ୍ତି ମଧ୍ୟ ସେହି ବସ ରେ ଯାଉଥିଲେ।
Special Report
ହେଲେ ମଝି ରାସ୍ତାରେ ଏଭଳି କଣ ହେଲା କେଜାଣି ହଠାତ୍ ତାଙ୍କର ଜୀବନ ଚାଲି ଯାଇଥିଲା। ଏହି ବ୍ୟକ୍ତି ଜଣକ ହେଉଛନ୍ତି ଗୌରାଙ୍ଗ ପ୍ରଧାନ। ଘରୁ ଆସିବା ସମୟରେ ସେ କହି ଆସିଥିଲେ କି ହସ୍ପିଟାଲ ଯାଇ ସେ ନିଜର ଚିକିତ୍ସା କରାଇବେ ବୋଲି।
ଏବଂ ବସ ରେ ବସି ସେ ଏକୁଟିଆ ହସ୍ପିଟାଲ ଯିବା ପାଇଁ ବାହାରି ପଡ଼ିଥିଲେ। ହେଲେ ହଠାତ୍ ଏଭଳି କଣ ହେଲା କେଜାଣି ତାଙ୍କର ଚଳନ୍ତା ବସ ଭିତରେ ହିଁ ଜୀବନ ଚାଲି ଯାଇଥିଲା।
ହେଲେ ଏହି ଘଟଣା ସମ୍ପର୍କରେ କେହି ହେଲେ ମଧ୍ୟ କିଛି ଜାଣି ପାରି ନଥିଲେ। ଆଉ ସେହି ମଲା ଶବ ପାଖରେ ହିଁ ବସି ଲୋକମାନେ ମଧ୍ୟ ଯାତ୍ରା କରୁଥିଲେ। ହେଲେ ଏହା ସମ୍ପର୍କରେ ତାଙ୍କର କୌଣସି ପ୍ରକାରର ଧାରଣା ନଥିଲା।
Special report
ଯେତେବେଳେ ଗାଡ଼ି ଯାଇ ବସ ଷ୍ଟପ ରେ ଅଟକି ଯାଇଥିଲା ସେତେବେଳେ ସବୁ ସତ ସାମ୍ନା କୁ ଆସି ଯାଇଥିଲା। ଏଭଳି ଦୃଶ୍ୟ ବାଲେଶ୍ଵରରେ ହିଁ ଦେଖିବାକୁ ମିଳିଛି। ଏହି ବ୍ୟକ୍ତି ଜଣକ ବସ ରେ ବାଲେଶ୍ଵର ରୁ ଭୋଗରାଇ ଯାଉଥିଲେ।
ଭୋଗରାଇ ଗ୍ରାମ ଅନ୍ତର୍ଗତ ଭୋଗରାଇ ଗ୍ରାମର ଗୌରାଙ୍ଗ ପ୍ରଧାନ ଙ୍କ ପୂର୍ବରୁ ଦୁଇଟି କିଡନୀ ଖରାପ୍ ହୋଇ ଯାଇଥିଲା। ସେ ବାଲେଶ୍ଵର ହସ୍ପିଟାଲ କୁ ଚିକିତ୍ସା କରିବାକୁ ଯାଇଥିଲେ।
ଜଳେଶ୍ଵର ବସ ଷ୍ଟାଣ୍ଡ ରେ ଯେତେବେଳେ ବସ୍ ଅଟକି ଯାଇଥିଲା ସେତେବେଳେ ତାଙ୍କୁ ଚେତା ଶୂନ୍ୟ ଅବସ୍ଥାରେ ତାଙ୍କୁ ସେଠାରେ ଦେଖିବାକୁ ମିଳିଥିଲା। ଏହାପରେ ତାଙ୍କୁ ଜଳେଶ୍ୱରପୁର ହସ୍ପିଟାଲ ରେ ଭର୍ତ୍ତି କରାଯାଇ ଥିଲା।
ଏହାପରେ ଡ଼ାକ୍ତର ସେଠାରେ ତାଙ୍କୁ ମୃ-ତ ବୋଲି ଘୋଷଣା କରିଥିଲେ। ଏହି ଘଟଣା ଏବେ ଖୁବ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଏହି ଘଟଣା ପ୍ରତି ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।