Movie prime

ମିଶିଲାନି ମନ ଆଉ ପୁଅ କଲା ଏମିତି... ନିଜ ପ୍ରେମିକା କୁ ଧରି ଏମିତି କରି କରି ମା-ରି-ଦେଲା..

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ୍ ଆମେ ଆପଣଙ୍କୁ ଏକ ଘଟଣା ସମ୍ପର୍କରେ କହିବାକୁ ଯାଉଛୁ ଯାହାକୁ ଶୁଣିବା ପରେ ଆପଣ ମାନେ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ।
Special report
ପ୍ରଥମେ ସ୍ୱାମୀ ଙ୍କ ସହ ଛାଡ଼ପତ୍ର ହୋଇଥିଲା ଏହାପରେ ଲିଭ୍ ଇନ୍ ପାର୍ଟନର ଙ୍କ ସହ ମନ ନମିଶିବାରୁ ତାଙ୍କୁ ମାରି ଦେଇଛନ୍ତି।ଏଭଳି ଏକ ସାଙ୍ଘାତିକ ଘଟଣା ଘଟିଛି କୋଲକାତା ରେ। ନିଜର ଲିଭ୍ ଇନ୍ ପାର୍ଟନର ଙ୍କୁ ନିର୍ମମ ଭାବରେ ହ-ତ୍ୟା କରିଛନ୍ତି ସଙ୍ଗୀତା ପାଲ।
ସେ ପୂର୍ବରୁ ବିବାହିତା ମାତ୍ର ସ୍ୱାମୀ ଙ୍କ ସହ ଛାଡ଼ପତ୍ର ହେବା ପରେ ସେ ନିଜ ପୁଅ ସହ ଅଲଗା ରହୁଥିଲେ। ଆଉ ଯାହାଙ୍କ ସହ ଲିଭ୍ ଇନ୍ ରେ ରହୁଥିଲେ ସେ ହେଉଛନ୍ତି ଫଟୋଗ୍ରାଫର୍ ସାର୍ଥକ ଦାସ୍।
ସାର୍ଥକ ସୋସିଆଲ ମିଡିଆରେ ଖୁବ ଆକ୍ଟିଭ ରୁହନ୍ତି। ସେ ସଙ୍ଗୀତା ଙ୍କୁ ନିଜର ସ୍ତ୍ରୀ ବୋଲି ମଧ୍ୟ ଭାବି ନେଇଥିଲେ। ଏଭଳି କି ପ୍ରତି ଫଟୋ ରେ ସେ ଏହା କ୍ୟାପସନ୍ ଦେଉଥିଲେ କି ଏ ହେଉଛି ତାଙ୍କର ପରିବାର ବୋଲି।
Special report
ସଙ୍ଗୀତା ଙ୍କ ପୁଅ କୁ ମଧ୍ୟ ସାର୍ଥକ ନିଜର ପୁଅ ଭାବରେ ଗ୍ରହଣ କରି ନେଇଥିଲେ। ତାଙ୍କର ରିଲେସନସିପ ଷ୍ଟାଟସ୍ ମଧ୍ୟ ବଦଳି ଯାଇଥିଲା। ସେ ନିଜକୁ ଏଙ୍ଗେଜ ବୋଲି ତାଙ୍କ ବାୟୋ ରେ ଉଲ୍ଲେଖ କରିଥିଲେ।
ତାଙ୍କର ବୟସ ମଧ୍ୟ ପ୍ରାୟ ସମାନ ହେବ ସେମାନେ ବେଶ କିଛି ଦିନ ମଧ୍ୟ କଲିକତା ରେ ଏକାଠି ରହୁଥିଲେ। ସବୁ କିଛି ଠିକ ଠାକ୍ ଚାଲିଥିବା ବେଳେ କୌଣସି କାରଣ ପାଇଁ ତାଙ୍କର ମାନ ମିଶି ନଥିଲା। ସବୁଦିନ ତାଙ୍କର ଯୁକ୍ତି ତର୍କ ହୋଇଥିଲା।
ଏହାପରେ ସେ ଛୁରୀ ଭୁଷି ସାର୍ଥକ ଙ୍କୁ ମାରି ଦେଇଥିଲେ। ଏବଂ ଛୁରୀ ଭୂଷିବା ପରେ କେଉଁ ଆଡେ଼ ଫେରାର ହୋଇ ଯାଇ ନଥିଲେ ବରଂ ସେ ନିଜର ଅଧିକାର ସମ୍ପର୍କରେ ନିଜେ ହିଁ ସ୍ବୀକାର କରିଥିଲେ। ଏହି ଖବର ପାଇ ତାଙ୍କର ଆପାର୍ଟମେଣ୍ଟ ରେ ଯାଇ ପୋଲିସ୍ ପହଞ୍ଚି ଯାଇଥିଲା।
ରକ୍ତ ଯୁଡ଼ୁବୁଡୁ ଅବସ୍ଥାରେ ସାର୍ଥକ ତଳେ ପଡ଼ି ଯାଇଥିବା ବେଳେ ସାର୍ଥକ ସେଠାରେ ହିଁ ରହିଥିଲେ। ଏହାପରେ ପୋଲିସ ସାର୍ଥକ ଙ୍କୁ ହସ୍ପିଟାଲ ନେଇ ଯାଇଥିଲା। ହେଲେ ସେଠାରେ ଡ଼ାକ୍ତର ତାଙ୍କୁ ମୃ-ତ ଘୋଷଣା କରିଥିଲେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.