Movie prime

ଚମତ୍କାର ଘଟଣା : ମାଟି ଫଟେଇ ବାହାରିଲେ ଶିବ ଲିଙ୍ଗ ! ଗାଆଁ ରେ ପଡ଼ିଗଲା ଚହଳ

 
Special report
ନମସ୍କାର ପାଠକ ବନ୍ଧୁ।ବର୍ତ୍ତମାନ ସମୟ ରେ ବିଭିନ୍ନ ପ୍ରକାର ଅଜବ ଅଜବ ଘଟଣା ଘଟୁ ଥିବାର ଆପଣ ମାନେ ସମସ୍ତେ ଦେଖୁ ଥିବେ।ଭଗବାନ ସବୁବେଳେ ନୂଆ ନୂଆ ରୂପ ରେ ତାଙ୍କ ଭକ୍ତ ମାନଙ୍କୁ ଦର୍ଶନ ଦେଇ ଥାଆନ୍ତି।କେତେ ବେଳେ ପତ୍ର ରେ ଦେଖା ଯାଉଛନ୍ତି ତ କେତେବେଳେ ରାସ୍ତା ରେ ଦେଖା ଯାଉଛନ୍ତି।
Special report
ଏମିତି ଏକ ଘଟଣା ବିଷୟରେ ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ।ଏହି ଘଟଣା ଟି ଘଟିଛି କୌଥଲ ଗାଁ ରେ।ସେଠାରେ ଜଣେ ମହିଳା ଙ୍କ ଘରୁ ଶିବ ଲିଙ୍ଗ ବାହାରିଛି।ଯାହାକୁ ଦେଖି ଆପଣ ମାନେ ସମସ୍ତେ ଆଶ୍ଚର୍ଯ୍ୟ ହେବେ।
ସୂଚନା ଅନୁସାରେ ସେଠାରେ ଜଣେ ମହିଳା ସକାଳୁ ଉଠି ଦେଖିଲେ ତାଙ୍କ ଘର ଭିତର ଅଗଣା ଫାଟି ପ୍ରଭୁ ଶିବ ଲିଙ୍ଗ ବାହାରିଛନ୍ତି।ଏହାକୁ ନେଇ ଖୁବ୍ ଚର୍ଚ୍ଚା କରା ଯାଉଚି।କିଛି ଲୋକ ଏହାକୁ ନେଇ ବିଭିନ୍ନ ପ୍ରକାର କଥା କହିଛନ୍ତି।
କିଛି ଲୋକ ଏହାକୁ ସତ ବୋଲି କହୁଥିବା ବେଳେ କିଛି ଲୋକ ଏହାକୁ ମିଛ ବୋଲି କହିଛନ୍ତି।କିନ୍ତୁ ଜଣେ ବାବା ଆସି ସେଠାରୁ ଲିଙ୍ଗ ଙ୍କୁ ଆଣି ଅନ୍ୟ ସ୍ଥାନ ରେ ରଖିଥିଲେ।ଲୋକ ସୋସିଆଲ ମିଡିଆରେ କହୁଛନ୍ତି କି ପରିବାର ଲୋକେ ଶିବ ଲିଙ୍ଗ ଙ୍କୁ ଆଣି ସେଠାରେ ଦବେଇ ଦେଇଛନ୍ତି।
Special report
କିନ୍ତୁ ଏହା କେତେଦୂର ସତ କି ମିଛ ତାହା ଜଣା ପଡି ନାହିଁ।ପରିବାର ଲୋକେ କହିଛନ୍ତି କି ସନାତନ ଧର୍ମ କୁ ଏପରି ବଦନାମ କରନ୍ତୁ ନାହିଁ।ଏହା ଏକ ସତ୍ୟ ଘଟଣା।ପୃଥିବୀ ଫାଟି ଏହି ଶିବ ଲିଙ୍ଗ ବାହାରକୁ ବାହାରି ଆସିଚି।
ଅନେକ ଆଡୁ ଏହାକୁ ଲୋକମାନେ ଦେଖିବାକୁ ଆସୁଛନ୍ତି।ଏଭଳି ଅନେକ କ୍ଷେତ୍ର ରେ ଦେଖା ଯାଉଚି ଯେ ଲୋକ ମାନେ ମିଛ କହି ଭଗବାନ ଙ୍କ ମୂର୍ତ୍ତି ଆଣି ରଖି ଦେଇ ଲୋକ ଙ୍କୁ ବୋକା ବନାଇଛନ୍ତି।
କିନ୍ତୁ ଏହି ଘଟଣା ଟି ସତ ବୋଲି କୁହା ଯାଉଛି।ଭଗବାନ ଶିବ ପୃଥିବୀ ଫଟାଇ ବାହାରକୁ ଆସି ଛନ୍ତି।ଏବେ ସେଠାରେ ଏହି ଲିଙ୍ଗ କୁ ପୂଜା କରା ଯାଉଚି।ଲୋକମାନେ ଅନେକ ସ୍ଥାନ ରୁ ଆସୁଛନ୍ତି।
ଏହାକୁ ଦର୍ଶନ କରିବା ପାଇଁ।ଲୋକ ମାନଙ୍କ ଭିତରେ ଏଭଳି ବିଶ୍ଵାସ ରହିଛି ଯେ ଏ ହେଉଛନ୍ତି ଭଗବାନ ଶିବ।ଏହି ଲିଙ୍ଗ ଟି ଦେଖିବାକୁ ସମ୍ପୂର୍ଣ୍ଣ ନୂତନ ଧରଣ ର।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.