Movie prime

ଆକାଶ ନୁହେଁ ମାଟିରେ ଅଛି ଏଲିଅନ ଦେଖାଗଲା ଏମିତି ପ୍ରଜାତି ଦେଖିଲେ ଆପଣ ମୁଣ୍ଡରେ ହାତ ଦେଇଦେବେ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏଲିୟନ୍ ମହାକାଶରେ ନୁହେଁ ବରଂ ଗଭୀର ସମୁଦ୍ରରରେ ରହୁଥିବାର ଦେଖିବାକୁ ମିଳିଛି। ଆଜିବି ଅନେକ ବୃହତକାୟ ଜୀବ ସମୁଦ୍ର ଭିତରେ ରହୁଛନ୍ତି ଯାହା ସହିତ ମଣିଷ ସମାଜ ଅପରିଚତ। ଏପରି ଏକ ଅଦ୍ଭୂତ ଜୀବର ସନ୍ଧାନ ୨୦୨୧ ମସିହାରେ କାଲିଫାନିଆ ଦେଖିବାକୁ ମିଳିଥିଲା।
Special report
ଜଣେ ମତ୍ସ୍ୟଜିବୀ ପ୍ରତିଦିନ ଭଳି ସମୁଦ୍ରକୁ ମାଛ ଧରିବାକୁ ଯାଇଥିଲେ କିନ୍ତୁ ସେ ଫେରିବା ବେଳେ ଯାହା ଦେଖିଥିଲେ ତାହା କହିବାଟା ଅସ୍ଵାଭାବିକ ଥିଲା। ମତ୍ସ୍ୟଜିବୀ ଜଣକ ଏପରି ଏକ ଅଦ୍ଭୂତ ସାମୁଦ୍ରିକ ଜୀବ ଦେଖିଥିଲେ ତାହା ତାଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। 
କାଲିଫାନିଆକ୍ରିଷ୍ଟାଲ କୋଷ୍ଟେ ପାର୍କରେ ଏକ ବିଶାଳ ଜୀବକୁ ଦେଖିବାକୁ ପାଇଥିଲେ। ଲୋକେ ଏହାକୁ ଏଲିୟନ୍ ବୋଲି କହିବାକୁ ଲାଗିଥିଲେ। ଏହି ଜୀବ ଜୀବିତ କିମ୍ୱା ମୃ-ତ ତାହା ମଧ୍ୟ ଅଞ୍ଚଳ ବାସୀଙ୍କୁ ଜଣାନଥିଲା। କିନ୍ତୁ ସମସ୍ତଙ୍କ ମନରେ ଭୟ ଥିଲା।
ଏଲିୟନ ଆକାଶରେ ନୁହେଁ ସମୁଦ୍ରରେ ରହୁଥିବା କଥା ମଧ୍ୟ ସ୍ଥାନୀୟ ଅଞ୍ଚଳରେ ଗୁଜବ ଖେଳି ଯାଇଥିଲା। କିନ୍ତୁ ପରେ ଜାଣିବାକୁ ମିଳିଲା ଯେ, ସେହି ବିଶାଳକାୟ ଜୀବର ନାମ ଆଙ୍ଗଲର୍ ଫିସ। ଏହା ପାଖାପାଖି ୩୦୦୦ ଫୁଟ ଗଭୀର ସମୁଦ୍ରରେ ବିଚରଣ କରୁଥିବାର ଜଣାପଡିଛି। 
Special report
ଆଙ୍ଗଲର୍ ଫିସ ଦେଖିବାକୁ ଖୁବ୍ ଭୟାନକ ହୋଇଥିବା ବେଳେ କଠିନ ରୁ କଠିନ ପରିସ୍ଥିତିରେ ମଧ୍ୟ ଜୀବିତ ରହିପାରେ। କେବଳ ଗଭୀର ପାଣିରେ ନୁହେଁ ବରଂ ବରଫ ଭଳି ମାଇନସ୍ ତାପମାତ୍ରାରେ ଜୀବଟି ବଞ୍ଚିପାରେ। ସେହିଭଳି ୨୦୧୩ ମସିହା ଅକ୍ଟୋବର ମାସରେ ସ୍ସେପନର ସମୁଦ୍ର ତଟରେ ଦେଖିବାକୁ ମିଳିଥିଲା।
ପ୍ରାଣୀ ଜଗତରେ ସବୁଠାରୁ ବଡ ଆଖି ହେଉଛି ସୁକଇଡର। ସେମାନେ ଗଭୀର ପାଣିରେ ରହୁଥବା ବେଳେ ଖୁବ କମ୍ ସମୟରେ ବାହାରକୁ ଚାଲି ଆସନ୍ତି। ଅକ୍ଟୋବର ୨୦୧୩ରେ ଦେଖାଯାଇଥିବା ସୁକଇଡର ଲମ୍ବ ୧୩ ଫୁଟରୁ ଅଧିକ ଏବଂ ଓଜନ ୬୬୦ରୁ ଅଧିକ। 
ସେହିଭଳି ଆଉ ଏକ ଘଟଣା ଘଟିଥିଲା ୨୦୧୫ ମସିହା ମେ ମାସରେ ସ୍ଥାନୀୟ ବାସିନ୍ଦା ଦେଖିଥିଲେ କିଛି ଏଭଳି ଦୃଶ୍ୟ ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇପଡ଼ିଥିଲେ। ବିଶେଷଜ୍ଞ ମାନେ ଏହି ଜୀବକୁ ନେଇ ତଦନ୍ତ କରିଥିଲେ। ୨୦୧୭ ମସିହାର ମଧ୍ୟ ଦକ୍ଷିଣ ଆଫ୍ରିକା ଉପକୂଳରେ ଦେଖିବାକୁ ମିଳିଥିଲା କିଛି ଅଜବ ଘଟଣା।
ତିନୋଟି ବିଶାଳକାୟ ଧଳା ସାର୍ପ ସମୁଦ୍ରକୂଳରେ ଭାସୁଥିବାର ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଆଶ୍ଚର୍ଯ୍ୟକର କଥା ହେଉଛି ଏହି ତିନୋଟି ସାର୍ପଙ୍କର ଗୋଟିଏ ଲିଭର ଗୋଟିଏ ହାର୍ଟ ରହିଥିଲା। ମୃତ୍ୟୁର କାରଣ ଜାଣିବା ପାଇଁ ବୈଜ୍ଞାନିକ ମାନେ ଯାଞ୍ଚ ଚଳାଇଥିଲେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.