Movie prime

ମ୍ୟାଚ୍ ହରାଇବା ପାଇଁ ହୋଇଥିଲା ବିରାଟ ଷଡ଼ଯନ୍ତ୍ର!! ଦେଖନ୍ତୁ ସାମ୍ନାକୁ ଆସିଲା ବିରାଟ ବଡ ଖବର

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ କାଲି ବିଶ୍ୱକପ ଚାଲିଥିଲା ବେଳେ ହୋଇଥିଲା ବଡ ପ୍ଲାନ। ଯାହାକି କେମିତି ଭାରତ ହାରିଯାଉ। କୋହଲି ଯେମିତି ପ୍ରଦର୍ଶନ କରୁଥିଲା, ଲାଗୁଥିଲା ଭାରତ ଜିତିଯିବ।
Special Report
ସେଥିପାଇଁ କୋହଲିଙ୍କ ମନ ପରିବର୍ତ୍ତନ କରିବାକୁ ଗୋଟେ ଘଟଣା ଘଟାଯାଇଥିଲା। ଜଣେ ଯୁବକ କୋହଲିଙ୍କ କାନ୍ଧକୁ ଧରି ଓହଳି ପଡିଥିଲା। କୋହିଲିଙ୍କ ଖେଳ ଖରାପ କରିବା ପାଇଁ ଅଷ୍ଟ୍ରେଲିଆରୁ ଆସିଥିଲା ଏହି ବ୍ୟକ୍ତି। 
ଏବେ ସେହି ବ୍ୟକ୍ତିକୁ ଗିରଫ କରିଛି ପୋଲିସ। କ୍ରିକେଟ ବିଶ୍ୱକପର ଫାଇନାଲ ମ୍ୟାଚ୍ ରବିବାର ଦିନ ଅନୁଷ୍ଠିତ ହୋଇଥିଲା ଅହମ୍ମଦାବଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ ରେ। ସେଠାରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା।
Special Report
ଦେଶର ବିଭିନ୍ନ ସ୍ଥାନର ଲୋକମାନେ ମ୍ୟାଚ୍ ଦେଖିବାକୁ ଆସିଥିଲେ। ତେବେ ସେହି ମ୍ୟାଚ୍ ରେ ଏକ ବଡ ସୁରକ୍ଷା ତ୍ରୁଟି ଦେଖିବାକୁ ମିଳିଥିଲା। ତେବେ ବନ୍ଧୁଗଣ ଜଣାପଡ଼ିଛି ଯେ ସେହି ବ୍ୟକ୍ତି ଜଣକ ଅଷ୍ଟ୍ରେଲିଆ ଇ ବାସିନ୍ଦା। 
କାଲି ଅଷ୍ଟ୍ରେଲିଆ ସହିତ ମ୍ୟାଚ୍ ଖେଳୁଥିଲା ଭାରତ। ଏହି ବ୍ୟକ୍ତି ଜଣକ ହେଉଛନ୍ତି ଜଙ୍କସନ୍ ୱେ। ଆଉ ସେହିକରଣ ରୁ ଏବେ କୁହ ଯାଉଛି ଏହିସବୁ ସବୁ ଜାଣିଶୁଣି ହରାଜାଇଦିଅ। ଆଉ ଯେତେବେଳେ ୱେବକୁ ପୋଲିସ ନେଇଯାଉଥିଲା
Special Report
ସେତେବେଳେ ସେ ଗଣମାଧ୍ୟମକୁ କହିଥିଲେ ସେ ହେଉଛନ୍ତି ଅଷ୍ଟ୍ରେଲିଆର। ଆଉ ସେହିଠାରୁ ଜଣାପଡିଥିଲା। ଯେତେବେଳେ ବିରାଟ କୋହଲି ବ୍ୟାଟିଂ କରିଥିଲେ ସେହି ସମୟରେ କୋହଲିଙ୍କ ନିକଟରେ ପହଞ୍ଚି ତାଙ୍କ କାନ୍ଧରେ ହତ ରଖି ଝୁଲିବା ଆରମ୍ଭ କରିଦେଇଥିଲେ ବ୍ୟକ୍ତି ଜଣକ। 
Special Report
ତେବେ ବନ୍ଧୁଗଣ ଅହମଦାବାଦର ପୋଲିସ ସୂଚନା ଅନୁସାରେ, ଚାନ୍ଦକଡା ପୋଲିସ ଷ୍ଟେସନରେ ଭାରତୀୟ ଦଣ୍ଡବିଧି ସଂହିତା ୩୩୨ ଓ ୪୪୭ ଅନୁଯାୟୀ ଜଙ୍କସନ୍ ଙ୍କ ବିରୁଦ୍ଧରେ ମାମଲା ରୁଜ୍ଜୁ ହୋଇଛି।
ତେବେ ଆଗକୁ ତଦନ୍ତ ହେଲେ ପରେ ଜଣାପଡ଼ିବ ଯେ ଜଙ୍କସନ୍ କାହିଁକି ଏଭଳି ଭାବେ ବିରାଟଙ୍କ ପାଖକୁ ଯାଇ କାନ୍ଧରେ ଓହଳି ପକାଇଥିଲେ। ଫଳରେ ବିରାଟଙ୍କ ଖେଳରୁ ଫୋକସ ହଟିଥିଲା।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.